ଫାଟିଲା ଚକ : ଭାରସାମ୍ୟ ହରାଇ ଗଛରେ ପିଟିହେଲା ଦ୍ରୁତଗାମୀ କାର୍‌

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର-ସୁବର୍ଣ୍ଣପୁର ରାସ୍ତାରେ ଏକ ଚଳନ୍ତା କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୁବର୍ଣ୍ଣପୁର ଅଭିମୁଖେ କାର୍‌ଟି ଯାଉଥିବା ବେଳେ ଏହାର ଆଗ ପାଶ୍ୱର୍ର ଗୋଟିଏ ଚକା ଫାଟିଥିଲା । ଫଳରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଛି । କାର୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Leave A Reply

Your email address will not be published.

thirteen + 7 =