Daily Archives

ନରସିଂହଙ୍କ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ହେବ – ସମରେନ୍ଦ୍ର

ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋକେ ବଲାଙ୍ଗିରର ବିକାଶ ସପକ୍ଷରେ କଂଗ୍ରେସ ଦଳର ହାତଚିହ୍ନରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ସମରେନ୍ଦ୍ର କହିଛନ୍ତି
Read More...

କନ୍ଧମାଳରୁ ମୋଦୀଙ୍କ ଦମ୍ଭୋକ୍ତି : ଓଡ଼ିଶାରେ ହେବ ଡବଲ୍‌ ଇଞ୍ଜିନ୍‌‌ ସରକାର

ମୁଖ୍ୟମନ୍ତ୍ରୀ ବିନା କାଗଜରେ ୩୦ ଜିଲ୍ଲାର ନାଁ କୁହନ୍ତୁ କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ
Read More...

ଲୋୟର ସୁକତେଲକୁ ୬ ବର୍ଷ ହେଲା କେନ୍ଦ୍ରୀୟ ପାଣ୍ଠି ଶୂନ – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋୟର ସୁକତେଲ ପ୍ରକଳ୍ପକୁ ଗତ ୨୦୧୬-୧୭ ଆର୍ଥିକ ବର୍ଷରୁ କେନ୍ଦ୍ରୀୟ ସହୟତା ବନ୍ଦ ଥିବା କଥା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଜଣାଇଛନ୍ତି । ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ
Read More...

ନିର୍ବାଚନ ଗାଇଡ୍‌ଲାଇନ୍‌ର ପାଳନକୁ ସୁନିଶ୍ଚିତ କରିବା ସହ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାର ୧୦ ସଂସଦୀୟ କ୍ଷେତ୍ର ସହ ୬୪ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରମହାରାଜପୁର ଓ ୬୫ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରସ୍ତୁତି ଓ ପ୍ରଶାସନିକ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ
Read More...

ବଲାଙ୍ଗିର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତରେ ଗତ ରାତିରେ ଭୁବନେଶ୍ୱରରେ ବିଶାଳ ରୋଡ୍‌ ସୋ' ପରେ ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ ଠାରେ ବିଜେପି ତରଫରୁ ଶ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ
Read More...

ରାଧାରାଣୀପଡା ଓ କଂସାରିପଡା ଶୀତଳଷଷ୍ଠୀ ପୂଜା କମିଟି ତରଫରୁ ଥାଳଉଠା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସନ୍ଧ୍ୟା ଗୋଧୂଳି ଲଗ୍ନରେ ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ପାଇଁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସ୍ଥାନୀୟ ସନାତନ ମନ୍ଦିର ପରିସରରେ ରାଧାରଣୀପଡା ଶୀତଳଷଷ୍ଠୀ ପୂଜା କମିଟି ଓ କଂସାରିପଡା ପୂଜା କମିଟି ମିଳିତ ଆନୁକୁଲ୍ୟରେ ଦେବଦମ୍ପତ୍ତିଙ୍କ
Read More...

୩୬ତମ ଏବିଏସ୍‌ଏସ୍‌ ଶୀତଳଷଷ୍ଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩୬ତମ ଏବିଏସ୍‌ଏସ୍‌ ଶୀତଳଷଷ୍ଠୀ ଯାତ୍ରାର ଆଜି ଶୁଭାରମ୍ଭ ହେଲା ଥାଳ ଲାଗିଲା ଶ୍ରୀ ଶ୍ରୀ ସିଦ୍ଧେଶ୍ଵର ବାବାଙ୍କର ନୃସିଂହ ମନ୍ଦିର ପ୍ରାଙ୍ଗଣରେ କନ୍ୟା ପିତା ଗୋପାଳ ବରାଇ ଓ ତାଙ୍କର ଧର୍ମ ପତ୍ନୀ ସୁଷମା ବରାଇ, ବରପିତା ସନ୍ତୋଷ ପଟ୍ଟନାୟକ ଓ ତାଙ୍କ ଧର୍ମ
Read More...

କବି ଜୟଦେବଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଅକ୍ଷୟ ତୃତୀୟା ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ଶବରୀ ନାରାୟଣ ଧର୍ମଶାଳା, ଇନ୍ଦିରାନଗର ବଲାଙ୍ଗିର ଠାରେ କବିଶ୍ରୀ ଜୟଦେବଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମହାପ୍ରଭୁ ଶବରୀ ନାରାୟଣ ଓ କବି ଶ୍ରୀ ଜୟଦେବଙ୍କ ଫଟୋଚିତ୍ରରେ
Read More...

ବଲାଙ୍ଗିର ବିଜେଡି ପକ୍ଷରୁ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେଡି ପକ୍ଷରୁ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକ ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପ୍ରଦାୟର ବିଭିନ୍ନ ଦାବି ପୂରଣ କରିବା ସହ ସବୁ ସୁବିଧା ସୁଯୋଗ ଆଗକୁ ମଧ୍ୟ ଏଭଳି ଜାରି ରହିବ ବୋଲି କହିଛନ୍ତି ବିଜେଡି ଯୁବନେତା
Read More...

ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧୀକରଣଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ୍‌ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏହି ଲୋକ ଅଦାଲତରେ ସମୁଦାୟ ୩୧ଟି ଦେୱାନୀ ମାମଲାର ଫଇସଲା ହୋଇଥିଲା ।
Read More...