Browsing Category

ଭଲ ଖବର

କରୋନାରେ ଘରେ ସୁସ୍ଥ ହେଇଥିବା ଜଣେ କରୋନା ବିଜୟୀଙ୍କ କଥା

କଳାହାଣ୍ଡି, (ହେମନ୍ତ ସାହୁ) : ଏବେ ସାରା ବିଶ୍ୱ କରୋନାର କବଳରେ । ଭାରତରେ ଦିନକୁ ଲକ୍ଷାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ନଜରକୁ ଆସୁଥିବାବେଳେ ଓଡ଼ିଶାରେ ପାଖାପାଖି ଆଠହଜାର ସଂକ୍ରମିତ ପ୍ରତିଦିନ । କରୋନା ଆକ୍ରାନ୍ତଙ୍କ ଅବସ୍ଥାକୁ ଦେଖି ଘରେ ପୃଥକବାସରେ ରହି ଚିକିତ୍ସା ପାଇଁ ପରାମର୍ଶ
Read More...

ଚାରପାଲି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବାଜୀରାଉତ କ୍ଳବ ଆନୁକୁଲ୍ୟରେ କୋଭିଡ୍‌-୧୯ ଗାଇଡ ଲାଇନ ପାଳନ କରି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଜୀରାଉତ କ୍ଳବ ସଦସ୍ୟ ବୃନ୍ଦ ହାତରେ ସାନିଟାଇଜର ଓ ମାସ୍କ ଧରି ଗ୍ରାମର ପ୍ରତ୍ୟେକ ଘରକୁ
Read More...

ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କଲେ ସମାଜସେବୀ ପ୍ରତାପ ସାହୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାମାରୀ କରୋନାର ଦ୍ୱିତୀୟ ଲହରରେ ଲୋକମାନେ ଏକପ୍ରକାର ତ୍ରାହି ତ୍ରାହି ଡାକୁଥିବା ବେଳେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଳି ଯାଇଛି । ପେଟକୁ ମୁଠାଏ ଦାନା ପାଇଁ ଡହଳ ବିକଳ ହେଉଛନ୍ତି ଗରିବ ନିରାଶ୍ରୟ ଲୋକମାନେ । ଏଥିରେ ପକ୍ଷୀମାନେ ବି ବାଦ୍‌
Read More...

ଆଜିଠୁ ବରଗଡ଼ ସହରରେ ଗଡିବ ସଂକଳ୍ପ ରଥ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନାର ଦ୍ବିତୀୟ ଲହରୀ ବର୍ତ୍ତମାନ ଦିନକୁ ଦିନ ତାର କାୟା ବିସ୍ତାର କରୁଥିବା ବେଳେ ବରଗଡ଼ ସହରରେ ମଧ୍ୟ ବେଶ ମାତ୍ରାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଣୁ ଜରୁରୀକାଳୀନ ସମୟରେ ଲୋକଙ୍କୁ ଚିକତ୍ସାଲୟକୁ ପହଞ୍ଚାଇବା ପାଇଁ ଆଜିଠୁଁ ବରଗଡ଼ ସହରରେ ଆରମ୍ଭ
Read More...

ଏବେ ବି ମାନବିକତା ବଞ୍ଚିଛି

କଣ୍ଟାବାଞ୍ଜି, (କୈଳାଶ ସଗ୍ରିିଆ) : କରୋନାର ଦ୍ୱିତୀୟ ଲହରର ଦୟନୀୟ ଅବସ୍ଥାରେ ମଧ୍ୟ ମାନବିକତାର ପରିଚୟ ପ୍ରଦାନ କରିଛନ୍ତି କଣ୍ଟାବାଞ୍ଜିର ରକ୍ତଦାତା ଗଣ । କଣ୍ଟାବାଞ୍ଜି ଡାକ୍ତରଖାନାକୁ ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକଙ୍କ ପାଇଁ ରକ୍ତ ଦରକାର ପଡୁଛି । ରକ୍ତର
Read More...

