Daily Archives

ଖଲ୍ଲିକୋଟ ନିର୍ବାଚନୀ ହିଂସା ଓ ହତ୍ୟା ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟରେ ଘଟିଯାଇଥିବା ନିର୍ବାଚନୀ ହିଂସାକାଣ୍ଡ ଓ ହତ୍ୟା ଘଟଣାରେ ଆଉ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନେ ମୁଖ୍ୟ ଅଭିଯୁକ୍ତ ବୋଲି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ସୋମବାର ଅପରାହ୍ନରେ ଏକ ପ୍ରେସ୍-ମିଟ୍‌ରେ କହିଛନ୍ତି
Read More...

ନିର୍ବାଚନ ପାଇଁ ନିୟୋଜିତ ଶିକ୍ଷକଙ୍କ ଆକସ୍ମିକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଜଣେ ଶିକ୍ଷକଙ୍କ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶୀଳ କୁମାର
Read More...

ଶ୍ରଦ୍ଧାଞ୍ଜଳୀ ସଭା

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ୱର୍ଗତ ରାଧାକୃଷ୍ଣ ପଟ୍ଟନାୟକ ଜଣେ ନାଟ୍ୟକାର, ଗାଳ୍ପିକ, କବି, ଶିଶୁ ସାହିତ୍ୟିକ ଏବଂ ଗୀତିକାର ଭାବରେ ଦୀର୍ଘ ପାଂଚ ଦଶନ୍ଧି ଧରି ଓଡିଆ ଓ କୋସଲି ଭାଷାକୁ ଋଦ୍ଧିମନ୍ତ କରିଛନ୍ତି । ସେ ଜଣେ ଆଗ ଧାଡିର ଆକାଶବାଣୀ ଓ ଦୂରଦର୍ଶନ ଶିଳ୍ପୀ ଥିଲେ । ତାଙ୍କ ରଚିତ
Read More...

ହମିରପୁରର ସମସ୍ୟା ନେଇ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ସବୁଠାରୁ ଅବହେଳିତ ଅଞ୍ଚଳ ଭାବେ ଜଣାଶୁଣା ହମିରପୁରର ନାନା ସମସ୍ୟା ନେଇ ଏକ ଆଲୋଚନା ସଭା ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ହମିରପୁର ଉନ୍ନୟନ ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି
Read More...

ଗଙ୍ଗାନଦୀରେ ପନିପରିବା ବୋଝେଇ ଥିବା ଡଙ୍ଗା ବୁଡ଼ିଲା : ଦୁଇ ନିଖୋଜ

ପାଟନା : ବିହାରର ରାଜଧାନୀ ପାଟନାର ଗଙ୍ଗାନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ମହାବୀର ଟୋଲାସ୍ଥିତ ଗଙ୍ଗାନଦୀ ଘାଟରେ ପନିପରିବା ବୋଝେଇ ଏକ ଡଙ୍ଗା ବୁଡ଼ି ଯାଇଛି । ଡଙ୍ଗାରେ ୧୨ ଜଣ ଥିଲେ, ୧୦ ଜଣ ପହଁରି କୌଣସି ପ୍ରକାରେ ଜୀବନ ବଞ୍ଚାଇଥିଲେ, କିନ୍ତୁ ୨ ଜଣ ଏବେ ବି ନିଖୋଜ ଅଛନ୍ତି ।
Read More...

ଖଲ୍ଲିକୋଟ ନିର୍ବାଚନୀ ହତ୍ୟା ଘଟଣା : ଦୁଇ ଜଣ ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ : ନିର୍ବାଚନୀ ହତ୍ୟା ଘଟଣା । ଆଉ ଦୁଇ ଜଣ ଅଭିଯୁକ୍ତ ଗିରଫ କଲା ଏସ୍‌ଆଇଟି । ପୂର୍ବରୁ ଏହି ଘଟଣାରେ ୯ ଜଣକୁ ଗିରଫ କରାଯାଇଥିବାବେଳେ ଏବେ ସମୁଦାୟ ଗିରଫଙ୍କ ସହ ୧୧ରେ ପହଞ୍ଚିଛି । ଏନେଇ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ସୂଚନା ଦେବା ସହ ମାମଲାରେ ଏସଆଇଟି ତଦନ୍ତ ଚାଲିଛି ଏବଂ
Read More...

ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେ ମେ ୨୬, ୨୭ ଓ ୨୮ ତାରିଖରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର
Read More...

୨୧ରେ ସମ୍ବଲପୁର ଆସୁଛନ୍ତି ଅମିତ ଶାହ

ସମ୍ବଲପୁର : ଆସନ୍ତା ୨୧ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗ ଦେବେ ଶ୍ରୀ ଶାହ ।
Read More...

ରାଜ୍ୟରେ କାଳବୈଶାଖୀର ପ୍ରଭାବ : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳବୈଶାଖୀର ପ୍ରଭାବ । ଏହାସଙ୍ଗକୁ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଅନୁଭୁତ ହୋଇଛି । ଫଳରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି । ସେହିପରି କିଛି କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ଧରଣର ବର୍ଷା ଲାଗି ରହିଛି । ତେବେ ଆଜି
Read More...

ପଦ୍ମ ପୋଖରୀରେ ବିଧାୟକ ସମୀର ଦାଶ

ଭୁବନେଶ୍ୱର : ବିଜେଡି ଛାଡ଼ି ବିଜେପିରେ ମିଶିଲେ ସମୀର ଦାଶ । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଆଜି ବିଧିବଦ୍ଧ ଭାବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସି ବିଜୟପାଲ ସିଂ ତୋମାର, ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି । ବିଜେପିରେ ଯୋଗ ଦେବା ପରେ ସେ
Read More...