Browsing Tag

cuttack news

ଆଧ୍ୟାତ୍ମିକ ପତ୍ରିକା ବଳଦେବ ବିଥିକା ଉନ୍ମୋଚିତ

ରାଉରକେଲା/କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦର ଦଶମ ବାର୍ଷିକ ଆଧ୍ୟାତ୍ମିକ ଗବେଷଣାତ୍ମକ ପତ୍ରିକା "ବଳଦେବ ବିଥିକା" କେନ୍ଦ୍ରାପଡ଼ା ବଳଦେବ ଜିଉ ମନ୍ଦିର ପ୍ରାଙ୍ଗଣରେ ବଳଦେବ ଜନ୍ମ ମହୋତ୍ସବ ପାଳନ ଅବସରରେ ଉନ୍ମୋଚିତ ହୋଇଯାଇଛି । କେନ୍ଦ୍ରାପଡ଼ାର ଜିଲ୍ଲାପାଳ ରଘୁରାମ ଆର୍‌…
Read More...

ଲୌହମାନବୀ ସରଳାଦେବୀଙ୍କ ଜନ୍ମ ତାରିଖକୁ ନେଇ ଦ୍ୱନ୍ଦ ଦୂର : ବିଶ୍ୱଜିତ ପାଣି

କଟକ, (ସସ୍ମିତା ପ୍ରଧାନ) : ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ତଥା ସ୍ୱାଧୀନତା ସଂଗ୍ରାମୀ ଲୌହମାନବୀ ସରଳା ଦେବୀଙ୍କ ଜନ୍ମ ତାରିଖକୁ ନେଇ ବର୍ଷ ବର୍ଷ ଧରି ଦ୍ୱନ୍ଦ ଲାଗି ରହିଛି । ଅନେକ ସ୍ଥାନରେ ତାଙ୍କ ଜନ୍ମ ତାରିଖ ଅଗଷ୍ଟ ୯ ଏବଂ ଅନେକ ସ୍ଥାନରେ ଅଗଷ୍ଟ ୧୯ ବୋଲି ଉଲ୍ଲେଖ ରହିଛି ।…
Read More...

ଜାତୀୟ ଯୁବ ଦିବସ ପାଳିତ

କଟକ, (କେପିଏନ୍‌ଏସ୍‌) : କଟକ ଜିଲ୍ଲା ପାହାଳ ଥାନା ଅନ୍ତର୍ଗତ ଅନନ୍ତ ପୁର ସ୍ଥିତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତୀତଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ସବ ଜୋନର…
Read More...

ବାଇକ ଆରୋହୀକୁ ପଛରୁ ଗୋଡେଇ ଖଲର୍ଦା ବ୍ରିଜ ନିକଟରେ ଛୁରୀ ଦେଖାଇ ଆତଙ୍କ ରଚିଲେ ଦୁର୍ବୃତ୍ତ

କଟକ, (କେପିଏନ୍‌ଏସ୍‌) : କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦା ବ୍ରିଜଠାରେ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖାଇ ଗତକାଲି ସନ୍ଧ୍ୟା ୫ ଘଟିକାରେ ଲୁଟ କରି ଫେରାର ହୋଇଯାଇଛନ୍ତି । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ହେଲା ଜଗତସିଂହ ପୁର ମାଛ ଗାଁର ଜନାର୍ଦ୍ଦନ ସାହୁ ବୟସ ୨୯ ସେ ତାଙ୍କ ନିଜ…
Read More...

ମତ୍ସ ସମ୍ପଦ ବିଭାଗ ପକ୍ଷରୁ ହରିଅନ୍ତା ପଞ୍ଚାୟତରେ ତାଲିମ ଶିବିର ଆୟୋଜିତ

କଟକ, (କେପିଏନ୍‌ଏସ୍‌) : କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ହରିଅନ୍ତା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମତ୍ସ ସମ୍ପଦ ବିଭାଗ ପକ୍ଷରୁ ଏକ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ପଞ୍ଚାୟତର ମହିଳା ଗୋଷ୍ଠୀ ସଦସ୍ୟମାନେ ଯୋଗଦେଇ କିଭଳି ଊନତ ପ୍ରଣାଳୀରେ ପୋଖରୀରେ ମାଛ ଚାଷ…
Read More...

ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କଟକ, (କେପିଏନ୍‌ଏସ୍‌) : କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦା ପଂଚାୟତ ସ୍ଥିତ ସଞ୍ଜୟ କୁମାର ସାମଲଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରିରେ ଘରର ଝରକା ତାଡ଼ି ଆଲମାରୀ ଭାଙ୍ଗି ସମସ୍ତ ସୁନା ଗହଣା ସହିତ ଶ୍ରୀ ସାମଲଙ୍କ ସ୍ତ୍ରୀ ସସ୍ମିତା ସାମଲଙ୍କ ଭ୍ୟାନିଟ ବ୍ୟାଗ ସହ ୯୦୦୦ ଟଙ୍କା ଚୋରି ହୋଇଥିବା…
Read More...

ଲକ୍ଷେଶ୍ୱର ନିର୍ମାଣ ଶ୍ରମିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଟକ, (କେପିଏନ୍‌ଏସ୍‌) : କଟକ ଜିଲ୍ଲା ଉରାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଇନ୍ଧା ଠାରେ ଥିବା ଲକ୍ଷେଶ୍ୱର ନିର୍ମାଣ ଶ୍ରମିକ ସଂଗଠନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସାମ୍ବାଦିକ କାନନବିହାରୀ ନାୟକ ସଭାପତିତ୍ୱ କରିଥିବା ବେଳେ ହିନ୍ଦ୍‌ ମଜଦୁର ସଭାର…
Read More...

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତିନି ଗୋଟି ହରିଣ ଗାଁ ମୁହାଁ

କଟକ, (କେପିଏନ୍‌ଏସ୍‌) : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତିନି ଗୋଟି ହରିଣ ଗାଁ ମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, କଟକ ସଦର ଥାନା ହରିଅନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିମଳ ମହୁରା ଗହୀରରେ ସକାଳୁ ସକାଳୁ ତିନିଗୋଟି ବଡ଼ ହରିଣ ବୁଲୁଥିବାର ଦେଖିବାକୁ ମିଳିଛି ।…
Read More...

ଘରୋଇ ଆଇ.ଟି.ଆଇ ସଙ୍ଘରେ ଜରୁରୀ କାଳୀନ ବୈଠକ

କଟକ, (କେପିଏନ୍‌ଏସ୍‌) : କଟକ ସହର ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଷ୍ଟେଟ ପ୍ରାଇଭେଟ ଆଇ.ଟି.ଆଇ ଏସୋସେସନ (ସ୍ପିଟିଆ) ଓଡିଶାର ଏକ ଜରୁରୀକାଳୀନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଡ. ଅରୁଣ କୁମାର ନାୟକଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ମିଲନ ମହାପାତ୍ର,…
Read More...

ଅକ୍ଷୟ ଅମୃତ ମହୋତ୍ସବ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୯୬ ତମ କାର୍ଯ୍ୟକ୍ରମ 'ଅକ୍ଷୟ ଅମୃତ ମହୋତ୍ସବ' ୪୨ ମୌଜା ସ୍ଥିତ ଉଫ ସେବାଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ଅକ୍ଷୟ ତୃତୀୟାର ପୂର୍ଣମୟ ସ୍ୱରୂପକୁ…
Read More...