Daily Archives

ଆଡ଼ପଡ଼ାରେ ଚାଷୀ ସମାବେଶ : ଧାନ ବିକ୍ରି ପଞ୍ଜିକରଣ ପାଇଁ ଭାଗଚାଷୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି ସରକାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଧାନ ବିକ୍ରି ପଞ୍ଜିକରଣ ପାଇଁ ଭାଗଚାଷୀଙ୍କ ଅଧିକାର ଛଡ଼ାଇ ନେଇଛନ୍ତି ସରକାର । ଗତବର୍ଷ ଜମି ପଞ୍ଜିକରଣ ବେଳେ ଯେଉଁ ଜମି ମାଲିକମାନେ ଅନୁମତି ପତ୍ର ଦାଖଲ କରି ଭାଗଚାଷୀ ପଞ୍ଜିକୃତ ହେଉଥିଲେ ଚଳିତ ବର୍ଷ ସେ ଅଧିକାରରୁ ଭାଗଚାଷୀ ବଂଚିତ ହୋଇଛନ୍ତି ।
Read More...

ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ ପ୍ରାଥମିକ ବିଦ୍ୟାଳୟରୁ ଯୁବବର୍ଗ ଯାଏଁ ବିଭିନ୍ନ ପ୍ରତିଯୋଗିତା

ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟଠାରୁ ଯୁବବର୍ଗ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ୍ମ ଲୋଚନ
Read More...

ରକ୍ଷା ବନ୍ଧନର ପବିତ୍ର ତିଥିରେ ସାମ୍ନାକୁ ଆସିଛି ଏକ ଭାବବିହ୍ୱଳ ଦୃଶ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୦ ମସିହାରେ ମାଓବାଦୀ ସନ୍ଦେହରେ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ସ୍ୱର୍ଗତ ମାଧବ ସିଂ ଠାକୁରଙ୍କ ଧର୍ମପତ୍ନୀ ଶ୍ରୀମତୀ ଗୀତା ଠାକୁର, ରକ୍ଷା ବନ୍ଧନ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଏହି ଅବସରରେ ଭାଇ-ଭଉଣୀର
Read More...

ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ନୂଆଖାଇ ଭେଟଘାଟ୍ -୨୦୨୬ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ଚଳିତ ବର୍ଷ ନୂଆଖାଇ ଭେଟଘାଟ୍ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କାର୍ଯ୍ୟକାରୀ ସଭାପତି ସଞ୍ଜିତ ସାହୁଙ୍କ
Read More...

ଏବିସିଡି ଅନୁଷ୍ଠାନ ତରଫରୁ ୨୮ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ ପାଇଁ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପ ଠାରେ ଏବିସିଡି ସଭାପତି ଅନିଲ ବେହେରାଙ୍କ ଅଧ୍ୟକ୍ଷତାରେ ୨୮ତମ ବୋଡାସମ୍ବର ନୂଆଁଖାଇ ଭେଟ ଘାଟ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଉଭୟ ପ୍ରିଣ୍ଟ ମେଡିଆ ଏବଂ ଇଲେଟ୍ରୋନିକ୍ସ ମେଡିଆ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ
Read More...