Daily Archives

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ମତଦାନରେ ସହଯୋଗ କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ଜଣାଶୁଣା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଏହି ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ କିପରି ଭାବରେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ପାରିବେ ତାର ବ୍ୟବସ୍ଥା କରିଛନ୍ତି । ସଂଗଠନର
Read More...

ଆଶା, ଆଶ୍ଵାସନା ଓ ପରେ ପ୍ରତାରଣାର ପଚିଶ ବର୍ଷରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଧି

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀର ଅୟମାରମ୍ଭ ଅନେକଙ୍କୁ ବିକାଶର ସ୍ୱପ୍ନ ଦେଖିବାକୁ ସୁଯୋଗ ତିଆରି କରିଥିବା ବେଳେ ପାହାଡ଼ ଶିଖରରେ ରହିଥିବା ମଣିଷ ମାନେ ନିଜର ଯୁଗ ଯୁଗର ଭିଟାମାଟି, ସବୁଜ ଜଙ୍ଗଲ, ନିଜର ଚିର ଆରାଧ୍ୟା ମାଟି, ଦେବତା ଓ ଜୀବନ ଜୀବିକାର ମାଧ୍ୟମକୁ ହରେଇବାର କଷ୍ଟ
Read More...

ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ଚୟନ ଉତ୍ସବକୁ ଉଦ୍‌ଘାଟନ କଲେ ଜିଲ୍ଲା ଶିକ୍ଷାଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସରକାରୀ ଟାଉନ୍ ବାଳିକା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଯୋଗ ଓଲମ୍ପିଆଡ ଚୟନ ପ୍ରତିଯୋଗୀତା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ଶୋଇଥିବା ସମୟରେ ଭିଣୋଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁରେ ଘର ଅଗଣାରେ ଶୋଇଥିବା ସମୟରେ ଭିଣେଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଛନ୍ତି । ସୂଚନା ପ୍ରକାରେ ବେଲଗାଁ ଗ୍ରାମର ସୁରେନ କୁମ୍ଭାର (୨୫) ଆଜି ଅପରାହ୍ନରେ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ସ୍ତ୍ରୀ ଶିଳାବତୀ କୁମ୍ଭାର
Read More...

ପବନ ଓ ବର୍ଷା ହେତୁ ଭାରସାମ୍ୟ ହରାଇ ଡ୍ୟାମରେ ଓଲଟିଲା ଡଙ୍ଗା : ୬ ଜଣ ନିଖୋଜ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଉଜନି ଡ୍ୟାମରୁ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଡଙ୍ଗା ବୁଡ଼ିଯିବା ପରେ ୬ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ପିଲାଙ୍କ ସମେତ ୬ ଜଣ ଯାତ୍ରୀ ଥିଲେ । ଇନ୍ଦାପୁର ତହସିଲଦାର ଶ୍ରୀକାନ୍ତ ପାଟିଲ ଡଙ୍ଗା
Read More...

ଦୁଇଟି ହାତୀ ଦାନ୍ତ ଜବତ କଲା ବନବିଭାଗ : ୧୦ ଜଣ ଗିରଫ

ରାଉରକେଲା : ରାଉରକେଲାରେ ବନବିଭାଗକୁ ବଡ ସଫଳତା । ଦୁଇଟି ହାତୀ ଦାନ୍ତ ଜବତ ହେବା ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ଜବତ ଦୁଇ ହାତୀ ଦାନ୍ତ ହେଉଛି ଗୋଟିଏ ୨୪ ଇଞ୍ଚ ଓ ୨୨ ଇଞ୍ଚ । ଏହି ଦୁଇ ଦାନ୍ତର ଆନୁମାନିକ ମୂଲ୍ୟ ହେବ ୪ ଲକ୍ଷ ଟଙ୍କା । ରାଉରକେଲା ବନବିଭାଗର ସ୍ୱତନ୍ତ୍ର ଟିମ୍ ଏହାକୁ
Read More...

ଆସନ୍ତା ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ୨୬ ତାରିଖ ଅପରାହ୍ନରେ ପ୍ରକାଶ ପାଇବ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ । www.orissaresults.nic.inରେ ପ୍ରକାଶ ପାଇବ ରେଜଲ୍ଟ । ରେଜଲ୍ଟ ବାହାରିବା ନେଇ ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମବକାଶରେ ଅବସର ସମୟର ସଦୁପଯୋଗ କରିବା ପାଇଁ ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଓ ପିରାମଲ୍‌ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଗ୍ରୀଷ୍ମ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ
Read More...

ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗୁଡ଼ଭେଲା ନିବାସୀ ଧନୀସୂତ ପ୍ରଧାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନ୍ୟାୟ ପାଇଁ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା ନିବାସୀ ଆଦିବାସୀ ଯୁବ ସଂଗଠନର ସଭାପତି ଧନୀସୂତ ପ୍ରଧାନୀ । ସେ ଅଭିଯୋଗ କରିଛନ୍ତି ଯେ, ଗତ ୧୮ ତାରିଖ ଦିନ ରାତି ପ୍ରାୟ ସାଢେ଼ ୧୧ଟା ସମୟରେ
Read More...

ପାଟ୍‌ନାଗଡ଼ ନିର୍ବାଚନ ମଣ୍ଡଳୀ ଥି ଏଛିନ୍‌ ଚାଲିଛେ ଘମାଘୋଟ୍‌ ଅଙ୍କ କଷା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟ୍‌ନାଗଡ଼ ନିର୍ବାଚନ ମଣ୍ଡଳୀ ଥି ଏଛିନ୍‌ ଚାଲିଛେ ଘମାଘୋଟ୍‌ ଅଙ୍କ କଷା । କେନେ ପ୍ଲସ୍‌ ହେଇଛେ, କେନେ ମାଇନସ୍‌ ହେଇଛେ । ଫେର୍‌ କେନ୍‌ଠାନେ ଘାଟ୍‌ ଗୁନ୍ଦାଲ୍‌ ଧରିଛେ । କିଏ ଜିତ୍‌ବା, କିଏ ହାର୍‌ବା କିଏ ହେବା ପାଟଣାଗଡ଼ ଏମ୍‌ଏଲ୍‌ଏ । ଭୋଟ୍‌ ସର୍‌ଲା
Read More...