Browsing Tag

mumbai news

ଶାହାରୁଖ ଖାନ ଦାଢ଼ି କାଟି କାମକୁ ଫେରିବାକୁ ପ୍ରସ୍ତୁତ

ମୁମ୍ବାଇ : ଶାହାରୁଖ ଖାନ ନିଜ ସ୍ୱତନ୍ତ୍ର ଶୈଳୀରେ ପ୍ରଶଂସକଙ୍କୁ ପ୍ରଭାବିତ କରିବାରେ କେବେ ବିଫଳ ହୋଇ ନାହାନ୍ତି । ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ସ୍କ୍ରୋଲ୍ କଲେ, କିଙ୍ଗ ଖାନଙ୍କ କିଛି ଚମତ୍କାର ସେଲଫି ସାମ୍ନାକୁ ଆସେ, ଯାହା ହୃଦୟକୁ ଛୁଇଁଯାଏ । ବହୁତ ସମୟ ପରେ, ଶାହାରୁଖ
Read More...

ଚାରି ମହଲା କୋଠା ଭୁଷୁଡି ପଡିଲା : ୧୧ ଜଣଙ୍କର ମୃତ୍ୟୁ, ୭ ଜଣ ଆହତ

ମୁମ୍ବାଇ : ମାଲାଡ ୱେଷ୍ଟର ମାଲଭାନି ଅଞ୍ଚଳରେ ଚାରି ମହଲା କୋଠା ଭୁଷୁଡ଼ି ଯିବା ପରେ ଚାପି ହୋଇ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ । ବୁଧବାର ରାତି ୧୧.୧୦ ସମୟରେ ହଠାତ୍ ସମଗ୍ର କୋଠା ଭୁଷୁଡି ପଡିଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । କୋଠା ଭୁଷୁଡ଼ିବା ମାତ୍ରେ ବହୁତ୍‌
Read More...

ଅମିତାଭ ବଚ୍ଚନ ଏବଂ ଜୟାଙ୍କ ବିବାହକୁ ୪୮ ବର୍ଷ ପୂରିଲା, ବିଗ୍ ବି ସେୟାର କଲେ ବିଶେଷ ଚିତ୍ର

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନ ବିବାହର ୪୮ ବର୍ଷ ସମାପ୍ତ କରିଛନ୍ତି । ଏହି ବିଶେଷ ଅବସରରେ ବିଗ୍ ବି ସୋସିଆଲ ମିଡିଆରେ ତାଙ୍କ ବିବାହର ଏକ ଆକର୍ଷଣୀୟ ଚିତ୍ର ସେୟାର କରିଛନ୍ତି । ଯେଉଁମାନେ ତାଙ୍କୁ ଏବଂ ଜୟାଙ୍କୁ ବିବାହ ବାର୍ଷିକୀରେ
Read More...

ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ୧୩ ମାଓବାଦୀ ନିହତ

ମୁମ୍ବାଇ : ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଖବର ମଳିଛି । ମହାରାଷ୍ଟ୍ର ପୁଲିସର ସି-୬୦ ୟୁନିଟ୍‌ ଏବଂ ମାଓବାଦୀଙ୍କ ମଧ୍ୟରେ ଗଡ଼ଚିରୋଲି ସ୍ଥିତ ଆଟାପଲ୍ଲୀ ଧନଦାଟ ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ
Read More...

ବାଙ୍ଗାଲୋରର ବିଜୟ ଧାରାରେ ବ୍ରେକ ଲଗାଇଲା ଚେନ୍ନାଇ : ଜାଡେଜାଙ୍କ ଅଳରାଉଣ୍ଡର ପ୍ରଦର୍ଶନ ବଳରେ ୬୯ ରନରେ ଜିତିଲା…

ମୁମ୍ବାଇ : ଆଜି ଆଇପିଏଲରେ ବାଙ୍ଗାଲୋରକୁ ହରାଇ ଚମକପ୍ରଦ ବିଜୟ ହାସଲ କରିଛି ଚେନ୍ନାଇ । ଧୋନୀ ବାହିନୀ ବାଙ୍ଗାଲୋରକୁ ୧୨୨ ରନରେ ଅଟକାଇବା ସହିତ ୬୯ ରନରେ ମ୍ୟାଚକୁ ଜିିତି ନେଇଛି । ଏଥିସହ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ମଧ୍ୟ ଫେରିଛି । ଆଜି ଟସ୍ ଜିତି ଚେନ୍ନାଇ ଅଧିନାୟକ ଧୋନୀ
Read More...

