Daily Archives

ବିଶିଷ୍ଟ ଦଳିତ ନେତା ଡ. ଅର୍ଜୁନ ମୁଗ୍ରୀ ବଲାଙ୍ଗିର ଜିଲ୍ଲା କଂଗ୍ରେସ ମୁଖପାତ୍ର ନିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ଷିୟାନ କଂଗ୍ରେସ ନେତା ଡ. ଅର୍ଜୁନ ମୁଗ୍ରୀଙ୍କୁ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ମୁଖପାତ୍ର ଭେବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ ଯୋଗଦାନରେ ଜିଲ୍ଲା କଂଗ୍ରେସ କମିଟି ଆହୁରି ସୁଦୃଢ ହେବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ
Read More...

ଫାସଡ, ସକ୍‌ମା, ମନହୀରା ଓ ଫଟକରା ଗାଁର ୬୫ରୁ ଅଧିକ କର୍ମୀ କଂଗ୍ରେସ ଛାଡି ବଲାଙ୍ଗିର ବିଜେଡିରେ ଯୋଗଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଫାସଡ, ସକମା, ମନହୀରା ଓ ଫଟକରା ଗାଁର ବିରେନ୍ଦ୍ର ରାଉତଙ୍କ ସହିତ ୬୫ରୁ ଅଧିକ ବ୍ୟକ୍ତି କଂଗ୍ରେସ ଛାଡି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ସକ୍‌ମା ଓ ଫାସଡର ଜିତେନ୍ଦ୍ର ସ୍ୱାଇଁ ଓ ବଲିଆ ସେଠ୍‌ଙ୍କ ନେତୃତ୍ଵରେ
Read More...

ବସ୍‌ରୁ ଖସି କଲେଜ ଛାତ୍ର ମୃତ

ଆସ୍କା : ହିଂଜିଳି ଥାନା ରାଳବ ଛକ ନିକଟରେ ଅଘଟଣ । ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ରାହୁଲ ନାୟକ(୧୯) । ସେ ଅଙ୍କୁଶପୁର ଏସଏମଆଇଟି କଲେଜରେ ଡିପ୍ଲୋମା କରୁଥିଲେ । ରାହୁଲ ହିଂଜିଳିରୁ ମହାବାହୁ ନାମକ ଏକ ବସ୍‌ ଯୋଗେ ନିଜ ଘର କୁଟିଆ ପଦରକୁ ଫେରୁଥିଲେ । କୌଣସି କାରଣରୁ
Read More...

ବଲାଙ୍ଗିରକୁ କ୍ରାଇମ କ୍ୟାପିଟାଲ୍‌ କହି ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ବୋଲି ସ୍ୱୀକାର କରୁଛନ୍ତି ବିଜେଡି ନେତା :…

ଅପରାଧୀଙ୍କୁ ପ୍ରଶ୍ରୟ ଦେଉଥିବା ରାଜ ପରିବାର ଅପରାଧ ମୁକ୍ତ ମିଛ ନାରା ଦେଉଛନ୍ତି, କହିଲେ ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରକୁ କ୍ରାଇମ୍‌ କ୍ୟାପିଟାଲ୍‌ କହି ମୁଖ୍ୟମନ୍ତ୍ରୀଙ୍କୁ ଅପାରଗ ବୋଲି ସ୍ୱୀକାର କରୁଛନ୍ତି ବିଜେଡ଼ି ନେତା ବୋଲି ଆଜି ବକ୍ତବ୍ୟରେ କହିଛନ୍ତି
Read More...

ଫାଟିଲା ଚକ : ଭାରସାମ୍ୟ ହରାଇ ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୁବର୍ଣ୍ଣପୁର ରାସ୍ତାରେ ଏକ ଚଳନ୍ତା କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁବର୍ଣ୍ଣପୁର ଅଭିମୁଖେ କାର୍‌ଟି ଯାଉଥିବା ବେଳେ ଏହାର ଆଗ ପାଶ୍ୱର୍ର ଗୋଟିଏ ଚକା ଫାଟିଥିଲା । ଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ
Read More...

