ବେଲପଡା ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ପ୍ରାର୍ଥୀ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ ଅନ୍ତର୍ଗତ ଖଲିପଥର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏକ ପ୍ରହରୀ ନମଯଜ୍ଞରେ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଯୋଗଦାନ କରି ପୂଜକ ତଥା ସ୍ଥାନୀୟ ଲୋକଙ୍କ ଠାରୁ ଆଶୀର୍ବାଦ୍‌ ଗ୍ରହଣ କରିଛନ୍ତି । ଏହାପରେ ବେଲପଡା ବ୍ଲକର ଡୁଙ୍ଗରିପାଲି ଗ୍ରାମରେ ଭୁଲିଆ ସମାଜର ଏକ ବନ୍ଧୁ ମିଳନରେ ବିଧାୟକ ପ୍ରାର୍ଥୀ ଶ୍ରୀ ମେହେର ଯୋଗଦେଇ ଉଦ୍‌ବୋଧନ ଦେଇଛନ୍ତିିି । ବନ୍ଧୁ ମିଳନରେ ସମବେତ ଭୁଲିଆ ସମାଜର ବ୍ୟକ୍ତିବିଶେଷ ଶ୍ରୀ ମେହେରଙ୍କ ପ୍ରତିପୂର୍ଣ୍ଣ ସମର୍ଥନ ରହିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

eleven − 2 =

error: Content is protected !!