Browsing Tag

patanagarh news

ନିଖୋଜ ଯୁବକଙ୍କ ମୃତ ଦେହ କୂଅରୁ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫଟାମୁଣ୍ଡା ଗାଁର ଲୋଚନ ବରିହାଙ୍କ ପୁଅ ଉଜ୍ୱଳ ବରିହା ଗାଁର ତିନିଜଣ ସାଙ୍ଗଙ୍କ ସହିତ ୬ ତାରିଖ ସନ୍ଧ୍ୟାରେ ଖୁଣ୍ଟସମଲେଇ ଗାଁକୁ ଏକ ବାହାଘର ଭୋଜି
Read More...

ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ପାଟଣାଗଡ଼, (ପୁସ୍ତମ ଯୁଆଡ଼ି) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଜ୍ୟୋତି ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଇଁଷାରେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଝିଅମାନଙ୍କ ପାଇଁ ହେଉଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କ୍ରମରେ ଅନୁଷ୍ଠିତ ସଭାରେ କଲେଜ
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲା ସୁଲେକେଲା ଗ୍ରାମପଞ୍ଚାୟତ

ପାଟଣାଗଡ଼, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ସୁଲେକେଲା ଗ୍ରାମପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଲେକେଲା ସରପଞ୍ଚ ଶ୍ୟାମସୁନ୍ଦର
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯୋଗୀମୁଣ୍ଡାଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଜତୀ ପଧାନ,
Read More...

ବାଇକ ଡ଼ିକିରୁ ଏକ ଲକ୍ଷ ପଚିଶ ହଜାର ଟଙ୍କା ଲୁଟ୍‌ ଅଭିଯୋଗ, ତଦନ୍ତ କରୁଛି ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ରାମପୁର ବ୍ରିଜ ନିକଟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନ ସମ୍ମୁଖରୁ ଜଣେ ବ୍ୟକ୍ତିଙ୍କ ସ୍କୁଟି ଡ଼ିକିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟ ହୋଇଥିବା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା
Read More...

ପାଟଣାଗଡ଼ ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବର୍ଷ ର ଶେଷ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଧାରରେ ଆଜି ପାଟଣାଗଡ଼ ବ୍ଲକ ମୁଖ୍ୟାଳୟଠାରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧିକ୍ଷକ ରିଷିକେଶ
Read More...

ଭି.ଓ.ଏ.ର ବନ୍ଧୁମିଳନ କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ଗତ ତା ୧୭/୧୨/୨୦୨୩ ରବିବାର ଦିନ କାହ୍ନା ବିହାର ପାଟଣାଗଡଠାରେ ଭଏସ୍‌ ଅଫ୍ ଆଲୋକ(VOA)ର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କମିଟି ସଭାପତି ତ୍ରିଲୋଚନ ସାହୁ ସଭାପତିତ୍ୱ କରିଥିବା ବେଳେ ସେକ୍ରେଟାରୀ ଆଲୋକ କୁମାର ପଣ୍ଡା
Read More...

ଶିକ୍ଷକ ନିଯୁକ୍ତି ଦାବି ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଶିକ୍ଷକ ନିଯୁକ୍ତି ଦାବି ନେଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ପାଟଣାଗଡ଼ ବ୍ଲକ ଗଇଲପିଟା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୭୪ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦୁଇଜଣ ଶିକ୍ଷୟିତ୍ରୀ ଥିବାରୁ ପାଠପଢ଼ା ଠିକ୍‌ ସେ ହେଉନଥିବା ନେଇ
Read More...

ତମିଆଁ ୧୪ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣାଗଡ, (କେପିଏନଏସ) : ପାଟଣାଗଡ ବ୍ଲକ ତମିଆଁ ଠାରେ ୧୪ତମ ମହାବୀର ପ୍ରସାଦ ଅଗ୍ରୱାଲ ମେମୋରିଆଲ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଅଞ୍ଚଳର ବିଶିଷ୍ଠ ସମାଜସେବୀ ଶ୍ରୀକର ମିଶ୍ର, ସମାଜସେବୀ ରବି ନାରାୟଣ ପୂଜାରୀ,
Read More...

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ପାଟଣାଗଡ଼ଠାରେ ବିଶାଳ ସମାବେଶ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ଗଡଭିତର ଖେଳ ପଡ଼ିଆଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପାଟଣାଗଡ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀମାନଙ୍କ ବିଶାଳ ସମାବେଶ ରାଜ୍ୟ ସମ୍ପାଦକ ଓ ଡିଭିଜନ ସମ୍ପାଦକ ଶିବାନନ୍ଦ
Read More...