Daily Archives

ଫମ୍ପା ଯୋଜନାରେ ଲୋକଙ୍କ ବିକାଶ ହୁଏ ନାହିଁ : ସମରେନ୍ଦ୍ର

ସ୍କୁଲରେ ଶିକ୍ଷକ ଏବଂ ରୋଜଗାର ପାଇଁ କଳ କାରଖାନା ବସାଇବ କଂଗ୍ରେସ ବଲାଙ୍ଗିର, (କେପିଏନ୍‌ଏସ୍‌) : ଫମ୍ପା ଯୋଜନାରେ ଲୋକଙ୍କ ବିକାଶ ହୁଏ ନାହିଁ ବୋଲି କହିଛନ୍ତି ସମରେନ୍ଦ୍ର । ସେ ଆହୁରି କହିଛନ୍ତି ଯେ, ରାଜ୍ୟର ବିଜେଡି ସରକାର କେବଳ ନିର୍ବାଚନ ଆସିଲେ ମାଳ ମାଳ ଯୋଜନା ଘୋଷଣା କରି
Read More...

ପ୍ରଚାରରେ କମ୍ପୁଛି ଗାଁରୁ ସହର : ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମେ ୨୦ ତାରିଖରେ ହେବାକୁ ଥିବା ମତଦାନ ପାଇଁ ଜୋର୍‌ଦାର୍‌ ଚାଲିଛି ପ୍ରଚାର । ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ମାନଙ୍କ
Read More...

ବଲାଙ୍ଗିର ବିଜେଡ଼ି ପକ୍ଷରୁ ବାଇକ୍‌ ରାଲି ସହ ପଥପ୍ରାନ୍ତ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ । ଏତିକି ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଶୀର୍ଷରେ ପହଂଚିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ସଂଧ୍ୟାରେ ବିଜେଡ଼ିର ବଳିଷ୍ଠ ସଦସ୍ୟ ବିଧୁଭୂଷଣ ତ୍ରିପାଠୀଙ୍କ ନେତୃତ୍ୱରେ ପେଲେସ୍‌ରୁ ଏକ ବିରାଟ୍‌ ବାଇକ୍‌ ରାଲି ବାହାରି ସହର
Read More...

ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ

ପୁରୀ : ବିଜେପି ଛାଡ଼ିଲେ ରମାରଞ୍ଜନ ବଳିୟାରସିଂହ । ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେଇଛନ୍ତି । ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । ରମା ବଳିଆରସିଂହ
Read More...

ସଇଁତଲାରେ ୫ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ନିର୍ବାଚନୀ ପ୍ରଚାର : ଶକ୍ତି ପଦର୍ଶନ କରି ବିଜେପିକୁ ଟାର୍ଗେଟ କଲେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ସଇଁତଲା ଠାରେ ବିଜୁ ଜନତା ଦଳ ଆଜି ତାର ଶକ୍ତି ପ୍ରଦର୍ଶନ କରିଥିଲା । ଆଗକୁ ନିର୍ବାଚନ ଅଛି । ତାପମାତ୍ରା ଯେତେ ବଢ଼ିବାରେ ଚାଲିଛି ନିର୍ବାଚନର ମଧ୍ୟ ଶରଗରମ ବଢ଼ିବାରେ ଚାଲିଛି । ଆଜି ସଇଁତଲା ଠାରେ ୫ଟି
Read More...

ଶୂନ୍ୟ ପକ୍ଷପାତିତା ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ

୧୦- ବଲାଙ୍ଗିର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ.ଏ.ଏସ୍‌ଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପରିଚାଳନା ଓ ସମ୍ବେଦନଶୀଳ ବୁଥ୍‌ର ସମୀକ୍ଷା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୧୦- ବଲାଙ୍ଗିର ଲୋକସଭା
Read More...

ପ୍ରଥମ ୪ଟି ପର୍ଯ୍ୟାୟରେ ୬୬.୯୫% ମତଦାନ

ଏପର୍ଯ୍ୟନ୍ତ ଭୋଟ୍ ଦେଇଛନ୍ତି ୪୫୧ ନିୟୁତ ଲୋକଆଗାମୀ ପର୍ଯ୍ୟାୟଗୁଡ଼ିକରେ ମତଦାତାଙ୍କୁ ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଆୟୋଗଙ୍କ ଆହ୍ୱାନଅବଶିଷ୍ଟ ୩ଟି ପର୍ଯ୍ୟାୟରେ ମତଦାତାଙ୍କୁ ସୂଚନା, ପ୍ରେରଣା ଓ ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି, ଏ ଦିଗରେ ପଦକ୍ଷେପ ନେବାକୁ ସିଇଓଙ୍କୁ
Read More...

ପ୍ରଚଣ୍ଡ ଖରାରେ କୁଲୁତା ସମାଜ କଲା ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାଲେପାଲି ଗ୍ରାମର ରୁପା ଭୋଇ ଡେଲିଭରି ୱାର୍ଡରେ ଚିକିତ୍ସୀତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ସିନ୍ଦୁରବାହାଲ ଗ୍ରାମର ରେଖା ପ୍ରଧାନ ଅସୁସ୍ଥ ହୋଇ ହସ୍‌ପିଟାଲ୍‌ରେ ଚିକିତ୍ସୀତ ହେଉଛନ୍ତି । ପ୍ରଚଣ୍ଡ ଖରା ସମୟରେ ଲୋକେ
Read More...

ଜଳସେଚନରୁ ବଂଚିତ ଲୋଇସିଂହା ଓ ଆଗଲପୁର ମିଳିତ କୃଷକ ସଂଘର୍ଷ ସମିତି ଆନୁକୁଲ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଓ ଲୋଇସିଂହା ବ୍ଲକ ମିଳିତ କୃଷକ ସଂଘର୍ଷ ସମିତି ଆନୁକୁଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କୁ ନେଇ ମାନସ ବିହାର ରୁଗୁଡିଖାଲ ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କୃଷକ ସଂଘର୍ଷ
Read More...

ଜିଲ୍ଲାରେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲାଟ୍‌ ଭୋଟିଂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ଆରମ୍ଭ ହୋଇଛି ପୋଷ୍ଟାଲ୍‌ ବାଲାଟ୍‌ ଭୋଟିଂ । ନିର୍ବାଚନ ସମୟରେ ଜରୁରୀ ସେବାରେ ନିୟୋଜିତ ବିଭିନ୍ନ ବର୍ଗର କର୍ମଚାରୀ ପୋଷ୍ଟାଲ୍‌ ବାଲାଟ୍‌ରେ ଭୋଟ୍‌ ଦେଉଛନ୍ତି । ଗଣମାଧ୍ୟମ, ଅଗ୍ନିସେବା, ପରିବହନ, ବିଦ୍ୟୁତ୍‌ ସେବାରେ ନିୟୋଜିତ କର୍ମଚାରୀମାନେ
Read More...