ମିଳିଲା ଶିଶୁ କନ୍ୟାର ମୃତ ଦେହ

ବରଗଡ଼, (ଗୋପୀନାଥ ସାହୁ) : ଜାମୁର୍ଡା ସରଲା ରାସ୍ତାରେ ଦନ୍ତା ନଦୀରେ ଜଣେ ୬ ବର୍ଷର ବାଳିକା ଅସାବଧାନତା ଯୋଗୁଁ ଖସି ପଡିଥିଲା । ଗତକାଲି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖି ରାତି ପର୍ୟ୍ୟନ୍ତ ଅଗ୍ନିଶମ ବିଭାଗ ଦ୍ୱାରା ସନ୍ଧାନ ଖବର ମିଳିଲା ନଥିଲା ! ନଦୀର ଜଳ ସ୍ତର ହ୍ରାସ ପାଇବା ପରେ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.