pakka

୧୯ ବର୍ଷ ବୟସରେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରିମ ସମୀର ଶେଖଙ୍କ ବୋଲ୍ଡ ଫଟୋସୁଟ୍‌

ମୁମ୍ବାଇ : ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରିମ ସମୀର ଶେଖ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ ରିମ ଆହୁରି ବୋଲ୍ଡ ଦେଖିବାକୁ ମିଳିଥିଲେ । ୧୯ ବର୍ଷ ବୟସରେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ରିମ ସମୀର ଶେଖଙ୍କ ବୋଲ୍ଡ ଫଟୋସୁଟ୍‌ ତାଙ୍କୁ ଚର୍ଚ୍ଚାରେ ସବୁବେଳେ ରଖିଛି । ଆକର୍ଷଣୀୟ ଲୁକ୍‌ ଓ ହଟ୍‌ ଷ୍ଟାଇଲ୍‌ ଯୋଗୁଁ ସେ କୋଟି କୋଟି ହୃଦୟର ରାଣୀ ସାଜିଛନ୍ତି ।

Leave A Reply

Your email address will not be published.

two − 2 =