Browsing Tag

patanagarh news

ପାଟଣାଗଡ଼ ଏନ୍‌ଏସିକୁ ମ୍ୟୁନିସିପାଲଟି ଓ ୟୁରିଆ ଉଚିତ ମୂଲ୍ୟରେ ମିଳିବା ଦାବି ନେଇ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ଅଫିସ…

ପାଟଣାଗଡ଼ : ପାଟଣାଗଡ଼ ଏନ୍‌ଏସିକୁ ମ୍ୟୁନିସିପାଲଟି କରାଯାଉ ଓ ଚାଷୀଙ୍କୁ ଯଥେଷ୍ଟ ପରିମାଣରେ ଏବଂ ଉଚିତ ମୂଲ୍ୟରେ ୟୁରିଆ ସାର ବଣ୍ଟନ କରାଯିବା ଦାବି ନେଇ ଶୁକ୍ରବାର ପାଟଣାଗଡ଼ ବିଜେଡି ପକ୍ଷରୁ ଉପଜିଲ୍ଲାପାଳ ପାଟଣାଗଡ଼ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥଙôଲା । ସ୍ଥାନୀୟ ବ୍ରହ୍ମପୁରା ଠାରେ…
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ସୁନାମୁଦିରେ ବିଶାଳ ନୂଆଁଖାଇ ଭେଟଘାଟ

ଅଧିକାର ହାସଲ ପାଇଁ ଆନ୍ଦୋଳନ ଆବଶ୍ୟକ - ସାଂସଦ ନିରଞ୍ଜନ ପାଟଣାଗଡ଼ : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ବ୍ଲକ ତରଫରୁ ସୁନାମୁଦି ଠାରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀମାନେ ପାରମ୍ପରିକ ନୃତ୍ୟଗୀତ ସହିତ ଗାଁରେ ସାଂସ୍କୃତିକ ଶୋଭାଯାତ୍ରା କରିଥିଲେ । ପରେ…
Read More...

ପାଟଣାଗଡ଼ ପୋଲିସ ଦ୍ୱାରା ୧୧୦ ବୋତଲ କଫ ସିରଫ ଜବତ, ଦୁଇ ଜଣ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ପାଟଣାଗଡ଼ ଲରମ୍ଭା ମୁଖ୍ୟ ରାସ୍ତା କୁତୁମୁଣ୍ଡା ଛକରେ ଦୁଇଜଣ ମଟର ସାଇକେଲରେ ଆସୁଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଟକାଇ ଅଧିକ ତଦନ୍ତ କରୁଥିବା ବେଳେ ତାଙ୍କ…
Read More...

ବର୍ଷା ପାଣିରେ ଉବୁଟୁବୁ ପାଟଣାଗଡ ଡାକ୍ତରଖାନା : ବିନା ବିଦ୍ୟୁତରେ ରୋଗୀ ଚିକିତ୍ସା

ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ଅସରାଏ ବର୍ଷାରେ ପାଟଣାଗଡ ଡାକ୍ତରଖାନା ଭିତରେ ଲହଡି ମାରୁଛି ପାଣି । ଏପରିକି ଜେନେରେଟର ନଥିବାରୁ ବିଦ୍ୟୁତ ବିଚ୍ଛିନ୍ନ ପରେ ଅନ୍ଧାରରେ ରୋଗୀସେବା କରିବାକୁ ବାଧ୍ୟ ହେଉଛନ୍ତି ଡାକ୍ତର । ଏହି ଡାକ୍ତରଖାନାରେ ଏହା ନିତିଦିନିଆ ଘଟଣା ହୋଇଥିଲେ ସୁଦ୍ଧା…
Read More...

ତହଁକ୍ କୁଟୁମ୍ କଲେଜ ମୁହାଁ

ପାଟଣାଗଡ : କୋଶଲୀ ଭାଷାକୁ ବଞ୍ଚାଇବା ତଥା ତାର ଶବ୍ଦ ଏବଂ ଇତିହାସକୁ ବଳବତ୍ତର ରଖିବା ପାଇଁ ତହଁକ୍ କୁଟୁମ୍ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଯାଇଛି । ପାଟଣାଗଡ଼ ବ୍ଲକ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଘସିଏନ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍ ତହଁକ୍…
Read More...

