pakka

କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ

kalikesh

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟ ସରକାର ଚଳଚ୍ଚିତ୍ର ଏବଂ ସିରିଏଲର ଇନ୍‌ଡୋର ଆଉଟଡୋର ସୁଟିଂ ପାଇଁ ଅନୁମତି ଦେବା ପରେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କଟକ ୱଡସ ସମ୍ବଲପୁର ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି । ଅଭିନେତା ସମ୍ୱିତ ଆଚାର୍ଯ୍ୟ ଓ ଅଭିନେତ୍ରୀ ସୁସ୍ମିତା ପ୍ରଧାନ, ସହଯୋଗୀ କଳାକାର ପ୍ରଦୀପ ଦେବତା, ପିଣ୍ଟୁ ନନ୍ଦ, ଗୁଡ୍ଡୁଙ୍କ ବରଗଡ଼ ଜିଲ୍ଲାର ବିଭିନ୍ନ ଲୋକେସନରେ ସୁଟିଂ ଚାଲିଛି । ନୂଆ ନିର୍ଦ୍ଦେଶକ ବାପି ଡେଭିଡଙ୍କ ନିର୍ଦ୍ଦେଶନାରେ ଫିଲ୍ମର ସୁଟିଂ ଚାଲିଥିବା ସମୟରେ ପ୍ରଯୋଜକ ରମେଶ ବିରିକ ଓ କେ ତମନ୍ନା, ସପ୍ସଲାପ ଲେଖକ ଯତୀନ୍ଦ୍ର ପ୍ରଧାନ, କ୍ୟାମେରା ଅମରେଶ ଜେନା ପ୍ରମୁଖ ପରିଚାଳନା କରୁଛନ୍ତି ।

pp
Leave A Reply

Your email address will not be published.

eighteen − 18 =