pakka

ଆଉ ନାହାନ୍ତି ବଲିଉଡର ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର

bbehera

ମୁମ୍ବାଇ : ଆଉ ନାହାନ୍ତି ବଲିଉଡର ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର । ଆଜି ୯୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିବା ସୂଚନା ମଳିଛି । ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଛି ବଲିଉଡ୍ । ୧୯୪୪ ମସିହାରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ ଦିଲ୍ଲୀପ କୁମାର । ତାଙ୍କର ପ୍ରଥମ ଫିଲ୍ମ ଥିଲା ଜୁଆର ଭଟ୍ଟା । ୧୯୯୮ରେ ରିଲିଜ ‘କିଲା’ ଥିଲା ତାଙ୍କ ଅଭିନୀତ ଶେଷ ଫିଲ୍ମ ।

Leave A Reply

Your email address will not be published.

one × two =