Daily Archives

ସାହିତ୍ୟ ଏକାଡେମୀର କଥା ସନ୍ଧି କାର୍ଯ୍ୟକ୍ରମ

ଅନୁଭବ ଓ ପୀଡ଼ାରୁ ମୋର ସାହିତ୍ୟ ସୃଷ୍ଟି : ମନୋହର ମୌଲି ବିଶ୍ୱାସ କୋଲକାତା, (କେପିଏନ୍‌ଏସ୍‌) : ସ୍ଥାନୀୟ ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ କଥା ସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି କଥାକାର ଭାବେ ଯୋଗଦେଇ ନିଜ ସାରସ୍ୱତ ଜୀବନଯାତ୍ରା ସମ୍ପର୍କରେ
Read More...

ଲୋକଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ଆମ ପରବର୍ତ୍ତୀ ଲକ୍ଷ୍ୟ : ସମରେନ୍ଦ୍ର

ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ଆମ ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିଛନ୍ତି ସମରେନ୍ଦ୍ର । ଲମ୍ବା ସମୟ ରାଜ୍ୟରେ ଗୋଟିଏ ଦଳ ସରକାରରେ ରହିଥିବାରୁ ରାଜ୍ୟ ଶାସନରେ ଏକଛତ୍ରବାଦ ଓ ମନୋମୁଖୀ
Read More...

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ବ୍ଲକ ବରଗାଁରେ ଅକ୍ଷି ମୁଠି ଅନୁକୂଳ କଲେ ସମରେନ୍ଦ୍ର

କଂଗ୍ରେସ ଦଳ ସରକାରକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ସହିତ କୃଷକଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା ବ୍ୟବସ୍ଥା କରାଯିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବୈଦିପାଲି ଗ୍ରାମ ପଂଚାୟତ ବରଗାଁ
Read More...

ଜୁଏଲ ଓରାମ ଓ ଦୁର୍ଗା ତନ୍ତୀଙ୍କ ମାରାଥନ୍ ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ଦଳୀୟ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଓ ରଘୁନାଥପାଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଆଜି ସେକ୍ଟର -୧୬ ଜଗନ୍ନାଥ ପଲ୍ଲିରୁ ପଦଯାତ୍ରା ଆରମ୍ଭ କରି ପିଏଚ୍‌ କଲୋନୀ ପର୍ଯ୍ୟନ୍ତ ଘର ଘର
Read More...

ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ଆଗାମୀ ୫ ଦିନ ରାଜ୍ୟର କାଁ ଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟାରେ କେଉଁଝର,
Read More...

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ବୈଜୟନ୍ତ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା
Read More...

ଏନ୍‌କାଉଣ୍ଟରରେ ୮ ଜଣ ମାଓବାଦୀ ନିହତ

ମାଲକାନଗିରି : ଛତିଶଗଡ଼ରେ ପୁଣି ନକ୍ସଲମାନଙ୍କ ବିରୋଧରେ ସୁରକ୍ଷାକର୍ମୀମାନେ ବଡ଼ଧରଣର ଏନ୍‌କାଉଣ୍ଟର କରିଛନ୍ତି । ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା ପିଡ଼ିଆ ଜଙ୍ଗଲରେ ଏହି ଗୁଳିବିନିମୟ ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା
Read More...

ଆଇଇଭିପିର ଅଂଶବିଶେଷ ଭାବେ ୬ଟି ରାଜ୍ୟରେ ପ୍ରତ୍ୟକ୍ଷ ଭାବେ ମତଦାନ ପ୍ରକ୍ରିୟା ଦେଖିଲେ ୨୩ଟି ଦେଶର ୭୫ ଜଣ ପ୍ରତିନିଧି

• ୨୦୨୪ ସାଧାରଣ ନିର୍ବାଚନ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ• ସାଧାରଣ ନିର୍ବାଚନ ସମୟରେ ସ୍ୱଚ୍ଛତା, ବିଶ୍ୱସନୀୟତା ଏବଂ ସାମଗ୍ରିକତା ବଜାୟ ରଖିବା ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରୟାସର ଏକ ଅଂଶ ଇଏଭିପି ନୂଆଦିଲ୍ଲୀ, (ପିଆଇବି) : ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ
Read More...

ବୌଦ୍ଧ ଜିଲ୍ଲା କୃଷି ଗବେଷଣା କେନ୍ଦ୍ରରେ ଅକ୍ଷୟ ତୃତୀୟା ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ବୌଦ୍ଧ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପରିଚାଳନାରେ ସ୍ଥାନୀୟ ପାଲ୍‌ଝାର୍ ରାଷ୍ଟ୍ରୀୟ କୃଷି ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲା ପରିଷଦର
Read More...

ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଚଳିତ ସାଧାରଣ ନିର୍ବାଚନ ୨୦ ତାରିଖରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବିଜେପି ଦଳର ପ୍ରାର୍ଥୀ ପ୍ରାର୍ଥିନୀ ଙ୍କର ପ୍ରଚାର ନିମନ୍ତେ ଷ୍ଟାର ପ୍ରଚାରକ ଭାବେ ବିଭିନ୍ନ ହେଭି ୱେଟ୍‌ନେତା ଙ୍କର କନ୍ଧମାଳ ଗସ୍ତ ରହିଛି । ହେଭିୱେଟ୍‌ ଙ୍କର
Read More...