Daily Archives

ନିର୍ବାଚନୀ ପ୍ରଚାରରେ ବିଜେପି-ବିଜେଡ଼ି ତୁତୁ ମେମେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଥିବା ବେଳେ ବିଜେପି-ବିଜେଡ଼ି ଭିତରେ ନିର୍ବାଚନୀ ଯୁଦ୍ଧ ଶିଖରରେ ପହଂଚିଥିବା ଦେଖିବାକୁ ମିଳିଛି । ବିଭିନ୍ନ ମଂଚରେ ବିଜେପି ବିଜେଡ଼ିକୁ କଟୁ ସମାଲୋଚନା କରୁଥିବା ବେଳେ ବିଜେଡ଼ି ମଧ୍ୟ ବିଜେପିକୁ କଡ଼ା
Read More...

ଯମୁନା, ବନବାହାଲ, ବାରବନ୍ଧ ଗ୍ରାମ ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମର ଚନ୍ଦନଯାତ୍ରା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଯମୁନା ଓ ବନବାହାଲ ଗ୍ରାମରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ଦ୍ଵିତୀୟ ବର୍ଷ ଚନ୍ଦନ ଯାତ୍ରା ମହୋତ୍ସବ ଗୁରୁବାର ଚନ୍ଦନ ପୂର୍ଣ୍ଣିମା ତଥା ବୁଦ୍ଧ ପୂର୍ଣ୍ଣିମାରେ ଉଦ୍‌ଯାପିତ ହେବା ସହ ବୈଶାଖ ବ୍ରତ ସମାପ୍ତ
Read More...

ସୀମାରେ ପୁଣି ଗୁଳିବିନିମୟ

ମାଲକାନଗିରି : ସୀମାରେ ପୁଣି ଗୁଳିବିନିମୟ । ସୀମାନ୍ତ ଛତିଶଗଡ଼ର ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି । ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ ହୋଇଥିବା ଜଣାପଡ଼ିଛି । ଅନ୍ୟ ୨ ଜଣ ନକ୍ସଲ ଆହତ ହୋଇଥିବା ଖବର ମିଳିଛି
Read More...

ପଦ୍ମ ଧରିଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

ଖୋର୍ଦ୍ଧା : ଖୋର୍ଦ୍ଧା ରାଜନୀତିରେ ରୋଚକ ଚିତ୍ର । ବିଜେପି ରାଲି ବେଳେ ମିଶିଗଲେ ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର । ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି
Read More...

ନିର୍ଗୁଣ ମାହାତ୍ମ୍ୟ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଠକାର୍ପିତ ହେଲା ପୂଜ୍ୟ ଏ ମାଟିର କବି ଚୈତନ୍ୟ ଦାସଙ୍କ ବିରଚିତ ପୁସ୍ତକ ନିର୍ଗୁଣ ମାହାତ୍ମ୍ୟ । ପୂର୍ବରୁ ଦେବଦର୍ଶନ ପୁରାଣ ପ୍ରକାଶିତ ହୋଇଥିଲା । ମୂଳ ତାଳପତ୍ର ପୋଥିରୁ ଅବିକଳ ପାଠୋଦ୍ଧାର କରି ତାକୁ ପୁସ୍ତକ ରୂପ ଦେଇଛନ୍ତି ଡ. ଗୋବର୍ଦ୍ଧନ ନାୟକ ଓ ଡ.
Read More...

ମାଲପଡା ନାଗରିକ କମିଟିର ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟି ମାସିକିଆ ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଡାର ଯଥା ୱାର୍ଡ ନଂ.୧୪ ଓ ୧୫ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନାମାନ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବାସିନ୍ଧାମାନେ
Read More...

ହାତୀଦାନ୍ତ ଜବତ : ୧୧ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅଧୀନ ବନଗାଁରୁ ଚାଲାଣ ପାଇଁ ରଖାଯାଇଥିବା ହାତୀଦାନ୍ତକୁ ବନବିଭାଗ ଜବତ କରିଛି । ହାତୀଦାନ୍ତ ଚେରାଚାଲାଣ ଅଭିଯୋଗରେ ବନବିଭାଗର କର୍ମଚାରୀମାନେ ୧୧ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ୱର ନାୟକ (୫୧), ବିରଜା
Read More...

ବୌଦ୍ଧରେ ବୁଦ୍ଧ ଜୟନ୍ତୀ ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭଗବାନ ବୁଦ୍ଧ ହେଉଛନ୍ତି ବୌଦ୍ଧ ଧର୍ମର ପ୍ରବର୍ତ୍ତକ । ଅହିଂସା ପରମ ଧର୍ମ ଓ ଜୀବେ ଦୟା ଭାବାବେଗକୁ ବହନ କରୁଥିବା ଧର୍ମ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ କରିଥିଲା । ପୁଣି ଯେଉଁ ଧର୍ମ ଭାରତରୁ ସୁଦୂର ଜାପାନ ପର୍ଯ୍ୟନ୍ତ ପ୍ରଚାରିତ ହୋଇ ଆଜି
Read More...

ଆସନ୍ତା ୨୬ରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ଭୁବନେଶ୍ଵର : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏନେଇ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ ଜରିଆରେ ପାଣିପାଗ
Read More...

ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି : ଭିଡ଼ିଓ ଭାଇରାଲ୍‌

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଚମ୍ପିଆ ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି । ସୂଚନା ଅନୁଯାୟୀ ଚମ୍ପିଆ ଶିବ ମନ୍ଦିରରେ ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ । ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଉଥିବା ସମୟରେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିରକୁ ଯାଇ ଭାଲୁ
Read More...