Daily Archives

+୨ କଳା ପରୀକ୍ଷା ଫଳରେ ଓମ୍‌ ଏକାଡେମୀର ସଫଳତା : ୫୩୬ ମାର୍କ ଆଣି ଚର୍ଚ୍ଚାରେ ଛାତ୍ରୀ ସୁଚିସ୍ମିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ କଳା ପରୀକ୍ଷା ଫଳ ପ୍ରକଶ ପାଇଥିବା ବେଳେ ବଲାଙ୍ଗିର ସହରର ଓମ୍‌ ଏକାଡେ଼ମୀର ଛାତ୍ରୀ ସୁଚିସ୍ମିତା ପରିଡ଼ା ୫୩୬ ମାର୍କ ଆଣି ସାରା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାରେ ଅଛନ୍ତି । ସୁଚିସ୍ମିତା ଏତେ ମାର୍କ ପାଇବା
Read More...

ମହାବୀର ଯୁକ୍ତ ୨ କଲେଜର ଶତ ପ୍ରତିଶତ ପରୀକ୍ଷାଫଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁତଲା ସ୍ଥିତ ମହାବୀର ଯୁକ୍ତ ୨ କଲେଜର ଛାତ୍ରଛାତ୍ରୀମାନେ ପୁଣି ଏହି ବର୍ଷ ବାର୍ଷିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସ ହାର ୧୦୦ ପ୍ରତିଶତ ରହିଥିବା ବେଳେ ମୋଟ ୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା
Read More...

ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଗୌରୀ ଶଙ୍କର ମହାକୁଡଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନିବାସୀ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଗୌରୀ ଶଙ୍କର ମହାକୁଡ (୮୯)ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ଶଜ୍ୟା ନିକଟରେ ତାଙ୍କ ପତ୍ନୀ ଇନ୍ଦିରା ମହାକୁଡ, ପୁତ୍ର ଶାନ୍ତନୁ ମହାକୁଡ, ପୁତ୍ରବଧୂ ସୋନିଆ ମହାକୁଡ, ଝିଅ ଲିଲି, ଟିକି, ଜ୍ୱାଇଁ ସୁବାଷ,
Read More...

ତରବୋଡ ଠାରେ ରବି ଋତୁ ଧାନମଣ୍ଡି ଉଦ୍‌ଘାଟିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତରବୋଡ ଧାନମଣ୍ଡି ଠାରେ ଶୁକ୍ରବାର ତରବୋଡ ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧାନମଣ୍ଡିର ଶଭଭ ଉଦୟଘାଟନ
Read More...

ଟି -୧୦ ରାଷ୍ଟ୍ରୀୟ କ୍ରିକେଟ୍‌ ପ୍ରତିଯୋଗିତାରେ ମୁମ୍ବାଇ ମହାରାଷ୍ଟ୍ରକୁ ହରାଇ ରାଜନନ୍ଦଗାଁ ଓ ୟୁଗାନ୍ତର ଚମ୍ପିୟାନ୍‌

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ନିବାସୀ ବିୱାନ ସରାଫ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ନିଜର ସହଭାଗିତା ଦେଇ ସଫଳ ବିଜୟରେ ନିଜ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଖଡ଼ିଆଳ କୈଳାସ ସରାଫ ଏବଂ ମାତା ବନ୍ଦନା ସରାଫଙ୍କ ପୁଅ ବିୱାନ୍ ସରାଫ ନିଜ ସ୍କୁଲ୍‌ ତରଫରୁ
Read More...

ଖଡିଆଳର ଇମାନୁଏଲ୍‌ ଦାନୀ : ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳର ଇମାନୁଏଲ୍‌ ଦାନୀ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ ହୋଇଛନ୍ତି । ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି । ପିତା ସ୍ୱର୍ଗତ ଇସାହାକ ଦାନୀ ଓ ମାତା ସ୍ୱର୍ଗତ ଚଞ୍ଚଳା ଦାନୀ । ସେ ଧୀର, ଶାନ୍ତ ଓ ନମ୍ର ଭାବରେ ବେଶ
Read More...

ସିନାପାଲି ରାବଣ ଛକରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ସଦର ରାବଣଛକ ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ଏ ଅବସରରେ ଗ୍ରାମର ଶତାଧିକ ମହିଳା କଳସ ଶୋଭାଯାତ୍ରାରେ ବାହାରି ଉଦନ୍ତୀ ନଦୀରୁ ପାଣି ଆଣି ସିନାପାଲି ପରିକ୍ରମା ପୂର୍ବକ ଯଜ୍ଞ ମଣ୍ଡପରେ କଳସ
Read More...

ଅଂଶୁଘାତରେ ହୋମଗାର୍ଡଙ୍କ ମୃତ୍ୟୁ

ନୂଆପଡ଼ା, (ନିରାକାର ମେହେର) : ସଦର ବ୍ଲକ ଖରିଆର ରୋଡ୍‌ ଜୋଙ୍କ ଥାନା ବଳୋଦା ଗାଁର ହୋମଗାର୍ଡ ଶତୃଘ୍ନ ରାଉତ (୪୭)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବାବା ଅଭିଯୋଗ ହୋଇଛି । ଶତୃଘ୍ନ ଗତ ୧୫ ବର୍ଷ ହେବ ନୂଆପଡା ଜିଲାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ନୂଆପଡ଼ା ଜିଲ୍ଲାରେ ନିର୍ବାଚନ
Read More...

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳ : ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ସୁନୀଲ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଶ୍ରୀ ଏଜୁକେସନର ଛାତ୍ର ସୁନୀଲ କୁମାର ସାହୁ । ସେ ଏହି ପରୀକ୍ଷାରେ ୫୪୪(୯୧%) ମାର୍କ ରଖି ଜିଲ୍ଲାରେ ଦ୍ୱିତୀୟ ହେବାର ଗୌରବ ଆଣିଛନ୍ତି । ସୁନୀଲଙ୍କ ଘର କେସିଙ୍ଗା ବ୍ଲକ
Read More...

ବାଙ୍କେଲ ସମଲେଶ୍ଵରୀ ଶିଶୁ ମନ୍ଦିରରେ ଚାଲିଥିବା ଗୁରୁଜୀ, ଗୁରୁମାଙ୍କ ସାମୁହିକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ବାଙ୍କେଲ ଉଚ୍ଚ ବିଦ୍ୟାଳୟଠାରେ ସମଲେଶ୍ଵରୀ ଶିଶୁ ମନ୍ଦିର, ବାଙ୍କେଲ ଆନୁକୁଲ୍ୟରେ ସମଲେଶ୍ଵରୀ ଶିକ୍ଷା ଓ ସେବା ସଂସ୍ଥାନ, ଓଡ଼ିଶା ତରଫରୁ ମେ ୨୧ ତାରିଖରୁ ମେ ୨୬ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି
Read More...