Daily Archives

ନିଆଁରେ ପୋଡି ଅବସରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ପୁତ୍ରବଧୂ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନତି ଦୂରରେ ଅବସ୍ଥିତ କୁରୁଲ ରାମଜୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରକୃତିବନ୍ଧୁ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ପୁତ୍ରବଧୂ ଶୁଭଶ୍ରୀ ନାଏକଙ୍କ ଆକସ୍ମିକ ନିଆଁରେ ପୋଡି ଗତ ୨୪ ତାରିଖ ସକାଳେ କଟକ ସ୍ଥିତ ଶ୍ରୀରାମ
Read More...

ନାବାଳିକାକୁ ସୁରଟରୁ ଅପହରଣ ଘଟଣା : ଉଦ୍ଧାର ପାଇଁ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାରବର୍ଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅଧୀନସ୍ଥ ଯାମୁନି ଗ୍ରାମରୁ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଇଜଣ ଦଲାଲ ସୁରଟକୁ ଅପହରଣ କରି ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଜଣାଯାଇଛି ଯେ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଋଷିପୁର
Read More...

ନିର୍ବାଚନ ପରେ ଗାଁ ବୁଲି ସମସ୍ୟା ଶୁଣିଲେ ନରସିଂହ

ବିସ୍ତାପିତଙ୍କ ସମସ୍ୟା ସମାଧାନ ପାଇଁ ଅବହେଳା କରାଯିବ ନାହିଁ ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପରେ ଗାଁ ବୁଲି ସମସ୍ୟା ଶୁଣିଲେ ନରସିଂହ । ବିସ୍ତାପିତଙ୍କ ସମସ୍ୟା ସମାଧାନ ପାଇଁ ଅବହେଳା କରାଯିବ ନାହିଁ ବୋଲି ସେ କହିଛନ୍ତି । ନିର୍ବାଚନ ସରିଛି ସତ କିନ୍ତୁ ଲୋକଙ୍କର ବିଶ୍ୱାସ
Read More...

ପ୍ରଥମେ ଗାଡ଼ିକୁ ଧକ୍କା ଦେଲେ : ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୪ ଲକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମେ ଗାଡ଼ିକୁ ଧକ୍କା ଦେଲେ, ପରେ ମାରଣାସ୍ତ୍ର ଦେଖେଇ ଡ଼ିକିଖୋଲି ୪ ଲକ୍ଷ ଲୁଟିନେଲେ ୩ ଜଣ ଦୁର୍ବୁତ୍ତ । ଏହି ଘଟଣା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ କେନାଲ ନିକଟରେ ଘଟିଥିବା ବେଳେ ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି
Read More...

ସାଲେଭଟାରେ ସୂର୍ଯ୍ୟଙ୍କ ଅଦୃଶ୍ୟ ଛାୟା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା ଠାରେ ଜିରୋ ସେଡୋ ଡେ ଆଜି ସୂର୍ଯ୍ୟଙ୍କ ଶୁନ୍ୟଛାୟାର ବିରଳ ଦୃଶ୍ୟମାନ ହୋଇଛି । ଛୋଟ ବେଳୁ ଆମେଶୁଣି ଆସିଛେ ଛାଇ ଆମ ପିଛା ଛାଡେନାହିଁ । ସୂର୍ଯ୍ୟର ଆଲୋକ ଆମ ଉପରୁ ଭୁପୃଷ୍ଠରେ ପଡି ଛାଇ ସୃଷ୍ଟି ହୁଏ । ଆମ
Read More...

ନିର୍ବାଚନ ଡ୍ୟୁଟିରେ ଥିବା ଶିକ୍ଷକଙ୍କ ମୃତ୍ୟୁ ଘଟଣା : କୁଟାସିଂହା କ୍ଲଷ୍ଟର ସ୍ତରୀୟ ଶୋକସଭା

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ପଟୁଆପାଲି ଗ୍ରାମର ଶିକ୍ଷକ ସୁଶିଳ କୁମାର ଆଚାଯ୍ୟ ନିର୍ବାଚନ ଡ୍ୟୁଟିରେ ଥିବା ସମୟରେ ଅକାଳ ମୃତ୍ୟୁ ଯୋଗୁଁ କ୍ଲଷ୍ଟର ସ୍ତରୀୟ ଶୋକସଭା ଅନୁଷ୍ଠିତ ହୋଇଛି । କୁଟାସିଂହା କ୍ଲଷ୍ଟର ସିଆରସିସି ନିରଞ୍ଜନ ପଧାନଙ୍କ
Read More...

ଗରିମା ଆୟୋଜିତ ରଜ ରାଜକୁମାରୀର ଅଡିସନ୍‌ ଆସନ୍ତା ଜୁନ୍ ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀର ଅଡିସନ୍‌ ଆସନ୍ତା ଜୁନ୍ ମାସ ୯ ତାରିଖ ଦିନ ଦିବା ୯ଟା ସମୟରେ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗରିମା
Read More...

ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଟ୍ଟନାୟକଙ୍କ ବିୟୋଗରେ ରାଉରକେଲା ଓକିଲ ସଂଘର ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ଗୌରୀଶ୍ୟାମ ପଟ୍ଟନାୟକଙ୍କ (୬୭) ଗତକାଲି ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ରାଉରକେଲା ଓକିଲ ସଂଘର ଅନେକ ବରିଷ୍ଠ ସଦସ୍ୟ ଆଇଜିଏଚ୍‌ରେ ପହଞ୍ଚିଥିଲେ । ଆଜି ରାଉରକେଲା
Read More...

ହିଞ୍ଜିଳି ଅଞ୍ଚଳରେ ବ୍ୟାପକ ଚୋରା ମଦ କାରବାର ଓ ଖଣିଜ ପଦାର୍ଥ ଚୋରା ଚାଲାଣ ନେଇ ଅଭିଯୋଗ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକ ଗୁରୁତ୍ତ୍ଵପୂର୍ଣ୍ଣ ବାର୍ତ୍ତା ବହନ କରେ । ଯାହାକି, ଏହି ନିର୍ବାଚନ ମଣ୍ଡଳୀରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରିଆସୁଛନ୍ତି । କିନ୍ତୁ ଏହି ଅଞ୍ଚଳରେ
Read More...

ସାନଖେମୁଣ୍ଡିରେ ପାନୀୟଜଳ ଯନ୍ତ୍ରଣା : ଜନତାଙ୍କ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଅଞ୍ଚଳରେ ପାନୀୟଜଳ ଯନ୍ତ୍ରଣା ଦେଖାଦେଇଛି । ଉକ୍ତ ଅଞ୍ଚଳର ଲୋକେ ଅସନ୍ତୋଷ ହୋଇ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାଯାଇଛି । ସମଗ୍ର ସାନଖେମୁଣ୍ଡି ଅଞ୍ଚଳରେ ଗ୍ରୀଷ୍ମଋତୁ ସମୟରେ ଜଳ ସଙ୍କଟ
Read More...