pakka

ଆସନ୍ତା ୯ ତାରିଖରେ ପାରଂପରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା-ଭିକି

kalikesh

ମୁମ୍ବାଇ : ରାଜସ୍ଥାନ ସଓ୍ୱାଇ ମାଧୋପୁରର ସିକ୍ସ ସେନ୍ସେସ୍ ଫୋର୍ଟ ବର୍ଓ୍ୱାଡ଼ା ଠାରେ ଆସନ୍ତା ୯ ତାରିଖରେ ପାରଂପରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ ଷ୍ଟାର୍ ଯୋଡ଼ି- କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ । ୭ରୁ ୯ ତାରିଖ ଯାଏଁ ରାଜକୀୟ ଅନ୍ଦାଜରେ ଚାଲିବ ଉତ୍ସବ । ସେଥିପାଇଁ ୬ରୁ ୧୧ ତାରିଖ ଯାଏଁ ବୁକ୍ ହୋଇସାରିଛି ପୁରା ଭେନ୍ୟୁ । ହୋଟେଲ୍ ବାହାରେ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବାକୁ ଏବଂ ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବାକୁ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

pp
Leave A Reply

Your email address will not be published.

19 + nineteen =