Daily Archives

ଖଟିଆରେ ବୁହା ହେଲେ ଗର୍ଭବତୀ

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାର ୭୭ ବର୍ଷ ପରେ ଓ ରାଜ୍ୟ ସରକାରଙ୍କ ଦୀର୍ଘ ୨୪ ବର୍ଷର ସ୍ଥାୟୀ ଶାସନ ପରେ ମଧ୍ୟ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ଗ୍ରାମ ପଞ୍ଚାୟତର ଭୁଇଁପାନି ଗାଁକୁ ନାହିଁ ରାସ୍ତା । ଯାହା ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଦୁର୍ବିସହ ହୋଇଯାଇଥିବା ବେଳେ
Read More...

ଖଡ଼ିଆଳ ଠାରେ ବିଜେପିର ଜଣେ କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନ୍‌ରେ ଧମକ୍‌ ଦେଇଥିବା ଅଭିଯୋଗ

ଖଡିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଜଣେ ବିଜେପି କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନରେ ଧମକ୍‌ ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଖଡ଼ିଆଳ ଠାରେ ଅନୁଷ୍ଠିତ
Read More...

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବିଡିଘାଟ ପଞ୍ଚାୟତର ୬୦ରୁ ଅଧିକ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଡ଼ିଘାଟ ପଞ୍ଚାୟତର ୬୦ରୁ ଅଧିକ ବ୍ୟକ୍ତି କଂଗ୍ରେସ ଛାଡି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ସେହିପରି ଚୁଡ଼ାପାଲିର ପୂର୍ବତନ ସରପଞ୍ଚ ଭାଗିରଥି ଘିଭେଲା ମଧ୍ୟ ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଡ଼ିଘାଟ ସରପଞ୍ଚ ନନ୍ଦିତା
Read More...

ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲର ବିଭିନ୍ନ ଗ୍ରାମରେ ବିଜେଡ଼ି ପକ୍ଷରୁ ଜୋର୍‌ସୋର୍‌ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲର ବିଭିନ୍ନ ଗ୍ରାମରେ ବିଜେଡ଼ି ପକ୍ଷରୁ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ବ୍ଲକର ନଗେନ୍‌ମାଲ ସହ ବିଭିନ୍‌ନ୍ନ ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜଙ୍କ ନିର୍ବାଚନୀ ପ୍ରଚାର ବେଶ୍‌ ଜମିଥିବା
Read More...

ଦେଓଗାଁ ବ୍ଲକ୍‌ରେ କଂଗ୍ରେସର ନିର୍ବାଚନ ପ୍ରଚାର : ୨୪ ବର୍ଷର ସରକାର ଶିକ୍ଷକ, ଡାକ୍ତର, ରୋଜଗାର ଦେବାରେ ବିଫଳ –…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ରେ କଂଗ୍ରେସର ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ୨୪ ବର୍ଷର ସରକାର ଶିକ୍ଷକ, ଡାକ୍ତର, ରୋଜଗାର ଦେବାରେ ବିଫଳ ବୋଲି କହିଛନ୍ତି ସମରେନ୍ଦ୍ର । ଏକ ଜନ ମଙ୍ଗଳ ରାଷ୍ଟ୍ରରେ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର, ତାର କର୍ତ୍ତବ୍ୟ ହେଲା
Read More...

ବୌଦ୍ଧରେ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳ ଓ ସ୍ଵାଧୀନ ପ୍ରାର୍ଥିଙ୍କ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପରେ ବୌଦ୍ଧରେ ଆରମ୍ଭ ହୋଇଯାଇଛି ନିର୍ବାଚନ ପ୍ରଚାର । ବୌଦ୍ଧ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର
Read More...

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ମିଶ୍ର ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ପରେ ତାଙ୍କ ନିର୍ଦ୍ଦେଶରେ
Read More...

ବଲାଙ୍ଗିର ସଦର ବ୍ଲକରେ କଳିକେଶଙ୍କ ମହିଳା କର୍ମକର୍ତ୍ତା ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ପଞ୍ଚାୟତର କଅଗାଁ ଗ୍ରାମ ଠାରେ କଳିକେଶଙ୍କ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ସମସ୍ତ ସମସ୍ୟାକୁ ନେଇ ସମାବେଶରେ ଆଲୋଚନା ହୋଇଥିବା ବେଳେ ତାଙ୍କ ସମସ୍ତ ଦାବି ଓ ସମସ୍ୟାର ସମାଧାନ ପାଇଁ ଦୃଢ
Read More...

ବଲାଙ୍ଗିର ବିଜେଡିର ଜନସଂପର୍କ ସାଧାରଣ ସଭାରେ କଳିକେଶଙ୍କ ସହ ସୁରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ । ଏଥିପାଇଁ ନିର୍ବାଚନୀ ମଇଦାନ୍‌ରେ ସର୍‌ଗରମ୍‌ ପ୍ରଚାର ଚାଲିଛି । ଏହି କ୍ରମରେ ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ୱାର୍ଡ ନମ୍ବର ୧୪ ମାଲପଡାରେ ସନ୍ତୋଷ ଦନ୍ତାଙ୍କ ସଭପତିତ୍ୱରେ ଆୟୋଜିତ ଏକ ବିଜେଡିର
Read More...

ବଜ୍ରାଘାତରେ ଜଣେ ଯୁବକ ମୃତ

ଭରତପଲ୍ଲୀ : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଲେ ରାକୋଟ ବ୍ଲକ ବରଡ଼ାବିଲ୍ଲି ପଞ୍ଚାୟତ ଭରତପଲ୍ଲୀ ଗ୍ରାମର ରଞ୍ଜନ ଗୌଡ(୩୬) । ରଞ୍ଜନ ଗୌଡ ତାଙ୍କ ବାପା ବିଜୟ ଗୋଡଙ୍କ ସହ ପାଟପୁର ବିଲ ମାଳକୁ ଗାଈ ଚରାଇବାକୁ ଯାଇଥିବା ସମୟରେ କାଳବୈଶାଖୀର ପ୍ରଭାବରେ ବଜ୍ରାଘାତ ଶିକାର
Read More...