Daily Archives

ଗଞ୍ଜାମର ଦୁଇ ଟାଣୁଆ ବିଧାୟିକା ନାମାଙ୍କନ ଭରିଲେ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଟାଣୁଆ ନେତ୍ରୀ କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କୁ ପୁଣି ସୁଯୋଗ ମିଳିଛି । ଲତିକା ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଆସି ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ
Read More...

୧୮୫୦ ବୋତଲ କଫ୍‌ ସିରଫ୍‌ ଜବତ୍‌ କରି ୪ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୫୦ ବୋତଲ୍‌ ଏସ୍‌କଫ୍‌ ସିରଫ୍‌ ଜବତ୍‌ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂକ୍ରାନ୍ତରେ ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ବିଳନୀର ଆହ୍ୱାନ କରି ଖୁଲାସା କରିଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ
Read More...

ବିଜେଡି ଦଳରୁ ଇସ୍ତଫା ଦେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ରଞ୍ଜୁ ରାଏମନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଜଣେ ଟାଣୁଆ ନାରୀ ନେତ୍ରୀ ଭାବେ ଅଞ୍ଚଳରେ ଜଣାଶୁଣା ଚେହେରା ହେଲେ ଶ୍ରୀମତୀ ରଞ୍ଜୁ ରାଏମନ । କିଛି ବର୍ଷ ହେବ ବିଜୁ ଜନତା ଦଳରେ ସାମିଲ ହୋଇ ଦଳର ସାଂଗଠାନିକ କାର୍ଯ୍ୟ କରି ଆସୁଥିଲେ । ସେ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା
Read More...

ସିଲେଟପଡ଼ା ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ ବୁଧବାର ଦିନ ଠାରୁ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପୂର୍ବଦିନ ସ୍ଥାନୀୟ ପୋଖରୀରୁ ମହିଳାମାନଙ୍କ ଦ୍ୱାରା ଭବ୍ୟ କଳସ ଶୋଭାଯାତ୍ରା
Read More...

ବଲାଙ୍ଗିର ବ୍ଲକରେ ସମରେନ୍ଦ୍ର ଓ ମନୋଜ ମିଶ୍ରଙ୍କ ମାରାଥନ ପ୍ରଚାର

ଲୋକଙ୍କ ଆର୍ଥିକ ବିକାଶ କଂଗ୍ରେସର ପ୍ରାଥମିକତା : ସମରେନ୍ଦ୍ରଯୁବକଙ୍କୁ ସ୍ୱାବଲମ୍ବୀ ଓ ରୋଜଗାରକ୍ଷମ କଂଗ୍ରେସ କରିବ : ମନୋଜ ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣତନ୍ତ୍ରର ମହାନ୍‌ ପର୍ବ ନିର୍ବାଚନ ପାଖେଇ ପାଖେଇ ଆସୁଥିବା ବେଳେ ବଲାଙ୍ଗିର ବ୍ଲକରେ ସମରେନ୍ଦ୍ର ଓ ମନୋଜ ମିଶ୍ରଙ୍କ ମାରାଥନ
Read More...

ଦନ୍ଦ୍ରା କେନ୍ଦ୍ର ଡୁମାଳ ସମାଜର ମାସିକ ବୈଠକ ଜାନିପଡା ମାହେଶ୍ୱରୀ ମନ୍ଦିରରେ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଜାନିପଡା ମାଁ ମାହେଶ୍ୱରୀ ମନ୍ଦିର ପରିସରରେ ଦନ୍ଦ୍ରା କେନ୍ଦ୍ର ଷାଠିଏ ଘର ଡୁମାଳ ସମାଜର ଏକ ମାସିକ ବୈଠକ ସଭାପତି ଭୋପାଳ ଚନ୍ଦ୍ର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ବିଜାମାଳ ଗ୍ରାମରେ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବିଜାମାଳ ଗ୍ରାମରେ ବୁଧବାର ଦିନଠାରୁ ଚାଲିଥିବା ଷୋହଳ ପ୍ରହରୀ ନାମଯଜ୍ଞ ଆଜି ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ପୂର୍ବଦିନ ସ୍ଥାନୀୟ ପୋଖରୀରୁ ମହିଳାଙ୍କ ଦ୍ୱାରା ଭବ୍ୟ କଳସ ଶୋଭାଯାତ୍ରା
Read More...

ବଲାଙ୍ଗିର ପୌରାଞ୍ଚଳର ଅନେକ ଯୁବକ କଂଗ୍ରେସ ଦଳରେ ସାମିଲ

ନରସିଂହଙ୍କ ନୀତି, ଆଦର୍ଶ ଓ ସମରେନ୍ଦ୍ରଙ୍କ ଦୂରଦୃଷ୍ଟିରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ୱାର୍ଡ ନଂ.୧୮ ସାଲେପାଲି ଦଳିତ ପଡାର ଏବଂ କୁଟୁମଡୋଲା ଗ୍ରାମ ପଂଚାୟତ ଦୁଆନପାଲି ଗ୍ରାମର ବହୁ ବିଜେଡି, ବିଜେପି ନେତା ଓ କର୍ମୀ ବଲାଙ୍ଗିର ବିଧାୟକ
Read More...

ନୃସିହ ମନ୍ଦିର ଦ୍ୱାରା ସାମୁହିକ ବ୍ରତୋପନୟନ କରାଯିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ବୈଶାଖ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଅବସରରେ ବଲାଙ୍ଗିର ସ୍ଥିତ ନୃସିଂହ ମନ୍ଦିର ମହନ୍ତ ମହାରାଜ ଓ ଗୁରୁଭାଇ ସେବା ସଂଘ ଆନୁକୁଲ୍ୟରେ ୨୧ ଜଣ ବ୍ରାହ୍ମଣ ବାଳକମାନଙ୍କୁ ବିନା ଶୁଳ୍କରେ ବ୍ରତୋପନୟନ କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଆସନ୍ତା
Read More...

ଭୋଟର ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଠାରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ସମ୍ବଲପୁର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.
Read More...