Daily Archives

ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ପିଣ୍ଟୁ ଗଲେ ଜେଲ୍

ବ୍ରହ୍ମପୁର : (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗତକାଲି ଆକ୍ରମଣ ହୋଇଥିଲା । ଏହି ମାମଲାରେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ତଥା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ)ଙ୍କୁ ଗୋଷାଣୀ ନୂଆଗାଁ ଥାନା ପୋଲିସ
Read More...

ଖପ୍ରାଖୋଲ ଆଦର୍ଶ ବିଦ୍ୟାଳୟରେ ୯୬.୪% ରଖି ପ୍ରଥମ ସ୍ଥାନରେ ଦଶମ ଶ୍ରେଣୀର ଛାତ୍ରୀ ନିହାରିକା ସାହୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଛାତ୍ରଛାତ୍ରୀ । ଚଳିତବର୍ଷ
Read More...

ଉତ୍ତମ ଶିକ୍ଷା ଓ ଯୁବକଙ୍କୁ ରୋଜଗାର ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ – ସମରେନ୍ଦ୍ର

ଯୁବକଙ୍କୁ ସ୍ୱାବଳମ୍ବୀ ଓ ରୋଜଗାରକ୍ଷମ କରିବ କଂଗ୍ରେସ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ମାରାଥନ୍‌ ନିର୍ବାଚନ ପ୍ରଚାର କରିଛନ୍ତି । ରୂପାନ୍ତରିତ
Read More...

ବିଜେଡ଼ି ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି ମେଘ୍‌ନା ସିଂହଦେଓ ଓ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳିକେଶଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି କଳିକେଶଙ୍କ ପତ୍ନୀ ଶ୍ରୀମତୀ ମେଘ୍‌ନା ସିଂହଦେଓ ଓ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ବଲାଙ୍ଗିର ସହରର ସୁଦ୍‌ପଡ଼ା ଓ ଗେଟ୍‌ସରୋବରପଡ଼ାରେ ଆଜି ଅପରାହ୍ନରେ ଶହ ଶହ ବିଜେଡ଼ି ମହିଳାଙ୍କ ସହ ମିଶି
Read More...

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ ମହୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୮ ତମ ଜନ୍ମ ମହୋତ୍ସବ ଗତକାଲି ମେ ୧୩ ତାରିଖରେ ସମଗ୍ର ବିଶ୍ୱର ୧୯୦ରୁ ଅଧିକ ଦେଶରେ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସ୍ଥାନୀୟ
Read More...

ସାରଦାଙ୍କ ଦମ୍‌ଦାର୍‌ ସାଇକେଲ ରାଲି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଜେଡ଼ି ବିଧାୟକ ପ୍ରାର୍ଥୀ ସାରଦା ପ୍ରସାଦ ନାୟକ ସାଇକେଲ ରାଲିରେ ଯୋଗଦେଇ ବିଜେଡ଼ି ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜି ସକାଳୁ କୋଏଲ୍‌ନଗର ଡ଼ି ବ୍ଲକ୍ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ବିଜେଡ଼ି ଯୁବଛାତ୍ରଙ୍କ ଗହଣରେ ରହି ସାଇକେଲ ରାଲି
Read More...

ଶେମଫୋର୍ଡ଼ ଫ୍ୟୁଚରିଷ୍ଟିକ ସ୍କୁଲ ସିବିଏସ୍‌ଇ ସହ ଅନୁବନ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶେମଫୋର୍ଡ଼ ଫ୍ୟୁଚରିଷ୍ଟିକ ସ୍କୁଲ ବଲାଙ୍ଗିର ଗତ ତା ୦୨/୦୫/୨୦୨୪ ରିଖ ଦିନ ସିବିଏସ୍‌ଇ ନୂଆଦିଲ୍ଲୀ ସହ ଅନୁବନ୍ଧିତ ହୋଇଯାଇଛି । ଏହାର ଅନୁବନ୍ଧିତ ନମ୍ୱର ହେଉଛି ୧୫୩୦୪୨୪ । ଏହି ଖବରଟି ବଲାଙ୍ଗିର ଶିକ୍ଷାବିତ୍‌ ମହଲରେ ଆନନ୍ଦର ଲହରୀ ଖେଳାଇଦେଇଛି । ସ୍କୁଲର
Read More...

ରାଜ୍ୟ ସରକାରଙ୍କ ଉପରେ ବର୍ଷିବେ ବିଜେପି ରାଜ୍ୟ ମୁଖପାତ୍ର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ରାଉରକେଲା, (ସନ୍ତୋଷ କୁମାର ପ୍ରଧାନ) : ଆଜି ସ୍ଥାନୀୟ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ପରିସରରେ ଥିବା ହୋଟେଲ ମେ' ଫେୟାର ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଜିର ମୁଖ୍ୟ ଆକର୍ଷଣ ଥିଲେ ରାଜ୍ୟ ମୁଖପାତ୍ର
Read More...

କାର ଧକ୍କାରେ ପ୍ରିଜାଇଡିଙ୍ଗ ଅଧିକାରୀଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ତରବୋର୍ଡ ଗ୍ରାମ ନିକଟସ୍ଥ ଫଣ୍ଡେଲ ନଳା ପାଖରେ ସଡ଼କ ଦୁର୍ଘଟଣା ହୋଇଛି । ସେ ଜଣେ ସିନାପାଲି ବି. ସି. ସି ବ୍ୟାଙ୍କ୍ କର୍ମଚାରୀ ଅଟନ୍ତି । ନିର୍ବାଚନ ଦାୟିତ୍ୱରେ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରାନିମୁଣ୍ଡା ଗ୍ରାମ ୧୮୪ ବୁଥ୍‌
Read More...

ସ୍ତ୍ରୀକୁ ମାରି ମୃତଦେହକୁ ବସ୍ତାରେ ସିଲେଇ କରି ରଖିଛି ସ୍ୱାମୀ

ପାଟଣା : ସ୍ତ୍ରୀକୁ ମାରି ମୃତଦେହକୁ ବସ୍ତାରେ ସିଲେଇ କରି ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ । ଏହା ଜାଣିବା ପରେ ସ୍ୱାମୀକୁ ହାତଗୋଡ଼ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ । ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମରେ । ବାରିଆ ଥାନା
Read More...