pakka

କରୋନାର ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ବିପଦଜନକ ହେବ ନାହିଁ : ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ : କୋଭିଡ -୧୯ର ତୃତୀୟ ତରଙ୍ଗକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ତୃତୀୟ ତରଙ୍ଗ ପିଲାମାନଙ୍କୁ ପ୍ରଭାବିତ କରିବ ବୋଲି କୌଣସି ପ୍ରମାଣ ନାହିଁ ବୋଲି ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଦୁନିଆର କୌଣସି ସର୍ଭେରୁ ଏଭଳି ଘଟଣା ବାହାରି ନାହିଁ । ତୃତୀୟ ତରଙ୍ଗ କେବେ ଆସିବ କିମ୍ବା ଏହା ପିଲାମାନଙ୍କ ଉପରେ କି ପ୍ରଭାବ ପକାଇବ ଓ ପିଲାମାନେ ଅଧିକ ପ୍ରଭାବିତ ହେବେ ସେ ସମ୍ବନ୍ଧରେ କୌଣସି ବିଶ୍ୱସ୍ତରୀୟ ତଥ୍ୟ ନାହିଁ । ଏହାର କୌଣସି ପ୍ରମାଣ ନାହିଁ । ବର୍ତ୍ତମାନ ପର୍ୟ୍ୟନ୍ତ ଦୁନିଆରେ କୌଣସି ତଥ୍ୟ ନାହିଁ ଯେ, ପିଲାମାନଙ୍କର ଗୁରୁତର ସଂକ୍ରମଣ ରହିଛି ।

Leave A Reply

Your email address will not be published.

19 + 16 =