Daily Archives

ବଲାଙ୍ଗିର ସହରରେ ବିଜେଡ଼ିର ମାରାଥନ୍‌ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବିଜେଡ଼ିର ମାରାଥନ୍‌ ପ୍ରଚାର ଆଜି ସଂଧ୍ୟାରେ ଦେଖିବାକୁ ମିଳିଛି । ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସହ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ନିଜର ଶହ ଶହ ସମର୍ଥକଙ୍କୁ ନେଇ ଆଜି ୱାର୍ଡ
Read More...

ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ଦିଅନ୍ତୁ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି ସମରେନ୍ଦ୍ର । ଆସନ୍ତା ୨୦ ତାରିଖ ସାଧାରଣ ନିର୍ବାଚନ ସବୁ ଦଳର ରାଜନେତା ଭୋଟ ମାଗିବା ପାଇଁ ଆପଣମାନଙ୍କ ପାଖକୁ ଆସିବେ । ଭୋଟ ଦେବାବେଳେ ଆପଣମାନେ ନିଶ୍ଚିତ ଭାବେ ରାଜନେତାମାନଙ୍କ ଅତୀତ
Read More...

ଅଞ୍ଚଳର ଉନ୍ନତି, ବିକାଶ ଓ ଶାନ୍ତିକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରଚାର

ପ୍ରଚାରରେ ସାମିଲ୍‌ ହେଲେ ଭୋଟର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପାଞ୍ଚ ଥର ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ଦେଇଛନ୍ତି । ଛାତ୍ର, ଯୁବକ, କୃଷକ, ଶ୍ରମିକ, ମହିଳାଙ୍କ ଆର୍ଥୀକ ବିକାଶ ସହ
Read More...

ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଲେ ୨ ବାଇକ୍‌ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଜଣ ବାଇକ୍‌ ଚୋର । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ଟାଉନ ଥାନା ଆଇଆଇସି ବିଶ୍ୱଜିତ ମନବୋଧ । ସୂଚନା ଅନୁସାରେ ଗତ ୯ ତାରିଖ ଦିନ ଅପରାହ୍ନରେ ବଲାଙ୍ଗିର ଲାଲଟିକ୍ରା ନିବାସୀ ସାଫିର ମହମ୍ମଦ ପେଲେସ୍‌
Read More...

ବୌଦ୍ଧ ପଂଚାୟତ ମହାବିଦ୍ୟାଳୟରେ ଇଭିଏମ୍, ଭିଭିପାଟ ଏବଂ ନିର୍ବାଚନୀ ସାମଗ୍ରୀ ଯୋଗାଣ ନେଇ ମକଡ୍ରିଲ୍‌ ଅନୁଷ୍ଠିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାରେ ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଜିଲ୍ଲାର ଭୋଟରମାନେ ୮୫ କଣ୍ଟାମାଲ ଏବଂ ୮୬ ବୌଦ୍ଧ ବିଧାନସଭା ସହିତ ୧୩ କନ୍ଧମାଳ ଲୋକସଭା ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ଆସନ୍ତା ୨୦ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ
Read More...

ପୁରୁଣା କଟକ ବଜାରରେ ବିଜେଡ଼ି ପକ୍ଷରୁ ବିଶାଳ ରାଲି

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଚଳିତ ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାରେ ରାଜନୈତିକ ସରଗରମ ହୋଇପଡିଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ମଧ୍ୟରେ କଡା
Read More...

ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲରୁମ୍ ଖୋଲା ଯାଇଛି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ପରିଚାଳନା ସମ୍ପର୍କିତ ୧୦ ଗୋଟି କଣ୍ଟ୍ରୋଲରୁମ୍ ଖୋଲା ଯାଇଛି । ସଂପୃକ୍ତ ନିର୍ବାଚନ ଅଞ୍ଚଳ ସମ୍ପର୍କିତ କୌଣସି ତଥ୍ୟ ଜାଣିବାକୁ କିମ୍ବା ଜଣାଇବାକୁ ଚାହୁଁଥିଲେ ଜନସାଧାରଣ ଉକ୍ତ ନିର୍ବାଚନ ଅଞ୍ଚଳ କଣ୍ଟ୍ରୋଲରୁମ୍
Read More...

ବିଜେପି ଏଥର ଓଡ଼ିଶାରେ ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ : ଅମିତ ଶାହା

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରାଉରକେଲା ଗ୍ରସ୍ତ ଅବସରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି କହିଲେ ଯେ, ଚଳିତ ନିର୍ବାଚନରେ ୧୫ ଲୋକସଭା ଓ ୭୫ ବିଧାନସଭା ଜିତିବ ଓ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ ହେବ । ବର୍ତ୍ତମାନ ୪ କ୍ଷେପରେ
Read More...

ଶ୍ରୀମନ୍ଦିର ହେଉଛି ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ : ହିମନ୍ତ ବିଶ୍ୱଶର୍ମା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରଭୁ ଜଗନ୍ନାଥ ତଥା ଶ୍ରୀମନ୍ଦିର ହେଉଛି ସମଗ୍ର ଓଡ଼ିଆ ଜାତିଙ୍କ ସ୍ୱାଭିମାନର ପ୍ରତୀକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜାଇଥିବା ଲୋକଙ୍କୁ ଏ ଜାତି କେବେ କ୍ଷମା କରିବ ନାହିଁ । ଏଥିପାଇଁ ଚଳିତ ନିର୍ବାଚନରେ ନବୀନ ସରକାରଙ୍କୁ ହଟାଇ ଓଡ଼ିଶାରେ ତଥା
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ୨୦ ତାରିଖରେ ଭୋଟ ଦେଇ ମତ ସାବ୍ୟସ୍ତ କରିବେ ଭୋଟର । ତେଣୁ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଟିଟିଲାଗଡ ପୋଲିସ ଓ ମିଲିଟାରି ଫୋର୍ସର ଏକ ଟିମ୍‌ ଶୁକ୍ରବାର ସଂଧ୍ୟାରେ ସହର ସାରା ପରିକ୍ରମା କରିବାର ଦେଖିବାକୁ ମିଳିଛି । ଥାନାଧିକାରୀ
Read More...