pakka

ଖୁବ୍‌ ଶୀଘ୍ର ଫିଲହାଲ୍‌-୨ ମ୍ୟୁଜିକ୍‌ ଭିଡିଓରେ ଆସିବେ ରୋମାଣ୍ଟିକ୍‌ ହିରୋ ଅକ୍ଷୟ କୁମାର

kalikesh

ମୁମ୍ବାଇ : ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୂପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ୱିତୀୟ ଭାଗ ଫିଲ୍‌ହାଲ୍‌ -୨ ଖୁବ୍‌ ଶୀଘ୍ର ଆସୁଛି । ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା କରିବା ସହିତ ଗୀତର ପ୍ରଥମ ଲୁକ୍‌ ମଧ୍ୟ ସେୟାର କରିଛନ୍ତି । ଜୁନ୍‌ ୩୦ରେ ଏହାର ଟିଜର ମୁକ୍ତିଲାଭ କରିବ ।

pp
Leave A Reply

Your email address will not be published.

1 + 1 =