pakka

୧୩୪ ଜଣଙ୍କୁ ଭତ୍ତା ପ୍ରଦାନ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ କୁସମେଲ ପଞ୍ଚାୟତରେ ସମିତି ସଭ୍ୟା ଜ୍ୟୋତ୍ସାମୟୀ ନାଗ ଓ କାର୍ୟ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ଦଳେଇଙ୍କ ଉପସ୍ଥିତରେ କରୋନା କଟକଣାକୁ ପାଳନ କରି ୧୩୪ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ଓ କରୋନା ମହାମାରୀରୁ ସୁରକ୍ଷା ରହିବା ସହ ମାସ୍କ ବ୍ୟବହାର କରି ସାମାଜିକ ଦୂରତା ପାଳନ କରିବା ପାଇଁ ସମସ୍ତଙ୍କୁ ସଚେତନତା କରାଯାଇଥିଲା ।

jay balangir
Leave A Reply

Your email address will not be published.

20 − 13 =