Daily Archives

ଅନ୍ତର୍ଲା ନିକଟରେ ବିଦ୍ୟୁତ ବିଭାଗ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା : ୩ ବାଇକ ଆରୋହୀ ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲରୁ ଟିକ୍ରାପଡା ରାସ୍ତାର ଅନ୍ତର୍ଲା ଗ୍ରାମ ଶେଷ ମୁଣ୍ଡରେ ସୋମବାର ଏକ ବୋଲେରୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ୩ ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପାଟଣାଗଡ ବିଦ୍ୟୁତ୍
Read More...

ଦେବଙ୍ଗ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଅନ୍ତର୍ଗତ ଦେବଙ୍ଗ ଗ୍ରାମରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ପୋଖରୀରେ
Read More...

ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭାରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି, ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରା । ଅସ୍ଥାୟୀ ମଣ୍ଡପରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ହରି ନାମ ଭଜନ ଆରମ୍ଭ ହୋଇଥିବା ବେଳେ ଯୁବପିଢ଼ିଙ୍କ ପାଇଁ ବିଳମ୍ବିତ ରାତ୍ରିରେ ଲଘୁ ସଙ୍ଗୀତର ନୃତ୍ୟ ମେଗା
Read More...

କ୍ରୀଷ୍ଣା ବିକାଶ ଗ୍ରୁପ୍ ବରଗଡ଼ର ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ନିରୋଜ କୁମାର ପାଣୀ) : ସଦ୍ୟ ପ୍ରକାଶିତ ସିଏଏସ୍‌ଇ +୨ ଫଳାଫଳରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ୫୦୦ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସ୍କୁଲ୍ ତରଫରୁ କ୍ରୀଷ୍ଣା ବିକାଶ ଅଡିଟୋରିୟମ୍‌ଠାରେ ସମ୍ବନ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ
Read More...

ଓଡ଼ିଶାରେ ଆସନ୍ତାକାଲିଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଆସିବ । ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡ଼ିଶାକୁ ଏହାର ବିଶେଷ ପ୍ରଭାବ ନାହିଁ । ଏଭଳି
Read More...

ସୋରରୁ ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ

ସୋର : ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନମାନଙ୍କରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟନ୍ ଜବତ କରିଛି ପୋଲିସ । ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ
Read More...

ପାପୁଆ ନ୍ୟୁ ଗିନି ଭୂସ୍ଖଳନର ମୃତ୍ୟୁସଂଖ୍ୟା ୨୦୦୦ ଟପିଲା

ସିଡନି : ୩ ଦିନ ତଳେ ପାପୁଆ ନ୍ୟୁ ଗିନିରେ ଏକ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏହି ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ପ୍ରଥମ ଦିନ ମୃତ୍ୟୁସଂଖ୍ୟା ୬୦୦ ଥିବାବେଳେ ଏବେ ତାହା ୨ ହଜାରକୁ ବୃଦ୍ଧି ପାଇଥିବା ସୂଚନା ରହିଛି । ପ୍ରତିକୂଳ ପାଗ ଓ ବିପଜ୍ଜନକ ଅଞ୍ଚଳ ଯୋଗୁଁ
Read More...

୫ ଦିନରେ କେରଳ ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ସାରା ଦେଶରେ ଚାଲିଥିବା ପ୍ରବଳ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବ । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି । ଆଇଏମ୍‌ଡିର ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ କେରଳ ଛୁଇଁବାକୁ ଯାଉଛି । ଆଇଏମ୍‌ଡି କହିଛି ଯେ, ଏଥର
Read More...

ବିଜ୍ଞାନ ମହାବିଦ୍ୟାଳୟର ତିନିଜଣ କୃତୀ ବିଦ୍ୟାର୍ଥୀ ସମ୍ମାନିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯୁକ୍ତ ଦୁଇରୁ ଉତ୍ତୀର୍ଣ୍ଣ ଲାଭ କରି ଛତ୍ରପୁର ବ୍ଲକ୍ ଟପ୍ପର ହୋଇଥିବା ତିନଜଣ ବିଦ୍ୟାର୍ଥୀ ସୋମବାର ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି । ସେମାନେ ହେଲେ ସାହିକ୍ ମର୍ଷିଦ୍ ଅହମ୍ମଦ ୫୩୨
Read More...

ଧରାପଡ଼ିଲା ଉଠା ଦୋକାନରେ ନିଆଁ ଲଗାଇଥିବା ଦୁର୍ବୃତ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଧରାପଡ଼ିଲା ଉଠା ଦୋକାନରେ ନିଆଁ ଲଗାଇଥିବା ଦୁର୍ବୃତ୍ତ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ୍‌ଡ଼ିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର । ସୂଚନା ଅନୁଯାୟୀ ଗତ ୨୫ ତାରିଖ ସକାଳେ ହଠାତ ଓଭରବ୍ରିଜ ତଳପଟେ ଥିବା ଉଠା ଦୋକାନ
Read More...