ମନ୍ତ୍ରୀ ସୁଶାନ୍ତ ସିଂଙ୍କର ପ୍ରଶଂସନୀୟ ପଦକ୍ଷେପ : କରୋନା ସଂକ୍ରମିତଙ୍କୁ ନିଜେ ଆମ୍ବୁଲାନ୍ସ ଡ୍ରାଇଭିଙ୍ଗ୍‌ କରି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦେଖିବାକୁ ମିଳିଛି ମନ୍ତ୍ରୀ ସୁଶାନ୍ତ ସିଂଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ, ଯାହା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ସୋହେଲା ବ୍ଲକର ତବଡା ଗ୍ରାମରୁ ଜଣେ ବ୍ୟକ୍ତି ଫୋନ କରି ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ
Read More...

ବିଶ୍ୱ ଧରିତ୍ରୀ ଦିବସରେ ବଟ ବୃକ୍ଷ ଲଗାଇଲେ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବିଶ୍ୱ ଧରିତ୍ରୀ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଲକଣା ଗ୍ରାମର ପରିବେଶବିତ ତଥା ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ଯୁବ ଆଇନଜୀବୀ ହୃଷୀକେଶ ପାଢ଼ୀ ନିଜ ଗ୍ରାମ ବଡ଼ପୋଖରୀ ହୁଡାରେ ବଟବୃକ୍ଷ
Read More...

ଏବେ ବି ବଞ୍ଚିଛି ମାନବିକତା

କଂଟାବାଂଜି , (କୈଳାଶ ସଗ୍ରିଆ) : ବର୍ତ୍ତମାନ ସାରା ବିଶ୍ୱକୁ କରୋନାର ଦ୍ୱିତୀୟ ଲହରୀ ଗ୍ରାସ କରିଥିବା ବେଳେ ପରିସ୍ଥିତି ଅସମ୍ଭାଳ ହେଲାଣି । ଏହି ଭଳି ପରିସ୍ଥିତିରେ ରକ୍ତର ମଧ୍ୟ ମହା ସଙ୍କଟ ଦେଖାଦେଇଛି ।ଇତିମଧ୍ୟରେ ତୁରେକେଲା ଗ୍ରାମର ୧୪ବର୍ଷର ବାଳକ ସୁମିତ ପୁଟେଲ ସିକ୍‌ଲିଙ୍ଗ ରୋଗୀ
Read More...

କିଡନୀ ରୋଗ ପ୍ରଭାବିତ ଚନ୍ଦ୍ରଶେଖରପୁର ଗାଁରେ ଆଶାର କିରଣ : ବାଦାନ୍ୟଙ୍କ ସହାୟତାରେ ଲାଗିଲା କମ୍ୟୁନିଟି ଅକ୍ୱାଗାର୍ଡ

ପ୍ରଶାସନର ପ୍ରତିଶ୍ରୁତି ସାବ୍ୟସ୍ତ ହେଲା ଧୂଆଁବାଣବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସବୁଠାରୁ ଅଧିକ କିଡନୀ ରୋଗ ପ୍ରଭାବିତ ଗ୍ରାମ ମଧ୍ୟରୁ ଅନ୍ୟତମ ଗ୍ରାମ ଭାବେ ଜଣାଶୁଣା ଚନ୍ଦ୍ରଶେଖର ପୁର ଗ୍ରାମବାସୀଙ୍କ ପ୍ରଚେଷ୍ଟା ଓ ବାଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ରବିବାର
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ଦୀପା : ଅଗ୍ନିଶମ ଏବଂ ପୋଲିସ ବିଭାଗ ସହାୟତାରେ ବୃଦ୍ଧାଶ୍ରମରେ ଥଇଥାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ ଥଇଥାନ କରି ଲୋକଙ୍କ ପ୍ରିୟଭାଜନ ହୋଇଛନ୍ତି ପାଇକମାଲ ଅଂଚଳର ଟ୍ୱିଟର ଗାର୍ଲ ଭାବେ ପରିଚିତ ଟେମରି ଗ୍ରାମର ସମାଜିକ କର୍ମୀ ଦୀପା ବାରିକ । ଆଜି ନିଜ ଭାଇର ବାହାଘର ପାଇଁ ପଦ୍ମପୁରକୁ ଯାଇଥିବା ଦୀପା
Read More...