pakka

ଫ୍ଲୋରିନା ହେଲେ ‘ସୁପର୍‌ ଡାନ୍ସର ୪’ର ବିଜେତା

bbehera

ମୁମ୍ବାଇ : ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ ସୁପର ଡାନ୍ସର ଚାପ୍ଟର ୪ ବିଜେତା ହୋଇଛନ୍ତି ଆସାମର ଜୋରହାଟରୁ ଫ୍ଲୋରିନା ଗୋଗୋଇ । ବିଜେତା ଭାବରେ ତାଙ୍କୁ ଏକ ଆକର୍ଷଣୀୟ ଟ୍ରଫି ସାଙ୍ଗକୁ ୧୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି । ଏହାସହିତ ତାଙ୍କ ସୁପର୍‌ ଗୁରୁ ତୁଷାର ଶେଟ୍ଟୀଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ମିଳିଛି ।

Leave A Reply

Your email address will not be published.

5 × one =