ସଚେତନ ନାଗରିକଙ୍କ ପ୍ରତିବାଦ ଏବଂ ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିଲା

ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ମୁଖ୍ୟରାସ୍ତା ମରଣ ଯନ୍ତା ପାଲଟିଥିବାରୁ ଗତକାଲି ସଚେତନ ନାଗରିକମାନେ ରାସ୍ତାର ଖାଲଖମାରେ ପଦ୍ମ ଫୁଲ ଲଗାଇ ଅଭିନବ ପ୍ରତିବାଦ କରିଥିଲେ । ଏନେଇ କୋଶଳ ପ୍ରବାହ ସହ ବିଭିନ୍ନ ଗଣମାଧ୍ୟମ ଦାୟିତ୍ୱପୂର୍ଣ୍ଣ ଭାବେ ଏହି ଘଟଣାକୁ ଗୁରୁତର ସହ ନେଇ ଖବର…
Read More...

କେନ୍ଦ୍ର ଖଣିଜ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ନିରଞ୍ଜନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବ୍ଲକର ସାଲେପାଲି ଗ୍ରାଫାଇଟ ମାଇନିଂ ବ୍ଲକ ନିଲାମ ହୋଇଛି । ଏହି ଗ୍ରାଫଇଟ ମାଇନିଂକୁ କେନ୍ଦ୍ର ସରକାର ତାମିଲନାଡୁର ଭିନମୀର ରିସୋର୍ସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ନିଲାମ ଦେଇଛି । ସରକାର କିମ୍ବା କମ୍ପାନୀ ଯେ କୌଣସି ଖଣି, ନଦୀ ବନ୍ଧ, କିମ୍ବା ଯାହା…
Read More...

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌): ମମତା ଏଚ ଆଇ ଏମ ସି ପ୍ରୋଜେକ୍ଟ ଜାଗୃତି ପକ୍ଷରୁ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଓ ଫୁଡୁକୁପରା ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ୨ଟି ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା, କମ୍ୟୁନିଟି ସେଣ୍ଟର ମିଟିଙ୍ଗ୍,…
Read More...

ହାତୀ ଆକ୍ରମଣରେ ଜଣେ ମହିଳା ଆହତ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅଧିନସ୍ଥ ଗୁଦୁରାମୁଣ୍ଡା ଗାଁ ନିକଟରେ ଥିବା କିରିବାଞ୍ଜି ଜଙ୍ଗଲ ଭିତରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଛି । ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି । ମହିଳା ଜଣକ ହେଲେ କତରଲଗା ଗାଁର ଶାନ୍ତି ନାଏକ । କରମତଳା ଗାଁର କିଛି ପରିବାର…
Read More...

ଆଠ ମାସ ହେଲା ବ୍ଲକ ଓ ଏନ୍ଏସିରେ ଉନ୍ନତିମୂଳକ କାମ ଠପ୍ : ଧାରଣାରେ ସମିତି ସଭ୍ୟସଭ୍ୟା ଓ କାଉନସିଲର

ପାଟଣାଗଡ : ପାଟଣାଗଡ ବ୍ଲକ ଏବଂ ଏନ୍ଏସିରେ ଆଠ ମାସ ହେଲା ଉନ୍ନୟନମୂଳକ କାମ ଠପ୍ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ୨୨ ଜଣ ସମିତି ସଭ୍ୟସଭ୍ୟା ଏବଂ ଏନ୍ଏସି କାର୍ଯ୍ୟଳୟ ସମ୍ମୁଖରେ ୧୧ ଜଣ କାଉନସିଲର ଧାରଣା ଦେଇଛନ୍ତି । ଜନ ପ୍ରତିନିଧି ମାନଙ୍କୁ ବ୍ଲକ…
Read More...
error: Content is protected !!