Monthly Archives

September 2022

ପେଟ୍ରୋଲିଂ ସମୟରେ ଡେଲି ମାକେର୍ଟରୁ ଜଣେ ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର କଲା ବଲାଙ୍ଗିର ଟାଉନ ପୋଲିସ : ଏସ୍‌ପି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୋଲିସକୁ ଏସ୍‌ପି ନିତିନ କୁଶଲକର ପ୍ରଶଂସା କରିଛନ୍ତି । ବଲାଙ୍ଗିର ଟାଉନ ପୋଲିସ ଦଶହରା ପାଇଁ ସଜାଗ ହୋଇ ଯେମିତି କିଛି ସମସ୍ୟା ନ ଘଟେ । ଏଥିପାଇଁ ସହର ସାରା ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛି । ତେବେ ପେଟ୍ରୋଲିଂ ସମୟରେ ଟାଉନ
Read More...

ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ହେଭି ହର୍ଣ୍ଣ ଯୋଗୁଁ ୫ଟି ଭାରି ଯାନକୁ ଅଟକ ରଖିଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସହରରେ ଜନସଂଖ୍ୟା ବଢି ବଢି ଚାଲିଥିବା ବେଳେ ଦୁର୍ଘଟଣା ମଧ୍ୟ ବଢି ବଢି ଚାଲିଛି । ଏହାର କାରଣ ହେଉଛି ବେପାରୁଆ ଗାଡି ଚାଳନା ସହ ହେଭି ହର୍ଣ୍ଣ ବଜାଇବା । ତେବେ ଏଥିପ୍ରତି ବଲାଙ୍ଗିର ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଇଥିବା ବେଳେ ଆଜି ବଲାଙ୍ଗିର
Read More...

ପଦ୍ମପୁର ବନଦୁର୍ଗା ଦେବୀଙ୍କ ସ୍କନ୍ଦମାତା ବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଆଜି ବନଦୁର୍ଗା ଦେବୀ ସ୍କନ୍ଦମାତା ବେଶରେ ଦର୍ଶନ ଦେଇଥିଲେ । ଦେବୀଙ୍କୁ ସ୍କନ୍ଦମାତା ବେଶରେ ଦର୍ଶନ ପାଇଁ ମନ୍ଦିର ଆଗରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତ ମାନେ ପୂଜା ସାମଗ୍ରୀ ସହିତ ଲମ୍ବା ଧାଡିରେ ଛିଡା
Read More...

ଅର୍ଦ୍ଧ ନିର୍ମିତ ଜୀରା ନଦୀ ପୋଲ ସଂପୂର୍ଣ୍ଣ ଦାବୀରେ ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରା ନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି । ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୦ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ
Read More...

ବନ୍ଦ ପଡିଥିବା ବିଜୟାନନ୍ଦ ସମବାୟ ଚିନିକଳ କାର୍ଯ୍ୟକ୍ଷମକୁ ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ୍ଦ ପଡିଥିବା ବିଜୟାନନ୍ଦ ସମବାୟ ଚିନିକଳ କାର୍ଯ୍ୟକ୍ଷମକୁ ନେଇ ବିଭିନ୍ନ ରାଜନୈନିକ ସଂଗଠନ ହେଉକି ସାଧାରଣ ଜନତା ସମସ୍ତେ ମିଶି ସରକାରଙ୍କ ନିକଟରେ ଆନ୍ଦୋଳନ କରିଥିବା ବେଳେ ଆଜି ଜିଲ୍ଲାର ୧୫ଟି ସଂଗଠନର କର୍ମମର୍ତ୍ତାମାନେ ଏହାକୁ ନେଇ ଜିଲ୍ଲାପାଳଙ୍କୁ ଏକ
Read More...

ବଲାଙ୍ଗିର ଜିଲ୍ଲାର ୩୧୭ ପଞ୍ଚାୟତରେ ବାଳସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ବିରୋଧ ତଥା କିଶୋର ସଶକ୍ତିକରଣ ଟାକ୍ସଫୋର୍ସ ବଲାଙ୍ଗିର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲାର ୩୧୭ଟି ଯାକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ
Read More...

୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

ରାୟଗଡ଼ା : ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୁମ୍‌ଧାମ୍‌ରେ ପାଳନ ହେବ । ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି । କରୋନା ଯୋଗୁଁ ୨ ବର୍ଷ ପରେ ପୂଜା ଅନୁଷ୍ଠିତ ହେଉଥିବାରୁ ସହର ଏବେ ଚଳଚଞ୍ଚଳ । ମା'ଙ୍କୁ ସ୍ୱାଗତ କରିବାକୁ ସହରବାସୀ ଉତ୍କଣ୍ଠାର
Read More...

ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ସମ୍ମିଳନୀ କକ୍ଷଠାରେ "ଶିଶୁ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଶଙ୍କର କେରକେଟା, ସିଡିପିଓ ଜ୍ୟୋତିର୍ମୟୀ ନାଏକ, ଏବିଇଓ ଆଦିତ୍ୟ କୁମାର ବନଛୋର, ଜିପିଇଓ ସୋଭାଗ୍ୟ ପଧାନ,
Read More...

ଗୋଡଫୁଲା ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ୨ ଭାଲୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁରେ ୨ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଫଳରେ ଗାଁ ଲୋକେ ଭୟରେ ଦିନ ତମାମ କବାଟ ବନ୍ଦ କରି ରହିଥିଲେ । କୌଣସି ଧନ ଜୀବନ କ୍ଷତି ହୋଇ ନ ଥିବା ବେଳେ ଗାଁରେ ଭୟର ବାତାବରଣ ଦେଖାଦେଇଛି । ସୂଚନା ଅନୁସାରେ ଗୋଡଫୁଲା ଗାଁକୁ ମା' ଓ
Read More...

ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା : ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗ୍ରାହକ
Read More...