pakka

ସଲମାନ-କ୍ୟାଟ୍ରିନାଙ୍କ ‘ଟାଇଗର ୩’ ସୁଟିଂ ପୁଣି ଆରମ୍ଭ କରିବେ, ଶେଷ ହେବ ଆଉଟ୍‌ ଡେ଼ାର୍‌ ସୁଟ୍

ମୁମ୍ବାଇ : ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଏହି ଶନିବାର ଠାରୁ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ‘ଟାଇଗର ୩’ର ସୁଟିଂ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରର ଶେଷ ଆଉଟ୍‌ ଡେ଼ାର୍‌ ସୁଟ୍ ଫେବୃଆରୀ ୧୪ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଏବଂ ଏହି କାର୍ଯ୍ୟସୂଚୀର ସୁଟିଂ ସହିତ ‘ଟାଇଗର ୩’ ଚଳଚ୍ଚିତ୍ରର ସୁଟିଂ ଶେଷ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

9 − 6 =