pakka

ବେଆଇନ ଜୁଆ ଆଡ୍ଡାରେ ଅତାବିରା ପୋଲିସର ଚଢାଉ : ୬ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ପୋଲିସ ଷ୍ଟେସନ ଖରମୁଣ୍ଡା ପଂଚାୟତ ବନ୍ଦଲିଟିକା ଜୁଜୁଗାଁରେ ବେଆଇନ ଭାବେ ଚାଲିଥିଲା ଘୁଡୁଘୁଡୁ ପଟି । କୌଣସି ସୁତ୍ରରୁ ଖବର ପାଇ ଜୁଆ ଆଡ୍ଡାରେ ପୋଲିସ ପହଞ୍ଚି ଚଢ଼ାଉ କରିଥିଲା । ତେବେ ଏହି ଚଢାଉରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

Leave A Reply

Your email address will not be published.

9 + eleven =