Browsing Tag

patanagarh news

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ପାଟଣାଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ତାଙ୍କ…
Read More...

ବିଦ୍ୟୁତ୍‌ ଯୋଗାଣରେ ଅନିୟମିତତାକୁ ନେଇ ଗର୍ଜିଲା ଆଜି ପାଟଣାଗଡ଼ ବିଜେଡ଼ି

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଦ୍ୟୁତ୍‌ ଯୋଗାଣରେ ଅନିୟମିତତାକୁ ନେଇ ଗର୍ଜିଲା ଆଜି ପାଟଣାଗଡ଼ ବିଜେଡ଼ି । ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡ଼ି ଜିଲ୍ଲା ସଭାପତି ସରୋଜ ମେହେରଙ୍କ ନେତୃତ୍ୱରେ ଆଜି ଶହ ଶହ ସଂଖ୍ୟାରେ ବିଜେଡ଼ି କର୍ମକର୍ତ୍ତାମାନେ ବିଜେଡ଼ି କାର୍ଯ୍ୟାଳୟରୁ ବିଦ୍ୟୁତ…
Read More...

ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ବେଳକୁ କେହି କାନ୍ଧ ଦେଲେନି : ଶବ ସତ୍କାର କଲେ ସମାଜସେବୀ

ପାଟଣାଗଡ଼ : ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇ ସେଠାରେ ବସତି ସ୍ଥାପନ ପାଇଁ ଯୋଜନା କରୁଥିବାବେଳେ ଆଧୁନିକ ଯୁଗରେ ମଧ୍ୟ କୁ-ସଂସ୍କାର, ଅନ୍ଧ ବିଶ୍ୱାସ, ଜାତି ପ୍ରଥା ଜୀବିତ ଅଛି । କୁ-ସଂସ୍କାର, ଅନ୍ଧ ବିଶ୍ୱାସ, ଜାତିପ୍ରଥା ଆଗରେ ଉଚ୍ଚ ଶିକ୍ଷା, ଶିକ୍ଷିତ ସମାଜ ଆଜି ବି ମୁଣ୍ଡ ନୁଆଁଇଛି । ଅନ୍ୟ…
Read More...

ବଜ୍ରାଘାତ ନେଲା ଚାଷୀଙ୍କ ଜୀବନ : ଧାନ ବଞ୍ଚାଇବାକୁ ଯାଇ ଘଟିଲା ଦୁର୍ଭାଗ୍ୟ, ଦୁଇ ଜଣ ଅଚେତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଧାତୁକ ପଞ୍ଚାୟତ ଅନ୍ତର୍ଗତ ସଦର ଧାତୁକ ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇ ଜଣ ଦୀର୍ଘ ସମୟ ଧରି ଅଚେତ ଅବସ୍ଥାରେ ପଡ଼ି ରହିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।…
Read More...

ଅଜଣା ହାଇୱା ଧକ୍କାରେ ଜଣେ ମୃତ : ପାଟଣାଗଡରେ ବଢ଼ୁଛି ବେପରୁଆ ବାଲି ହାଇୱାର ଆତଙ୍କ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ବାଲି ବୋଝେଇ ହାଇୱା ଗାଡ଼ିର ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି । ଘଟଣାଟି ପାଟଣାଗଡ଼ ଥାନା…
Read More...

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ଷୋଡ଼ଶ ବାର୍ଷିକ ଉତ୍ସବ ଧୂମାଭଟା ରୋଡସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାନେତ୍ରୀ ସୁଶ୍ରୀ ସଂଯୁକ୍ତା ପରିଛାଙ୍କ ସଭାପତିତ୍ୱରେ…
Read More...

ଦୁର୍ଘଟଣାରେ ଆହତ ଶ୍ରମିକଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜିସକାଳ ସମୟ ୯ଟା ୫୫ମିନିଟ ସମୟରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ବରବାହାଲ ଗ୍ରାମଠାରେ ସରକାରଙ୍କ ବସୁଧା ଯୋଜନାରେ ନିର୍ମାଣ କରାଯାଉଥିବା ପାଣିଟାଙ୍କି ଗାତରେ ଖସିପଡି ଜଣେ ଶ୍ରମିକ ତ୍ରିଲୋଚନ ପ୍ରଧାନ (୫୫) ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର…
Read More...

କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତୃ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ବରପିଟା ଗ୍ରାମର ଯୁବ କୋଶଲି କବି କ୍ଷୀରୋଦ କୁମାର ସାହୁଙ୍କ ପିତା ସୀତାରାମ ସାହୁଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ସାହୁ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ ଦୀର୍ଘଦିନ ଧରି…
Read More...

ଦମକିପାଲି ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦମକିପାଲିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ବାର୍ଷିକ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ସୁଶ୍ରୀ ସଂଞ୍ଜୁକ୍ତା ପରିଚ୍ଛା ମୁଖ୍ୟ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ କଲେ ପରିବାର

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଗଙ୍ଗାସାଗର–ଗଏଲପିଟା ରାସ୍ତାର କିଛି ଦୂରରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଗଙ୍ଗାସାଗର ଗାଁର ରାହୁଲ ଧରୁଆ ବୋଲି…
Read More...
error: Content is protected !!