Daily Archives

ବ୍ୟକ୍ତିଗତ ଭାବେ ଗଞ୍ଜାମ ମାଟି ପାଇଁ ମୁଁ ଲଢ଼ିବି : ଭି. କେ. ପାଣ୍ଡିୟାନ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୋଟ୍ ପ୍ରଚାରରେ ଆସି ଫାଇଭ୍ - ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିୟାନ୍‌ ଛତ୍ରପୁର ନିର୍ବାଚନ ମଣ୍ଡଳୀ ତରଫରୁ ଆୟୋଜିତ ବିଜୁ ଜନତା ଦଳର ବିଶାଳ ସମାବେଶରେ ଯୋଗଦେଇଥିଲେ ଏବଂ ଜନତାଙ୍କୁ ବିକାଶର ଧାରା ଉପରେ ଉଦ୍‌ବୋଧନ ଦେଇଥିଲେ । ବୁଧବାର ଅପରାହ୍ନରେ
Read More...

ଛତ୍ରପୁର ବାଇପାସ୍ ନିକଟରେ ସଡ଼କ ଦୁର୍ଘଟଣା : ୨ ମୃତ, ୩ ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବାଇପାସ୍ ନିକଟରେ ସଡ଼କ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ତିନି ଜଣଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇ ବ୍ରହ୍ମପୁର ବଡ଼
Read More...

ହଳଦୀ ଛକରୁ ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ବାଇକ ଆରୋହୀଙ୍କ ଠାରୁ ୪ ଲକ୍ଷ ୨୬ ହଜାର ଟଙ୍କା ନଗଦ ଅର୍ଥ ଜବତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥର ବ୍ୟସ୍ତବହୁଳ ହଳଦୀ ଛକରୁ ମୁରିବାହାଲ ଥାନା ପୁଲିସ ଓ ଫ୍ଲାଇଂ ସ୍କ୍ୱାର୍ଡ ଦ୍ୱାରା ନୂଆପଡ଼ା ଜିଲ୍ଲାର ଜଣେ ବାଇକ ଆରୋହୀଙ୍କ ଠାରୁ ୪ ଲକ୍ଷ ୨୬ ହଜାର ଟଙ୍କାର ନଗଦ ଅର୍ଥ ଜବତ ହୋଇଛି ।
Read More...

ଘରୋଇ କଳହର କୁପରିଣତି : ବାପ ଓ ପୁଅ ହଣାହଣି

ଭଦ୍ରକ : ବନ୍ତ ଘରୋଇ କଳହକୁ ନେଇ ବାପ ଓ ପୁଅ ହଣାହଣି । ଏଥିରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ହୋଇଛି । ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗାଁରେ ଏହି ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ଶଙ୍କର୍ଷଣ ବାରିକ । ବନ୍ତଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ଗାଁରେ ମାଧବ
Read More...

ନାମାଙ୍କନ ପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ପ୍ରଭୁ ନୃସିଂହନାଥ, ମା' ସମଲେଶ୍ଵରୀ ଓ ମା' ବିନ୍ଧ୍ୟବାସିନୀଙ୍କ ଆଶିର୍ବାଦ ନେଇ ବାହାରିବା ପରେ ତଥା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଜନସାଧାରଣଙ୍କ ଆଶୀର୍ବାଦ, ସ୍ନେହ ଓ ଜନସାଧାରଣଙ୍କ ଭଲପାଇବାକୁ ଆଧାର କରି ଆଜି ବରଗଡ଼ ଲୋକସଭା କ୍ଷେତ୍ରରୁ
Read More...

ନଦୀକୁ ଡେଇଁ ନାବାଳକ ନିଖୋଜ

ଜଗତସିଂହପୁର : ପୋଲ ଉପରେ ମୋବାଇଲ ଓ ପ୍ୟାଣ୍ଟ୍ ସାର୍ଟ ରଖି ଜଣେ ନାବାଳକ ନଦୀକୁ ଡେଇଁ ନିଖୋଜ ଅଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ନିକଟସ୍ଥ କାଉଡ଼ିଆ ନଦୀରେ ଆଜି ଅପରାହ୍ଣରେ ଏଭଳି ଏକ ଘଟଣା ଘଟିଛି । ନାବାଳକର ଘର ଲକପଡ଼ାରେ ହୋଇଥିବା ବେଳେ ତାର ନାମ ତ୍ରିଲୋଚନ ଲେଙ୍କା
Read More...

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ୨ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ନିମନ୍ତେ ସ୍ଵାଧୀନ ପ୍ରାର୍ଥୀ ଭାବେ କମଲ କୁମାର ଛତ୍ରିଆ ଏବଂ ଧନେଶ୍ଵର ମାଝି ନାମାଙ୍କନ ପତ୍ର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ଟିଟିଲାଗଡ ନିର୍ବାଚନ
Read More...

ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମେ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି । ଏହି କ୍ରମରେ ଶ୍ରମଜୀବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଅବଗତ
Read More...

କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ନାମାଙ୍କନ ପତ୍ର ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଏକ ରୋଚକପୂର୍ଣ୍ଣ ଥିଏଟର୍‌ ସଦୃଶ ନିର୍ବାଚନୀ ମଇଦାନର ସ୍ଥଳ ସାନଖେମୁଣ୍ଡି ବିଧାନସଭା ଆସନ ଅଟେ । ଏହି ଆସନରେ ବିଜେଡ଼ି ଏବଂ କଂଗ୍ରେସ ପାର୍ଟି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ
Read More...

ସେଞ୍ଚୁରିଅନ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର ୨୦୨୪-୨୫ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷାର ମୂଳ ଲକ୍ଷ୍ୟ ହେଲା ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା । ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଆନ୍ୟନ୍ୟ ବିଷୟରେ ମଧ୍ୟ ଛାତ୍ର, ଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ହେବ ଉଚିତ । ଏଇ ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ (ଜେ. ଆଇ. ଟି. ଏମ୍‌)ର
Read More...