Browsing Tag

patanagarh news

ପାଟଣାଗଡ ଏନ୍‌ଏସି ଠାରେ ବିଜେଡିର ପଦଯାତ୍ରା କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଦିନ ପାଟଣାଗଡ ଏନ୍‌ଏସି ଠାରେ ପଦଯାତ୍ରା କାର୍ଯ୍ୟକ୍ରମରେ ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗିର ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କୁମାର ମେହେର…
Read More...

ପାଟଣାଗଡ଼ରେ ଶିଶୁ ସୁରକ୍ଷା ନେଇ ତାଲିମ, ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ୍‌ରେ ଶିଶୁ ସୁରକ୍ଷା ଓ ଅଧିକାର ନେଇ ସଚେତନତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଅରୁଣା, ଆଇସିଡିଏସ୍ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ମିଳିତ ଆୟୋଜନରେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ ଓ ଶିଶୁ…
Read More...

ତହଁକ୍ କୁଟୁମ୍‌ର ହଜ୍‌ଲା ରସ୍‌, ନୁର୍‌ମା ଆସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିକଟସ୍ଥ ଦେଉଲଗାଁ ଠାରେ, କୋଶଲି ଭାଷାର କଳା ସଂସ୍କୃତିର ବିକାଶ ପାଇଁ ତହଁକ କୁଟୁମ୍‌ର ଏକ ଭିନ୍ନ ପ୍ରୟାସ, "ହଜ୍‌ଲା ରସ୍‌ ନୁର୍‌ମା ଆସ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ ଅଞ୍ଚଳରେ ହଜି ଯାଉଥିବା କୋଶଲି ଟପା ଦାଏକା,…
Read More...

ଗୁଞ୍ଚାଡିହି ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ବାରହା ଫାସରେ ଲାଗିଥିବା ସନ୍ଦେହ, ଘଟଣାକୁ ନେଇ ରହସ୍ୟ ଘନୀଭୂତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଚାଡିହି ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଚନ୍ଦନଜୁରୀ ଗ୍ରାମର କ୍ଷେତ୍ର ବାଗ । ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁସାରେ, କ୍ଷେତ୍ର ନିଜ…
Read More...

ଜମିମାପକୁ ନେଇ ଦୁଇ ପରିବାର ମୁହାଁମୁହିଁ : ମରଣାତ୍ମକ ଆକ୍ରମଣରେ ୩ ଗୁରୁତର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧାତୁକ ଗ୍ରାମରେ ଜମିମାପକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଗଣ୍ଡଗୋଳର ରୂପ ନେଇଛି । ଏହି ସଂଘର୍ଷରେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବାରୁ ୩ ଜଣ ଗୁରୁତର ଆହତ ହୋଇଥିବା…
Read More...

ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ

ପାଟଣାଗଡ, (କେପିଏନ୍‌ଏସ୍‌) : ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ବୃକ୍ଷରୋପଣ କରାଯାଇଛି । ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ପରେ ଅଧ୍ୟକ୍ଷା ମାମିନା ବାଗଙ୍କ ନେତୃତ୍ୱରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ବିଭାଗ ଓ ଯୁବ…
Read More...

ଏନ୍‌.ଏସ୍.ଏସ୍‌ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପାଟଣାଗଡ଼, (କେପିଏନ୍‌ଏସ୍‌) : ରବିବାର ଦିନ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷା ବଲାଙ୍ଗିରର ସେବା ଯୋଜନା ବିଭାଗ ଓ ସତ୍ୟସାଇ ସେବା ସଂଗଠନ ବଲାଙ୍ଗିର ତରଫରୁ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାର ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବିଶିଷ୍ଟ ନୃତ୍ୟଶିଳ୍ପୀ ଶର୍ମିଷ୍ଠା ପ୍ରିୟଦର୍ଶନୀ ପଟ୍ଟନାୟକଙ୍କ ସଫଳତା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ର ସୁପରିଚିତ ଢାପ୍ ନୃତ୍ୟଶିଳ୍ପୀ ଶର୍ମିଷ୍ଠା ପ୍ରିୟଦର୍ଶନୀ ପଟ୍ଟନାୟକ ଅନେକ ସ୍ଥାନରେ ନିଜର ନୃତ୍ୟ ପ୍ରଦର୍ଶନ କରି ସଫଳତା ପାଇଛନ୍ତି । ସେ +୨ ସୋନପୁର ମହିଳା ମହାବିଦ୍ୟାଳୟରେ ଶେଷ କରିବା ପରେ, ବର୍ତ୍ତମାନ ଭଇଁସାରେ +୩ ଶ୍ରେଣୀରେ ଅଧ୍ୟୟନରତ ।…
Read More...

ଡାକ୍ତରଙ୍କ ଅନୁପସ୍ଥିତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ

ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବାର ଚରମ ଅବ୍ୟବସ୍ଥା ଓ ଡାକ୍ତରୀ ଅବହେଳାର ଅଭିଯୋଗ ସାମ୍ନାକୁ ଆସିଛି । ଚିଙ୍ଗେରବନ୍ଧ ଗ୍ରାମର ଶରତ ମେହେରଙ୍କ ସ୍ତ୍ରୀଙ୍କୁ…
Read More...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପାଟଣାଗଡ଼ ଥାନା ଘେରାଉ କଲା ବିଜେଡ଼ି

ପାଟଣାଗଡ଼ : ପାଟଣାଗଡ଼ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପାଟଣାଗଡ଼ ଥାନା ଘେରାଉ କଲା ବିଜେଡ଼ି । ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମକର୍ତ୍ତା ଥାନା ଘେରାଉ କରିବା ସହ ଏସ୍‌ଡ଼ିପିଓଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର…
Read More...
error: Content is protected !!