Daily Archives

ମତଦାନ କଲେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମତଦାନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ବଲାଙ୍ଗିର ସହରର ସୁଦ୍‌ପଡ଼ା ବୁଥ୍‌ ନଂ.୨୨୭ରେ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଶ୍ରୀମତୀ ସାହୁ । ବଲାଙ୍ଗିରବାସୀ ବିକାଶ ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଛନ୍ତି ବୋଲି ସେ
Read More...

ଭଞ୍ଜନଗରରେ ନିର୍ବାଚନୀ ହିଂସାକାଣ୍ଡ : ହଣାକଟାରେ ବହୁ ବିଜେପି କର୍ମୀ ଆହତ ପରିସ୍ଥିତି ଉତ୍ତେଜନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବେତାର ଗ୍ରାମ ଠାରେ ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ବହୁ ଆହତ ହୋଇଛନ୍ତି ଏବଂ ସେଠାରେ ପରସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ପରିସ୍ଥିତି ଗମ୍ଭୀର ଥିବା ଜଣାପଡ଼ିଛି । ଆଞ୍ଚଳିକ ପୋଲିସ
Read More...

ମୁରିବାହାଲ ବ୍ଲକରେ ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ଅନୁଷ୍ଠିତ

ମୋବାଇଲ୍ ନେଟୱର୍କରୁ ବଞ୍ଚିତ ବାରବନ୍ଧ ଗ୍ରାମବାସୀଙ୍କ ଭୋଟ ବର୍ଜନଅଇଁଲାଭଟା ଗ୍ରାମବାସୀ ବି ବିଳମ୍ବରେ ଭୋଟ ଦେଲେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକରେ ଶାନ୍ତିଶୃଙ୍ଖଳାର ସହିତ ଚଳିତ ସାଧାରଣ ନିର୍ବାଚନ ସୋମବାର
Read More...

ବଲାଙ୍ଗିର ସୁଦପଡ଼ା ବୁଥ୍‌ ନଂ. ୨୨୭ରେ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଲମ୍ବା ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୱାର୍ଡ ନଂ.୧୦ ସଖୀ ବୁଥ୍‌ ନଂ.୨୨୭ ସୁଦପଡ଼ା ମତଦାନ କେନ୍ଦ୍ରରେ ଭୋଟଦାତାଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଲୋକେ ଲାଇନ୍‌ରେ ଘଂଟା ଘଂଟା ଧରି ଛିଡ଼ା ହୋଇଥିବା ବେଳେ ବହୁତ ସ୍ଲୋ ପ୍ରୋସେସ୍‌ରେ ମତଦାନ
Read More...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍ : ଯବାନଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥ ଉପରେ ରବିବାର ଏକ ସଡକ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ସେ ହେଲେ ବୋଡେନ ଥାନା ରୋକାଲ ପଞ୍ଚାୟତ କ୍ଷିରମାଳ ଗାଁର ଚୈତନ୍ୟ ଶବର (୪୦) । ପ୍ରାପ୍ତ ସୂଚନା ମୁତାବକ ଚୈତନ୍ୟ
Read More...

ଗାଁ ମଝି ରାସ୍ତାରେ ବୋହି ଯାଉଛି ଦୁର୍ଗନ୍ଧ ମଇଳା ପାଣି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଜଡ଼ାମୁଣ୍ଡା ଫତାୟତ ଇଚ୍ଛାପୁର ଗାଁର ମଝି ରାସ୍ତାରେ ଅନବରତ ଦୂର୍ଗନ୍ଧ ମଇଳା ପାଣି ବୋହି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ତିନି ୱାର୍ଡ ବିଶିଷ୍ଟ ଇଚ୍ଛାପୁର ଗାଁରେ ୧୫୦୦ରୁ ଅଧିକ ଜନସଂଖ୍ୟା ରହିଛି । ଗାଁ ଭିତରେ
Read More...

ସର୍ଚ୍ଚ ଅପ୍‌ରେସନ୍‌ ବେଳେ ମାଓବାଦୀ – ଯବାନ ଗୁଳି ବିନିମୟ : ଯବାନ ଗୁରୁତର

ନୂଆପଡା, (ନିରାକାର ମେହେର) : ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଏସ୍‌ଓଜି ଯବାନଙ୍କୁ ଗୁଳି ମାଡ ହୋଇଥିବାରୁ ସେ ଗୁରୁତର ଆହତ
Read More...

ପିକ୍‌ଅପ୍‌ ଗାଡି ଓଲଟି ୧୭ ଜଣ ମୃତ

ଛତିଶଗଡ଼ : ଛତିଶଗଡ଼ର କୱର୍ଧା ଅଞ୍ଚଳରେ ଏକ ପିକ୍‌ଅପ୍‌ ଗାଡି ଓଲଟି ପଡ଼ିବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ବୈଗା ଆଦିବାସୀ ସମ୍ପ୍ରଦାୟର ୨୫ରୁ ୩୦ ଜଣ ଲୋକ ପାରମ୍ପରିକ କେନ୍ଦୁପତ୍ର ସଂଗ୍ରହ କରିସାରି ଏକ ପିକ୍‌ଅପ୍‌ ଟ୍ରକ୍‌ରେ ନିଜ ନିଜର ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
Read More...

ପୋର୍ସ କାର୍ ଧକ୍କାରେ ୨ ଜଣ ମୃତ

ପୁଣେ : ପୋର୍ସ କାର୍ ଧକ୍କାରେ ଗଲା ୨ ଜଣକ ଜୀବନ । ପୁଣେରେ ଘଟିଛି ଏଭଳି ଘଟଣା । ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ଏକ ପୋର୍ସ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ଅନୀଷ ଅୱଧୀୟ ଓ ଅଶ୍ୱିନୀ କୋଶଟା
Read More...

ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ଆଗେଇ ଚାଲିଛି ଭୋଟ ଦାନ ପ୍ରକ୍ରିୟା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରେ ଆଗେଇ ଚାଲିଛି ଭୋଟ ଦାନ ପ୍ରକ୍ରିୟା । ସକାଳ ପ୍ରାୟ ୭ଟାରୁ ବୁଥ୍‌ ଗୁଡ଼ିକ ସମ୍ମୁଖରେ ଭୋଟର ମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲାର ୪୧୩ ଗୋଟି ବୁଥ୍ ମଧ୍ୟରୁ ୬୮ଟି ମାଓ ପ୍ରବଣ ଅଟେ । ତେବେ
Read More...