Daily Archives

ବରିଷ୍ଠ ଲେଖିକା ପୁଷ୍ପାଞ୍ଜଳି ପଟ୍ଟନାୟକଙ୍କ ପରଲୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ବରିଷ୍ଠ ସାହିତ୍ୟିକା ପୁଷ୍ପାଞ୍ଜଳି ପଟ୍ଟନାୟକ (୭୪)ଙ୍କର ରବିବାର ପୂର୍ବାହ୍ନରେ ସ୍ଥାନୀୟ ଗଜପତି ନଗର ୭ମ ଲାଇନ୍ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଅସୁସ୍ଥତା ଯୋଗୁଁ ସେ କିଛି ଦିନ ଧରି ଚିକିତ୍ସାଧୀନ ଥିଲେ । ସାରସ୍ୱତ
Read More...

ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ ଖେଳ ପଡିଆ ଠାରେ ରବିବାର ଦିନ ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଶାରୀରିକ ଶିକ୍ଷା ନିରିକ୍ଷକ ପ୍ରବୀଣ କୁମାର ପାତ୍ର ମୁଖ୍ୟ ଅତିଥି, ଜ୍ଞାନ ବିହାର
Read More...

ସେକ୍ଟର -୨ କମ୍ୟୁନିଟ୍‌ ସେଣ୍ଟର୍ ଯୋଗକେନ୍ଦ୍ରର ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ସଞ୍ଚାଳିତ ସେକ୍ଟର -୨ ସ୍ଥିତ କମ୍ୟୁନିଟ୍‌ ସେଣ୍ଟର୍ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷକ ତଥା ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
Read More...

କଳାକାର ସମ୍ମିଳନୀରେ କଳାକାରଙ୍କୁ ଭେଟିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଳାକାର ସମ୍ମିଳନୀରେ କଳାକାରଙ୍କୁ ଭେଟିଛନ୍ତି ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ଆଜି ମଧ୍ୟାହ୍ନରେ ବଲାଙ୍ଗିର ମୀନା ଟେଣ୍ଟ ହାଉସ୍‌ରେ ପୂର୍ବତନ ବଲାଙ୍ଗିର ସଦର ବ୍ଲକ୍‌ ଅଧ୍ୟକ୍ଷ ଗୋଲାପ ବାଗଙ୍କ ଅଧ୍ୟକ୍ଷତାରେ ବିଜେଡ଼ି
Read More...

ଭାଲୁମୁଣ୍ଡାରେ ଆମ ଓଡ଼ିଶା ଓ ବଣିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୨୩ ୟୁନିଟ ରକ୍ତ ସଂଗ୍ରହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଭାଲୁମୁଣ୍ଡା ଗାଁର ଗଙ୍ଗାଧର ମେହେର ଧର୍ମଶାଳା ଠାରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାଲୁମୁଣ୍ଡା ବଣିକ ସଂଘ ଓ ଆମ ଓଡ଼ିଶା ସମ୍ବାଦର ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ
Read More...

ଏକକାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକକାଳୀନ ଦୈନିକ ମଜୁରୀ ୧୦୦ ଟଙ୍କା ବୃଦ୍ଧି କରି ଇତିହାସ ରଚିଛନ୍ତି ବୋଲି ଆଜି ବଲାଙ୍ଗିରର ହୋଟେଲ ଏସ୍‌. ଜେ. ରେଜେନ୍ସିରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ଓ କଟକ
Read More...

ବେଲପଡା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ପ୍ରାର୍ଥୀ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଅନ୍ତର୍ଗତ ଖଲିପଥର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ପ୍ରହରୀ ନମଯଜ୍ଞରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଯୋଗଦାନ କରି ପୂଜକ ତଥା ସ୍ଥାନୀୟ ଲୋକଙ୍କ ଠାରୁ ଆଶୀର୍ବାଦ୍‌ ଗ୍ରହଣ କରିଛନ୍ତି । ଏହାପରେ ବେଲପଡା ବ୍ଲକର ଡୁଙ୍ଗରିପାଲି
Read More...

ବିଜେଡ଼ି ପକ୍ଷରୁ ବଲାଙ୍ଗିର ସଂକଳ୍ପ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେନ୍‌ବୋ ମେରେଜ୍ ପେଲେସ୍‌ ଠାରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଏକ ସଂକଳ୍ପ ସମ୍ମିଳନୀର ଆୟୋଜନ କରିଥିଲେ । ପ୍ରାୟ ଏକ ହଜାରରୁ ଅଧିକ ପ୍ରତି ବର୍ଗର ଲୋକ
Read More...

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ୧୦ଦିନ ଧରି ଚାଲିଥିବା ଏହି ଶିବିରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୩ଜଣ ଛାତ୍ରଛାତ୍ରୀ ଯୋଗଦେଇ ଘୋଡା ସବାରୀ, ତାଇକୋଣ୍ଡୋ,
Read More...

ଦିଲ୍ଲିପ ରାୟଙ୍କ ପାଇଁ ପ୍ରଚାର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସଚେତନ ନାଗରିକ ମଞ୍ଚ ଏଥର ମଧ୍ୟ ନିର୍ବାଚନ ପ୍ରଚାରରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛି । ଦିଲ୍ଲୀପ ରାୟଙ୍କ ଭଳି ନିଆରା ବ୍ୟକ୍ତିତ୍ୱ ନିର୍ବାଚନ ଲଢ଼ୁଥିବାରୁ ମଞ୍ଚ ଆସିଛି ଆଗକୁ । ୨୦୧୯ ବା ୨୦୧୪ ପୂର୍ବରୁ କୌଣସି ନିର୍ବାଚନରେ ମଞ୍ଚ ଖୋଲାଖୋଲି
Read More...
error: Content is protected !!