pakka

ବର୍ଷିଆନ ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ଦେହାନ୍ତ

bbehera

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସହରର ବର୍ଷିଆନ ସାମ୍ବାଦିକ, ସମାଜସେବୀ ତଥା ଆଗଧାଡ଼ିର ଲଢ଼ୁଆ ମଣିଷ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । କରୋନା ସଂକ୍ରମଣରେ ତାଙ୍କ ପରଲୋକ ହୋଇଥିବା କୁହାଯାଇଛି । ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଦେହାନ୍ତରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

eleven + 11 =