Daily Archives

ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ରାକ୍ଷୀପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ସମ୍ଭବ କଲେଜ ଧାନଘରା ଠାରେ ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଲେଜର ପ୍ରତିଷ୍ଠାତା
Read More...

ପ୍ରକୃତି ସୁରକ୍ଷାର ବାର୍ତ୍ତା ଦେଇ ନିଆରା ଢଙ୍ଗରେ ରାକ୍ଷୀବନ୍ଧନ

ହରଭଙ୍ଗା, (କେପିଏନ୍‌ଏସ୍‌) : ପବିତ୍ର ରାକ୍ଷୀବନ୍ଧନ ଅବସରରେ ପ୍ରକୃତି ଓ ପରିବେଶ ସୁରକ୍ଷାର ଏକ ନିଆରା ବାର୍ତ୍ତା ନେଇ ବୌଦ୍ଧର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ମୟୂରୀ ଇଣ୍ଡିଆ ପକ୍ଷରୁ ଅନୁଷ୍ଠାନ ସଭାପତି ରମେଶ ପ୍ରଧାନଙ୍କ ତତ୍ୱାବଧାନରେ ଘୁମୁକୋଡ଼ି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପିକନିକ୍
Read More...

ପଲ୍ଲିଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ସ୍ଥିତ ପଲ୍ଲିଶ୍ରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କେ.ଏନ୍.ସି.ଏଫ୍. ଓ ଆର.ସି.ଜେ. ଜାପାନର ସହଯୋଗରେ ବୃକ୍ଷରୋପଣ ତଥା ସବୁଜ ବନାନୀ
Read More...

ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀଙ୍କ ହିତରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ୬୫୦ କୋଟି ଟଙ୍କାର ଅନୁଦାନ ଉତ୍ସର୍ଗୀକୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସମୁଦାୟ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାର ଉନ୍ନତି ବିଧାନ ଏବଂ ସ୍ଵ-ରୋଜଗାର ନିମନ୍ତେ ୬୫୦ କୋଟି ଟଙ୍କାର ଅନୁଦାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉତ୍ସର୍ଗୀକୃତ କରାଯାଇଛି । ଗଞ୍ଜାମ
Read More...

ପୂଜ୍ୟପୂଜା ସେବା ସଂଗଠନ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂଜ୍ୟପୂଜା ସେବା ସଂଗଠନ ଆନୁକୂଲ୍ୟରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି । ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ
Read More...

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନର ଶୁଭାରମ୍ଭ କଲେ ଶିବରାଜ ସିଂହ ଚୌହାନ

ଶହୀଦ ଏବଂ ବିପ୍ଳବୀମାନଙ୍କ ବଳିଦାନ ଓ ଅବଦାନକୁ ପ୍ରଦର୍ଶିତ କରୁଛି ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍ଏହି ଅଭିଯାନ ଯୁବପିଢ଼ିକୁ ଦେଶର ସ୍ୱାଧୀନତା ସଂଗ୍ରାମ ବିଷୟରେ ଜାଣିବାକୁ ପ୍ରେରଣା ଦେବ: ଶିବରାଜ ସିଂହ ଚୌହାନ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଏବଂ କୃଷକ
Read More...

ଗୁଜରାଟର ଅମରେଲିରେ ‘ଗୁଜରାଟ ଗୌରବ ସରୋବର’ର ଉଦ୍ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

ପ୍ରଧାନମନ୍ତ୍ରୀ କେନ୍ଦ୍ରରେ 'ଜଳ ଶକ୍ତି ମନ୍ତ୍ରାଳୟ'ର ସ୍ଥାପନା କରିଛନ୍ତି; ତାଙ୍କ ଉଦ୍ୟମ ଯୋଗୁଁ ଦେଶସାରା ଡ୍ୟାମ୍ଗୁଡ଼ିକର ଜଳସେଚନ କ୍ଷମତା ୧୬୦% ବୃଦ୍ଧି ପାଇଛି୨୧ ଏକର ପରିମିତ ଓ ୪୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ 'ଗୁଜରାଟ ଗୌରବ ସରୋବର' କୃଷି, - ପାନୀୟ ଜଳ ଯୋଗାଣ ଏବଂ ଭୂତଳ ଜଳ
Read More...