କୋଭିଡ୍‌ରେ ଆକ୍ରା‌ନ୍ତ ହୋଇ ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ

ମୁମ୍ୱାଇ : ସୁପରହିଟ ରୋମାଣ୍ଟିକ ସଙ୍ଗିତ ଭେଟି ଦେଇଥିବା ସଙ୍ଗୀତ ନିର୍ଦ୍ଦେଶକ ନଦିମ-ଶ୍ରବଣ ଯୋଡ଼ି ମଧ୍ୟରୁ ଚାଲିଗଲେ ଶ୍ରବଣ । ମୃତ୍ୟୁ ବେଳକୁ ତା‌ଙ୍କୁ ୬୭ ବର୍ଷ ହେଉଥିବା ବେଳେ କୋଭିଡ୍‌ରେ ଆକ୍ରା‌ନ୍ତ ହୋଇ ସେ ମୁମ୍ବାଇର ରାହେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଫୁସଫୁସରେ ପାଣି ଜମି
Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ : କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମୁମ୍ବାଇ ଭାସାଇରରେ ଶୁକ୍ରବାର ଦିନ ବିଜୟ ବଲ୍ଲଭ ନାମକ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୩ ଜଣ ରୋଗୀଙ୍କ ମୃତ୍ୟୁ
Read More...

ବାଙ୍ଗାଲୋରର ବିଜୟ ରଥ ବଜାୟ : ରାଜସ୍ଥାନକୁ ୧୦ ୱିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ବାଙ୍ଗାଲୋର

ପାଡ଼ିକଲଙ୍କ ବିସ୍ପୋରକ ଶକତ : ଆଇପିଏଲରେ ୬ହଜାର ରନ୍ କ୍ଲବରେ କୋହଲି ପ୍ରଥମମୁମ୍ବାଇ : ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ନିଜର ଅପରାଜେୟ ମାନ୍ୟତା ବଜାୟ ରଖିଛି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳ ୧୦ ଓ୍ବିକେଟରେ ବିଜୟୀ ହୋଇଛି । ରାଜସ୍ଥାନ ପକ୍ଷରୁ ୧୭୮ ରନର ଏକ ଲଢୁଆ ଲକ୍ଷ୍ୟ ରଖାଯ଼ାଇଥିଲେ
Read More...

କୋଲକାତାକୁ ୧୮ ରନରେ ହରାଇ ଟେବୁଲର ଶୀର୍ଷ ସ୍ଥାନକୁ ଉତ୍ତୀର୍ଣ୍ଣ କଲା ସିଏସକେ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପଞ୍ଚଦଶ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ୧୮ ରନ୍‌ରେ ଅନ୍ୟତମ ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି । ଋତୁରାଜ (୬୪) ଓ ଦକ୍ଷିଣ ଆଫ୍ରିକୀୟ ଡୁ’ପ୍ଲେସିସ୍ (୯୫ଞ୍ଚ) ଆରମ୍ଭରୁ କେକେଆ‌ର୍‌ ବୋଲରଙ୍କୁ ଘନ ଘନ
Read More...

ପଞ୍ଜାବ କିଙ୍ଗସକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ

ମୁମ୍ବାଇ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଏକାଦଶ ମ୍ୟାଚରେ ପଂଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍‌ସ୍ । ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରବିବାର ଦିଲ୍ଲୀ ଟିମ୍‌ ଟସ୍‌ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ କେଏଲ୍‌ ରାହୁଲଙ୍କ
Read More...