Browsing Tag

mumbai news

ବିଗ୍‌ବସ୍‌ ବିଜେତା ମୁନାୱର ଫାରୁକି, ଟ୍ରଫି ସହ ଜିତିଲେ ଦାମୀ କାର

ମୁମ୍ଵାଇ : ରିଆଲିଟି ଶୋ’ ବିଗ୍‌ ବସ୍‌ ୧୭ର ଗ୍ରାଣ୍ଡ ଫାଇନାଲ ରବିବାର ରାତିରେ ଶେଷ ହୋଇଛି । ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍‌ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାୱର ଫାରୁକି ବିଗ୍‌ ବସ୍‌-୧୭ ବିଜେତା ହୋଇଛନ୍ତି । ୩୨ ବର୍ଷୀୟ ମୁନାୱରଙ୍କୁ ଟ୍ରଫି ସହ ନଗଦ ୫୦ ଲକ୍ଷ ଟଙ୍କା ଏବଂ ଏକ
Read More...

ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ବଡ ଦୁର୍ଘଟଣା : ମୁହାଁମୁହିିଁ କାର୍‌ ଓ କଣ୍ଟେନର, ୫ ଜଣଙ୍କର ମୃତ୍ୟୁ

ମୁମ୍ବାଇ : ରବିବାର ସକାଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ କାର ଓ କଣ୍ଟେନର ମୁହାଁମୁହିିଁ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଖଣ୍ଡାଲା ଡାକ୍ତରଖାନାରେ ରଖାଯାଇଛି । ପୁଣେ ଗ୍ରାମୀଣ ପୋଲିସ ଅଧିକାରୀ କହିଛନ୍ତି ଯେ, ଲୋନାୱଲାର ଶିଲାଟନେ ଗାଁ ନିକଟ ମୁମ୍ବାଇ-ପୁଣେ
Read More...

ଆସନ୍ତା ୯ ତାରିଖରେ ପାରଂପରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା-ଭିକି

ମୁମ୍ବାଇ : ରାଜସ୍ଥାନ ସଓ୍ୱାଇ ମାଧୋପୁରର ସିକ୍ସ ସେନ୍ସେସ୍ ଫୋର୍ଟ ବର୍ଓ୍ୱାଡ଼ା ଠାରେ ଆସନ୍ତା ୯ ତାରିଖରେ ପାରଂପରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ ଷ୍ଟାର୍ ଯୋଡ଼ି- କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ । ୭ରୁ ୯ ତାରିଖ ଯାଏଁ ରାଜକୀୟ ଅନ୍ଦାଜରେ ଚାଲିବ ଉତ୍ସବ । ସେଥିପାଇଁ ୬ରୁ
Read More...

ନୂଆ ଜର୍ସିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ କ୍ରିକେଟ ଦଳ

ମୁମ୍ବାଇ : ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ନୂଆ ଜର୍ସିକୁ ‘ବିଲିୟନ୍ ଚିୟର୍ସ ଜର୍ସି’ ଭାବେ ନାମିତ କରାଯାଇଛି । ଏହି ନୂଆ ଜର୍ସିରେ ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳି ବିଜୟରୁ ଅଭିଯାନ ଆରମ୍ଭ କରିଛି ।
Read More...

ଫ୍ଲୋରିନା ହେଲେ ‘ସୁପର୍‌ ଡାନ୍ସର ୪’ର ବିଜେତା

ମୁମ୍ବାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର ଚାପ୍ଟର ୪ ବିଜେତା ହୋଇଛନ୍ତି ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ । ବିଜେତା ଭାବରେ ତାଙ୍କୁ ଏକ ଆକର୍ଷଣୀୟ ଟ୍ରଫି ସାଙ୍ଗକୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହିତ ତାଙ୍କ
Read More...

ଟାଇଗର ଶ୍ରଫଙ୍କ ଗୀତ ‘ବନ୍ଦେ ମାତରମ୍ : ଆସନ୍ତା ୧୦ ଅଗଷ୍ଟରେ ରିଲିଜ ହେବ

ମୁମ୍ବାଇ : ବଲିଉଡ ଜଗତର ଜଣେ ଆଗଧାଡିର ଅଭିନେତା ହେଉଛନ୍ତି ଟାଇଗର ଶ୍ରଫ । ତାଙ୍କ ଅଭିନୟ କରିବାର ଷ୍ଟାଇଲ ଅନ୍ୟ ଅଭିନେତା ମାନଙ୍କ ଠାରୁ ବେଶ୍‌ ଅଲଗା ରହିଥାଏ । ତାଙ୍କ ସିସ୍‌ପେକ୍‌କୁ ଦେଖି ଦର୍ଶକ ମାନେ ଚକିତ ହୋଇ ରହିଯାଆନ୍ତି । ଏବେ କିନ୍ତୁ ଟାଇଗର ଅଭିନୟ ଜଗତରେ ପାଦ ଦେବା ସହିତ ସଂଗୀତ
Read More...

ପରଲୋକରେ ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ : ବରିଷ୍ଠ ବଲିଉଡ୍ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ହୋଇଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ୧୯୭୮ରେ କିସା କୁର୍ସି କା ଚଲଚ୍ଚିତ୍ରରୁ ସେ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେ ତିନୋଟି ବଲିଉଡ
Read More...

ଆଉ ନାହାନ୍ତି ବଲିଉଡର ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର

ମୁମ୍ବାଇ : ଆଉ ନାହାନ୍ତି ବଲିଉଡର ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର । ଆଜି ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିବା ସୂଚନା ମଳିଛି । ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଛି ବଲିଉଡ୍ । ୧୯୪୪ ମସିହାରୁ
Read More...

ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ମୁମ୍ବାଇ ପୋଲିସରେ ସବ୍‌-ଇନ୍ସପେକ୍ଟର ଥିଲେ ରାଜକୁମାର : ତାଙ୍କ ସ୍ୱତନ୍ତ୍ର ଶୈଳୀର…

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ୩ ଜୁଲାଇ ୧୯୯୬ରେ ଜଗତରୁ ବିଦାୟ ନେଇଥିଲେ । ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ । ସେ ତାଙ୍କର ବଳିଷ୍ଠ ଅଭିନୟ ସହିତ ସ୍ୱତନ୍ତ୍ର ଶୈଳୀର ସଂଳାପ ବିତରଣ ପାଇଁ ଏବେ ମଧ୍ୟ ଚଳଚ୍ଚିତ୍ର ପ୍ରେମୀଙ୍କ ଜଗତରେ ଖୁବ୍‌ ଫେମସ୍‌ । ତାଙ୍କର ସଂଳାପ ଆଜି ବି ପ୍ରସିଦ୍ଧ
Read More...

ଖୁବ୍‌ ଶୀଘ୍ର ଫିଲହାଲ୍‌-୨ ମ୍ୟୁଜିକ୍‌ ଭିଡିଓରେ ଆସିବେ ରୋମାଣ୍ଟିକ୍‌ ହିରୋ ଅକ୍ଷୟ କୁମାର

ମୁମ୍ବାଇ : ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୂପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ୱିତୀୟ ଭାଗ ଫିଲ୍‌ହାଲ୍‌ -୨ ଖୁବ୍‌ ଶୀଘ୍ର ଆସୁଛି । ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା
Read More...