Daily Archives

ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସିବିଏସ୍‌ଇ ଦଶମ ଓ ଦ୍ୱାଦଶର ଫଳାଫଳ ଶତ ପ୍ରତିଶତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି । ବିଦ୍ୟାଳୟରେ ପରିକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହିତ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି ଦଶମ ଶ୍ରେଣୀର ୧୦୫ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ସମସ୍ତେ ପାସ୍ ହୋଇଥିବା
Read More...

ସଙ୍ଗୀତା ଓ କନକଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଲେ ରାଜସ୍ଥାନ ଉଦୟପୁର ରାଜକୁମାର ଲକ୍ଷରାଜ ସିଂ ମେୱାର ଓ ନିବୃତ୍ତି ସିଂ…

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଦୀର୍ଘ ୨୫ ବର୍ଷ ଧରି ବିଜେପିର ଗଡ଼ ଥିବାବେଳେ ଗତ ୨୦୧୯ ନିର୍ବାଚନରେ ଗଡ଼ଭେଦ କରିବାରେ ସକ୍ଷମ ହୋଇଥିଲା ବିଜେଡି । ବିଜେପି ସେହି ଗଡ଼କୁ ଫେରାଇ ଆଣିବା ପାଇଁ ଜୋର୍‌ଦାର୍‌ ପ୍ରୟାସ ଜାରି ରଖିଥିବା ବେଳେ ପ୍ରଚାର ମୈଦାନକୁ
Read More...

ଗାଁ ଗାଁରେ ସରୋଜଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ବ୍ଲକ୍‌ କୁତ୍‌ମୁଣ୍ଡା, ଭଇଁସା ସହ ବେଲପଡ଼ା ବ୍ଲକ୍‌ର ମାଲିଝର ଆଦି ଗ୍ରାମରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା ବେଳେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି ଜନସାଧାରଣ । ଗାଁ ଗାଁରେ ହରିବୋଲ
Read More...

ବିକାଶ ପ୍ରକ୍ରିୟା ଜାରି ରଖିବା ପାଇଁ ହାତ ଚିହ୍ନରେ ଭୋଟ ଦିଅନ୍ତୁ : ସମରେନ୍ଦ୍ର

ଦୂରଦୃଷ୍ଟିହୀନ ନେତାଙ୍କ ହାତରେ ଅଂଚଳର ବିକାଶ ହୁଏ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକାଶ ପ୍ରକ୍ରିୟା ଜାରି ରଖିବା ପାଇଁ ହାତ ଚିହ୍ନରେ ଭୋଟ ଦିଅନ୍ତୁ କହିଛନ୍ତି ସମରେନ୍ଦ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୂରଦୃଷ୍ଟିହୀନ ନେତାଙ୍କ ହାତରେ ଅଂଚଳର ବିକାଶ ହୁଏ ନାହିଁ । ଅଂଚଳର
Read More...

ଚେକିଂ ବେଳେ କାର୍‌ରୁ ୧୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ବୌଦ୍ଧ : ବର୍ତ୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ କାର୍‌ରୁ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା । ଏହି ସମୟରେ ଏକ କାର୍‌ରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।
Read More...

ଦିଲ୍ଲୀପ ରାୟଙ୍କ ପାଇଁ ମାରାଥନ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ନିର୍ବାଚନ ପାଇଁ ଏକ ସପ୍ତାହରୁ କମ୍ ସମୟ ଥିବାବେଳେ ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ତାଙ୍କ ସମର୍ଥକ ମାନେ ନିର୍ବାଚନ ପ୍ରଚାରକୁ ଜୋର୍‌ଦାର୍‌ କରିଛନ୍ତି । ଏହି ପ୍ରଚାର କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚ ତରଫରୁ
Read More...

ଚାଷୀଙ୍କୁ ଜଣାନାହିିଁ : ମୁଣ୍ଡ ଉପରେ ଅସମ୍ଭାଳ ଋଣ ବୋଝ

ପାଟଣାଗଡ, (ଅଶୋକ କୁମାର ବାଗ) : ଚାଷୀଙ୍କୁ ଜଣାନାହିିଁ, ଦେଖିଲା ବେଳକୁ ତାଙ୍କ ମୁଣ୍ଡ ଉପରେ ଅସମ୍ଭାଳ ଋଣ ବୋଝ । ଋଣ ଖାତାରେ ଟମାଟୋ ଚାଷ ଦର୍ଶାଇ ଖାଇଗଲେ ଟଙ୍କା । ପାଟଣାଗଡ ବ୍ଲକ୍‌ ଗଙ୍ଗାସାଗର ଗ୍ରାମ ପଞ୍ଚାୟତ ସିଲେଟପଡା ଗାଁର ମନବୋଧ ମେହେରଙ୍କ ପାସବୁକ୍‌ରେ ଟମାଟୋ ଚାଷ ଦର୍ଶାଇ ୧, ୮୬,
Read More...

ହାପି ମୋମେଣ୍ଟସ୍‌ ତରଫରୁ ମାତୃ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ତରଫରୁ ମାତୃ ଦିବସ ସ୍ଥାନୀୟ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱ ତଥା ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

କଣ୍ଟାବାଞ୍ଜି ବନବିଭାଗ ଦ୍ଵାରା ୪୦ କ୍ଵିଣ୍ଟାଲ ଜାଳେଣୀ ଖଇର କାଠ ବୋଝେଇ ଏକ ଟ୍ରକ୍ ଓ ପିକ୍‌ଅପ୍ ସହ ଏକ ମୋଟର ସାଇକଲ୍‌…

ଗାଡି ଡ୍ରାଇଭର୍‌ ସହ ମାଲିକ ଫେରାର କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧୁମସୁ ଗ୍ରାମ ନିକଟରେ ରବିବାର ରାତିରେ ଏକ ଟ୍ରକ୍ ଓ ପିକ୍‌ଅପ୍ ଗାଡିରେ ୪୦କ୍ଵିଣ୍ଟାଲ ବେଆଇନ୍‌ ଭାବେ ଲକ୍ଷଧିକ ଟଙ୍କାର କାଠ ଚୋରା ଚାଲାଣ ହେଉଥିଲା । କଣ୍ଟାବାଞ୍ଜି
Read More...

ଦେଓଗାଁ ଓ ସଦର ବ୍ଲକ୍‌ର ବୈଷ୍ଣବ ସମାଜର ୨୦ରୁ ଅଧିକ ବ୍ୟକ୍ତି ବିଜେଡିରେ ସାମିଲ ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ଓ ବଲାଙ୍ଗିର ବ୍ଲକ୍‌ର ୨୦ରୁ ଅଧିକ ବ୍ୟକ୍ତି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ଲଳିତ ମୋହନ ମିଶ୍ର, ଅବସର ସବ୍‌ଇନ୍ସପେକ୍ଟର୍‌, ଅବକାରୀ ଓ ଅନ୍ତର୍ଯ୍ୟାମୀ ନାୟକ, ପୂର୍ବତନ
Read More...