Daily Archives

ନାରୀ ନିର୍ଯ୍ୟାତନାକାରୀ ନେତାଙ୍କ ହାତରେ ବଲାଙ୍ଗିର ସୁରକ୍ଷିତ ନୁହେଁ : ସମରେନ୍ଦ୍ର

କଂଗ୍ରେସ ସବୁବର୍ଗଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ନିର୍ଯ୍ୟାତନାକାରୀ ନେତାଙ୍କ ହାତରେ ବଲାଙ୍ଗିର ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ସମରେନ୍ଦ୍ର । ମହିଳା ସୁରକ୍ଷାର ନାରା ଦେଉଥିବା ରାଜ୍ୟ ସରକାର ଓ ଏହାର ନେତାମାନଙ୍କ କଥା ଓ କାମରେ ସବୁ
Read More...

ପ୍ରଦୀପଙ୍କ ପ୍ରେସ୍‌ମିଟ୍‌ : ପାଣ୍ଡିଆନଙ୍କୁ ଟାର୍ଗେଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଗତକାଲି ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭାରେ ଦେଇଥିବା ଜିଲ୍ଲା ମନ୍ତବ୍ୟକୁ କାଉଣ୍ଟର କରି ସରକାର କେବେ କ୍ୟାବିନେଟ ବସେଇଥିଲେ ଏବଂ ଯିଏ ଜିଲ୍ଲା ନେଇ
Read More...

ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖରେ ହେବ ମତଦାନ : ଜିଲ୍ଳାର ୭୦୩ କେନ୍ଦ୍ରର ୱେବ୍ କାଷ୍ଟ ହେବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଚଳିତ ୧୩ ତାରିଖରେ ହେବ ଭୋଟ ଗ୍ରହଣ । ଜନସାଧାରଣ ତଥା ସର୍ବସଧାରଣରେ ନାଗରିକମାନେ ନିଜନିଜର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଓ ପ୍ରସ୍ତୁତି ଚାଲିଛି । ଜନସାଧାରଣଙ୍କ ନିମନ୍ତେ
Read More...

ସିରୋଲ ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ମହିଳାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦର ଗ୍ରାମର ବହୁ ପ୍ରତିକ୍ଷିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ
Read More...

ଚିକିନିବାହାଲି ଗ୍ରାମରେ ସାପ କାମୁଡ଼ାରେ ଏକ ମାଈ ଛେଳିର ମୃତ୍ୟୁ : ଜନ୍ମିତ ଦୁଇ ଛୁଆ ମାଁ ଛେଉଣ୍ଡ, ସରକାରୀ ସହାୟତା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମରେ ସାପ କାମୁଡ଼ାରେ ଏକ ମାଈ ଛେଳିର ମୃତ୍ୟୁ ଘଟିଥିବା ବେଳେ ଛେଳିର ଜନ୍ମିତ ଦୁଇ ଛୋଟ ଛୁଆ ଏବେ ମାଁ ଛେଉଣ୍ଡ ହୋଇଯିବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ଗ୍ରାମର ନିରୀହ
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନାକ୍ ସମ୍ବନ୍ଧୀୟ ପାଠଚକ୍ର ସଂଗଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଇ. କ୍ୟୁ. ଏ. ସି. ଆନୁକୂଲ୍ୟରେ ନାକ୍ ସମ୍ବନ୍ଧୀୟ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଗତ ୪ ତାରିଖରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ
Read More...

ସାଲେପୁରରୁ ନାମାଙ୍କନ ଦାଖଲ କଲେ ଅରିନ୍ଦମ

କଟକ : ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର
Read More...

ଯୁବ କୁଲୁତା ସମାଜ ତରଫରୁ ଓଆର୍‌ଏସ୍‌ ଓ ଥଣ୍ଡା ପାଣି ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ଓଆର୍‌ଏସ୍‌ ଓ ଥଣ୍ଡା ପାଣି ବଣ୍ଟନ କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ
Read More...

ଚାଲ ଦେଖିବା ବିଧାୟକଙ୍କ ଗାଁ ହୀରାପୁର : ସଡକ, ପାଣି ଓ ବିଜୁଳି ଯେଉଁଠି ସାତ ସପନ

ଜୟପାଟଣା, (ଶେଷଦେବ ବେହେରା) : ନିର୍ବାଚନୀ ଉଷ୍ମତା ବଢ଼ି ଚାଲିଥିବା ବେଳେ ଏବେ ଭୋଟରଙ୍କ ମଧ୍ୟରେ ବି ତାତି ବଢ଼ିବାରେ ଲାଗିଛି । ମୌଳିକ ଅଧିକାର ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରି ଆସିଥିବା ମଣିଷମାନେ ଏବେ କଣ୍ଠ ସ୍ୱରକୁ ତୀକ୍ଷ୍ଣ କରିବାରେ ଲାଗିଲେଣି । ବର୍ଷ ବର୍ଷ ଧରି ନିର୍ବାସିତ
Read More...

ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

ସୋନପୁର, (କେପିଏନ୍‌ଏସ୍‌) : ଯୁଦ୍ଧ ସ୍ଥଳୀରୁ ଶାନ୍ତି କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ବିଶ୍ୱ ସ୍ତରୀୟ ଅନୁଷ୍ଠାନ ରେଡ୍‌କ୍ରସ୍‌ ମହାବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ମାହାମାରୀ, ବ୍ୟକ୍ତିତ୍ୱ ସଂଗଠନ ଭଳି ବିଭିନ୍ନ କାର୍ଯ୍ୟକୁ ସବୁବେଳେ ସଂପାଦନ କରିଆସିଛି । ରେଡ୍‌କ୍ରସ୍‌ ପ୍ରତିଷ୍ଠାତା
Read More...