ଭଞ୍ଜନଗରରେ ନିର୍ବାଚନୀ ହିଂସାକାଣ୍ଡ : ହଣାକଟାରେ ବହୁ ବିଜେପି କର୍ମୀ ଆହତ ପରିସ୍ଥିତି ଉତ୍ତେଜନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବେତାର ଗ୍ରାମ ଠାରେ ବିଜେଡି କର୍ମୀମାନେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ବହୁ ଆହତ ହୋଇଛନ୍ତି ଏବଂ ସେଠାରେ ପରସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି । ପରିସ୍ଥିତି ଗମ୍ଭୀର ଥିବା ଜଣାପଡ଼ିଛି । ଆଞ୍ଚଳିକ ପୋଲିସ ପ୍ରଶାସନ ତରଫରୁ ନିରପେକ୍ଷ ତଦନ୍ତ କରିବାରେ ଏବଂ ଆଇନ ଶୃଙ୍ଖଳାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.