Daily Archives

କଂଗ୍ରେସ ସରକାରକୁ ଆସିଲେ କୃଷକ ଓ ଏସ୍‌ଏଚ୍‌ଜି ମା’ମାନଙ୍କ ଋଣ ଛାଡ କରାଯିବ : ସମରେନ୍ଦ୍ର

ବଲାଙ୍ଗିରର ସାମଗ୍ରିକ ବିକାଶ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ : ତାରା ବାହିନୀପତି ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ସରକାରକୁ ଆସିଲେ କୃଷକ ଓ ଏସ୍‌ଏଚ୍‌ଜି ମା'ମାନଙ୍କ ଋଣ ଛାଡ କରାଯିବ ବୋଲି କହିଛନ୍ତି ସମରେନ୍ଦ୍ର । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟ ନିର୍ବାଚନ
Read More...

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାକୁ ଆସି ପ୍ରଚାର କରିଛନ୍ତି । ସେକ୍ଟର ୧୩ ସ୍ଥିତ ମେଳଣ ପଡ଼ିଆଠାରେ ଆୟୋଜିତ ଏକ ସାଧାରଣ ସଭାରେ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କୁ ସମ୍ବୋଧନ କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ
Read More...

ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅଞ୍ଚଳରେ ଜଙ୍ଗଲ ମଧ୍ୟରେ ଚୋରା ଚାଲାଣ ପାଇଁ ବିପୁଳ ପରିମାଣର ଗଂଜେଇ ରଖାଯାଇ ଥିବାବେଳେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ମିଳିଥିବା ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ
Read More...

ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ପ୍ରେସ୍‌ମିଟ୍

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଆଦିମ ଅଧିବାସୀ ଏକତା ମଞ୍ଚ ଏପରି ଏକ ଅଣ ରେଜିଷ୍ଟ୍ରିଭୁକ୍ତ ସଂଗଠନ ଯାହାକି ଜିଲ୍ଲାର ୪୨ ଗୋଟି ପଞ୍ଚାୟତର ୩୫୩ଟି ଗ୍ରାମର ଲୋକମାନଙ୍କ ପାଖରେ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା କେତେ ଦୂର ପହଞ୍ଚୁଚି ଲୋକମାନଙ୍କ
Read More...

ଟିଟିଲାଗଡ଼ରେ ଶ୍ୟାମସୁନ୍ଦର ଶର୍ମାଙ୍କ ଘରେ ଚଢ଼ାଉ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ : ବିଜେପି ଶିବିରରେ ଅସନ୍ତୋଷ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରେ ରାଜନୀତି ଆହୁରି ସରଗରମ ହେବାରେ ଲାଗିଛି । ଏତିକି ବେଳେ ଆଜି ଅପରାହ୍ନରେ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ର ବାସିନ୍ଦା ଶ୍ୟାମସୁନ୍ଦର ଶର୍ମାଙ୍କ ଘରେ ହଠାତ୍‌ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ଶ୍ୟାମ ସେମାନଙ୍କୁ
Read More...

ବଲାଙ୍ଗିର କୋଶଳ କଳା ମଣ୍ଡଳରେ ରାହୁଲ ଗାନ୍ଧୀ : ସିଧାସଳଖ ଟାର୍ଗେଟ୍‌ କଲେ ସରକାରଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳରେ ହଜାର ହଜାର ଲୋକଙ୍କୁ ନେଇ ଜନ ଆଶୀର୍ବାଦ ସଭାର ଆୟୋଜନ ହୋଇଥିବା ବେଳେ ଏଠାରେ କଂଗ୍ରେସ ଦଳର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ ଯୋଗଦାନ କରି ସିଧାସଳଖ ବିଜେପି ସରକାର ଉପରେ ନିର୍ଧୁମ୍‌ ବର୍ଷିଛନ୍ତି । ବିଜେପି
Read More...

ରାଉରକେଲା ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ଆସି ସେକ୍ଟର-୧୩ ନମ୍ବର ମେଳନ ପଡିଆରେ ଉଦ୍‌ବୋଧନ ଦେଇଥିଲେ । ଏହି ନିର୍ବାଚନ ସଭାରେ ସୁନ୍ଦରଗଡ ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କ ସମେତ ରାଉରକେଲା
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ସରୋଜଙ୍କ ପ୍ରଚାର୍‌ ଆହୁରି ଜୋର୍‌ ଧରୁଛି

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଏନ୍‌ଏସିର ୨୫ ଜଣ ଯୁବକ ଆଜି ବିଜୁ ଜନତା ଦଳରେ ସାମିଲ୍‌ ହୋଇଥିବା ବେଳେ ସେମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନ ପ୍ରତି ଏବଂ ସରୋଜ
Read More...

ବିରୋଧୀଙ୍କ ଉପରେ ବର୍ଷିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନଙ୍କ ପ୍ରଚାର ଶିଖରରେ ପହଂଚିଛି । ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ନିଜ ନିର୍ବାଚନୀ ପ୍ରଚାରକୁ ଆହୁରି ଜୋର୍‌ ଦେଇଛନ୍ତି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଏକ
Read More...

୩୦ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ବାଉଁଶୁଣି : ବାଉଁଶୁଣି ପୁଲିସ ଆଜି ୩୦ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦ୍ଵୟ ହେଲେ ତାଳପଡ଼ା ଗ୍ରାମର ରାଜକୁମାର୍ ଉର୍ମା ଏବଂ ବହିରା ଗ୍ରାମର ପ୍ରକାଶ କଲତା । ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବାଉଁଶୁଣି ଥାନାଧିକାରୀ ଅଞ୍ଜଳି ବିଶ୍ଵାଳ ତାଙ୍କ
Read More...