pakka

ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

bbehera

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର, ବଉଳଗାଁ ଓ ବିପୁଲିଙ୍ଗି ପ୍ରମୁଖ ତିନି ଗୋଟି ଗ୍ରାମ ପଞ୍ଚାୟତର ୫ଗୋଟି ଗ୍ରାମ ନିମନ୍ତେ ୩ କୋଟି ୫୬ ଲକ୍ଷ ଟଙ୍କାର ଅନୁଦାନରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ । ପଞ୍ଚାୟତ ପ୍ରତିନିଧି ପ୍ରମୁଖ ବହୁ ଭଦ୍ରମଣ୍ତଳୀ, ବୃଦ୍ଧିଜୀବୀ, ଗଣ୍ୟମାନ୍ୟ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

5 × 5 =