om academy

ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଗୌରୀ ଶଙ୍କର ମହାକୁଡଙ୍କ ପରଲୋକ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନିବାସୀ ଅବସରପ୍ରାପ୍ତ ଫରେଷ୍ଟ ରେଞ୍ଜର ଗୌରୀ ଶଙ୍କର ମହାକୁଡ (୮୯)ଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ଶଜ୍ୟା ନିକଟରେ ତାଙ୍କ ପତ୍ନୀ ଇନ୍ଦିରା ମହାକୁଡ, ପୁତ୍ର ଶାନ୍ତନୁ ମହାକୁଡ, ପୁତ୍ରବଧୂ ସୋନିଆ ମହାକୁଡ, ଝିଅ ଲିଲି, ଟିକି, ଜ୍ୱାଇଁ ସୁବାଷ, ହୁଦ୍ଦା, ରାଜେଶ, ରାଧେ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ବିଭୁତିପଡା ଶ୍ମଶାନରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଶାନ୍ତନୁ ମହାକୁଡ ମୁଖାଗ୍ନି ଦେଇଥିଲେ । ସେ ଜଣେ ଧାର୍ମିକ ଓ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କର ନିଧନରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.