Daily Archives

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ପାଠଚକ୍ର ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପକ୍ଷରୁ ଏକ ପାଠଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବାଣିଜ୍ୟ ବିଭାଗ ସଂକ୍ରାନ୍ତୀୟ ପାଠଚକ୍ର ଅନୁଷ୍ଠିତ
Read More...

ବଲାଙ୍ଗିର ଶାନ୍ତିପଡ଼ାରେ କଳିକେଶଙ୍କ ମାରାଥନ୍‌ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାରାଥନ୍‌ ପ୍ରଚାରରେ ବାହାରିଛନ୍ତି ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ଶହ ଶହ ବିଜେଡ଼ି ନେତା କର୍ମକର୍ତ୍ତାଙ୍କୁ ନେଇ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ବୁଲି ବିଜେଡ଼ି ସାଂସଦ ପ୍ରାର୍ଥୀଙ୍କ ସହ ନିଜ ପାଇଁ ଜନ
Read More...

ବୌଦ୍ଧରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ନାମାଙ୍କନ ପତ୍ର ଦାଖଲ କଲେ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ପ୍ରାର୍ଥୀ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ବୌଦ୍ଧ ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ କଂଗ୍ରେସ ତରଫରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ବିଧାନସଭାର ୮୬ତମ ଆସନ ପାଇଁ ବୌଦ୍ଧ ଜିଲ୍ଲାର ବଶିଷ୍ଠ ଆଇନଜୀବୀ ତଥା ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ
Read More...

ବଲାଙ୍ଗିର କଂଗ୍ରେସ ଭବନରେ ମିଶ୍ରଣ ପର୍ବ ଅନୁଷ୍ଠିତ : ଯୋଗଦେଲେ ଶତାଧିକ ବିଜେଡି, ବିଜେପି ନେତା ଓ କର୍ମୀ

ନରସିଂହଙ୍କ ଲୋକପ୍ରିୟତା ଓ ସମରେନ୍ଦ୍ରଙ୍କ ଦକ୍ଷତାରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଜିଲ୍ଲା କଂଗ୍ରେସ ଭବନଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ ବଲାଙ୍ଗିର ନିର୍ବାଚନ
Read More...

ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଶ୍ରୁର ସାଥିମାନେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରିଥିଲେ । ଏହି ଅବସରରେ ଜିଲ୍ଲା ହସ୍ପିଟାଲ୍‌ ଗେଟ୍‌ ସାମ୍ନାରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଓ ପଥଚାରୀମାନଙ୍କୁ ଦହି, ସର୍‌ବତ୍‌ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ
Read More...

ଓଡିଶା ଷ୍ଟେଟ୍‌ ଉଷୁ ଟ୍ରେନିଂ କ୍ୟାମ୍ପ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଷ୍ଟେଟ୍‌ ଉଷୁ ଟ୍ରେନିଂ କ୍ୟାମ୍ପ ସଫଳତା ସହିତ ଉଦ୍‌ଯାପିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିର ଠାରେ ଗତ ୨୧ ଏପ୍ରିଲଠାରୁ ୧ ମେ (୧୦ ଦିନ) ପର୍ଯ୍ୟନ୍ତ ଜାଲିଥିବା ଏହି ଉଷୁ ମର୍ସଲ ଆର୍ଟ୍ସ ଟ୍ରେନିଂ କ୍ୟାମ୍ପ ଆଜି ଶେଷ ଦିବସରେ ମୁଖ୍ୟ ଅତିଥି
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ମାସିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରି କମିଟିର କାର୍ଯ୍ୟକାରୀ କମିଟିର ମାସିକ ବୈଠକ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ରେଲ ଉପଭୋକ୍ତ ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ଶ୍ରୀକର ମିଶ୍ର ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ପରେ
Read More...

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ । ଖଣ୍ଡପଡ଼ା ବିଧାନସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ ଅନୁଭବ । ତେବେ ଦଳ ତାଙ୍କୁ ଟିକେଟ୍ ନ ଦେଇ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍‌ ଦେଇଛି । ଯାହାଫଳରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି
Read More...

ସମରେନ୍ଦ୍ର ଦାଖଲ କଲେ ପ୍ରାର୍ଥୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଶୋଭାଯାତ୍ରାରେ ଆଜି ବଲାଙ୍ଗିର ସହର ଭିତରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ପିଆର୍‌ ହାଇସ୍କୁଲ ଷ୍ଟାଡ଼ିଅମ୍‌ ନିକଟରେ ଥିବା ଜାତିର ପିତା ମହତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
Read More...

ଡେଲାଙ୍ଗ ବ୍ଲକ୍‌ କାର୍ଯ୍ୟାଳୟ ସମୁଖରେ ଜେନାପୁର ପଂଚାୟତରେ ୩ ଦଫା ଦାବି ନେଇ ଗଣଧାରଣା : ଏବିଡ଼ିଓଙ୍କୁ ଦାବିପତ୍ର…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍‌ କାର୍ଯ୍ୟାଳୟ ସମୁଖରେ ଗଣଧାରଣା ଦେଲେ ଡେଲାଙ୍ଗ ବ୍ଲକ୍‌ ନିକଟସ୍ଥ ଜେନାପୁର ଗ୍ରାମପଂଚାୟତର ସାଦପଡ଼ା ଅନୁସୂଚିତ ସାହିର ବାସିନ୍ଦାମାନେ ସାହିରେ ମା' ମଙ୍ଗଳା କମ୍ୟୁନିଟି ହଲ୍‌ ନିର୍ମାଣ ପାଇଁ ୧୫୦୦୦୦୦ ଟଙ୍କା ମଞ୍ଜୁରୀ ହୋଇଥିବା
Read More...
error: Content is protected !!