ପ୍ରଥମ ରାତ୍ରକାଳୀନ କ୍ରିକେଟ୍‌ ଟୁର୍ଣାମେଣ୍ଟ : ରିଶିଡା ଚାମ୍ପିଅନ୍‌, ଶ୍ରୀପାଲି ରନର୍ସ ଅପ୍

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କ୍ରିକେଟ୍ କ୍ଳବ୍ ତରଫରୁ ଚାରିଛକ ପଡିଆରେ ଦୁଇଦିନ ଧରି ଚାଲିଥିବା ପ୍ରଥମ ରାତ୍ରକାଳୀନ କ୍ରିକେଟ୍‌ ମ୍ୟାଚ୍ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ରିଶିଡା କ୍ରିକେଟ୍‌ ଦଳ ଚାମ୍ପିଅନ୍‌ ହୋଇଥିବା ବେଳେ ଶ୍ରୀପାଲି କ୍ରିକେଟ୍‌ ଦଳ
Read More...

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ଛତା ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ଦୀନ ଅସହାୟଙ୍କୁ ଛତା ବଣ୍ଟନ କରାଯାଇଛି । ଏହି ଅବସରରେ ସଭାପତି ଏଲୋରା ମିଶ୍ର, ଉପସଭାପତି ସିତାଂଶୁ ଶେଖର ନାଏକ, ସମ୍ପାଦକ ଦୁର୍ଗାଚରଣ ସାହୁ, ସହ-ସଂପାଦକ ଦେବାଶିଷ
Read More...

ରାଉରକେଲା କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକଙ୍କ ପଦଯାତ୍ରା

ରାଉରକେଲା, (କେପିଏନ୍‌ଏସ୍‌) : ଆଜି ସକାଲ ୭ଟାରୁ ରାଉରକେଲା କଂଗ୍ରେସର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ କୋଏଲ୍‌ନଗର ସି ବ୍ଲକଛକରୁ ବାହାରି କୋଏଲ୍‌ନଗର ଏ ବ୍ଲକ, ବି ବ୍ଲକ, ଜଗଦା ଅଞ୍ଚଳରେ ନିର୍ବାଚନ ପଦଯାତ୍ରା କରି ଉକ୍ତ ଅଂଚଳର ଜନସାଧାରଣଙ୍କର ସମର୍ଥନ ଭିକ୍ଷା କରିବା ସହିତ
Read More...

ବସ୍ତିବାସୀଙ୍କ ସୁରକ୍ଷା କବଜ ସାଜିବେ ଦିଲ୍ଲୀପ : ବିଜେପି ପକ୍ଷରୁ ମହିଳା ସମାବେଶ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ବିଜେପିର ପ୍ରାର୍ଥୀ ବିଧାୟକ ଦିଲ୍ଲୀପ ରାୟ ଜିତିଲେ ସର୍ବାଙ୍ଗୀନ ଉନ୍ନତି ସଙ୍ଗେ ସଙ୍ଗେ ବିଭିନ୍ନ ବସ୍ତି, ଗଳି କନ୍ଦିର ଉନ୍ନତି ହେବ । ଆଜିକୁ ଦୀର୍ଘ ବର୍ଷ ଧରି ଶାସକ ଦଳ ବିଜେଡି ରାଉରକେଲା ମହାନଗର ନିଗମର ନିର୍ବାଚନ କରିବାରେ ଅକ୍ଷମ ରହିଛି ।
Read More...

ପାଟଣାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ବିରାଟ ମିଶ୍ରଣ ପର୍ବ : ୫୫ ଜଣ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଓ ମୁଣ୍ଡମହୁଲ ପଂଚାୟତର ୪୦ ଜଣ କର୍ମୀ ବିଜେପି ଦଳ ଛାଡି ବରିଷ୍ଠ ବିଜେପି ନେତା ଶୁପାଳ ମେହେରଙ୍କ ନେତୃତ୍ୱରେ ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି । ସେହିପରି ବେଲପଡା ବ୍ଲକ ସୁଲେକେଲା ୱାର୍ଡ ନମ୍ବର ୭
Read More...