Daily Archives

ଦାଦନ ପରିବାରର କରୁଣ କାହାଣୀ : ଅସୁରକ୍ଷିତ ପୂର୍ଣ୍ଣିମା ଶେଷରେ ବାଧ୍ୟ ହେଲେ ଆତ୍ମହତ୍ୟା ପାଇଁ

ଜୟପାଟଣା, (ଶେଷଦେବ ବେହେରା) : ଯୌନ ପିପାସାର ଶିକାର ହୋଇ ଏକ ମାସ ଧରି ମାନସିକ ଯନ୍ତ୍ରଣା ଭୋଗି ଆସିଥିବା ଏକ ଆଦିବାସୀ ବିବାହିତା ମହିଳାଙ୍କ ବିଷପାନ କରି ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଆଲୋଡ଼ିତ କରିଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ଥାନା ବଡ଼ କର୍ଲାକୋଟ
Read More...

ସହିଦ୍ ଯବାନଙ୍କୁ ଗାର୍ଡ ଅଫ୍‌ ଅନର୍‌ ସହ ଶବ ସତ୍କାର

ନୂଆପଡ଼ା, (ନିରାକାର ମେହେର) : ଜିଲ୍ଲା କୋମନା ଥାନା ବିରୁନ୍ ପଦର ଛକ ନିକଟରେ ଗତକାଲି ବାଇକ୍ ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ସିଆର୍‌ପି ଏଫ୍ ଜବାନଙ୍କ ମୃତ୍ୟୁ ଘଟିଥିଲା । ମୃତ ଯବାନ ବୋଡ଼େନ୍‌ ଥାନା ଖିରମାଲ୍ ଗାଁର ଚୈତନ୍ୟ ଶବର । ସୂଚନା ଅନୁସାରେ ଚୈତନ୍ୟ ଶବର ୨୦୦୮ ମସିହାରେ ସେ
Read More...

ମୀନାକ୍ଷୀ ଧରଙ୍କ ସ୍ମୃତିଚାରଣ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ଉଦ୍‌ଘୋଷିକା ମୀନାକ୍ଷୀ ଧରଙ୍କ ତୃତୀୟ ବାର୍ଷିକ ପୁଣ୍ୟ ତିଥି ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଏକ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ମୀନାକ୍ଷୀ ଧର ଫାଉଣ୍ଡେସନ୍‌
Read More...

କଣ୍ଟାବାଞ୍ଜି ବିଧାନସଭା ପାଇଁ କେତେ ଭୋଟର ଭୋଟ ଦେଇଛନ୍ତି – ମାଗିଲେ ମିଳୁନି ତଥ୍ୟ : ଅଭିଯୋଗ କଲେ ବିଜେପି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଓ କଣ୍ଟାବାଞ୍ଜି ଦାୟିତ୍ୱରେ ଥିବା ରିଟର୍ଣିଙ୍ଗ ଅଫିସରଙ୍କ ନିକଟକୁ ଆସି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ୭୩.୪୧ ପ୍ରତିଶତ ମତଦାନ ହୋଇଥିବା ସରକାରୀ ସ୍ତରରେ ନିର୍ବାଚନ କମିଶନର ତରଫରୁ ତଥ୍ୟ ପ୍ରଦାନ କରିଥିବା ବେଳେ କେତେ ଭୋଟର, କେଉଁ
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଗୋରୁମହିହାଣୀ ଥାନା ଅଂଚଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଲୁଟୁ ମୁଣ୍ଡା(୪୦) । ସୂଚନା ଅନୁଯାୟୀ ଗୋରୁମହିହାଣୀ ଥାନା ଅର୍ନ୍ତଗତ ନୂଆଡିହି ଗ୍ରାମର ରାମରାୟ ମୁଣ୍ଡାଙ୍କ ପୁଅ ଲୁଟୁ ମୁଣ୍ଡାଙ୍କ ଝୁଲନ୍ତା ମୃତଦେହ
Read More...

ବୌଦ୍ଧ ଜିଲ୍ଲାର ଗର୍ବ ଓ ଗୌରବ ବାଦଲ ବେହେରା

ବଡ଼ି ବିଲ୍‌ବିଙ୍ଗ୍‌ରେ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ମନୋନିତ ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବାଦଲ ବେହେରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ସରସରା ଗ୍ରାମର ୨୮ ବର୍ଷର ଯୁବକ । ଏକ ନିହାତି ଗରିବ ଧୀବର ପରିବାରର ପୁଅ । ଘରୁ ବାହାରିଥିଲେ କିଛି ଗୋଟିଏ କରି ରୋଜଗାର କରିବା
Read More...

ଦୁଇ ବାଇକ୍‌ ଏବଂ କାର୍‌କୁ ଧକ୍କା ଦେଲା ଇନୋଭା କାର୍ : ୨ ଗୁରୁତର

କଟକ : କଟକ ଜୁଡିସିଆଲ୍‌ ଏକାଡେମୀରୁ ତ୍ରିଶୂଳିଆକୁ ସଂଯୋଗ କରୁଥିବା ନେତାଜୀ ସୁବାସ ସେତୁ ଉପରେ ସିରିଜ୍ ଦୁର୍ଘଟଣା ଘଟାଇଛି ଇନୋଭା କାର୍ । ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଦ୍ରୁତ ଗତିରେ ତ୍ରିଶୂଳିଆ ପଟୁ ଆସୁଥିବା ଏକ ଇନୋଭା କାର୍ ପ୍ରଥମେ ଗୋଟିଏ ଚାରି ଚକିଆକୁ ଧକ୍କା ଦେଇଥିଲା ।
Read More...

ପ୍ରେମବିବାହ ପାଇଁ ଶବକୁ ଜାତି ସମାଜ କରିଦେଲା ପର : ଅଛୁଆଁ ଶବ ଏବଂ ଅନ୍ୟ ଦୁଇ ଅପରିଚିତ ଶବକୁ ସସମ୍ମାନେ ସତ୍କାର କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିପ୍ରଥାର ଶିକାର ହୋଇଥିବା ଗୋଟିଏ ଶବ ଏବଂ ଦୁଇଟି ଅପରିଚିତ ଶବ ମିଶି ତିନୋଟି ଶବକୁ ଏକାସାଙ୍ଗରେ ସସମ୍ମାନେ ସତ୍କାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଭାଲୁମୁକୁନ୍ଦ ଗ୍ରାମର ବଶିଷ୍ଠ ଧରୁଆ ଅନ୍ୟ ଜାତିର ଝିଅକୁ
Read More...

ଯାଞ୍ଚ ସମୟରେ କାର୍‌ରୁ ବାହାରିଲା ୬୦୦ ଗ୍ରାମ ସୁନା : କାର୍‌ ଜବତ, ଦୁଇ ଅଟକ

ବାଲେଶ୍ୱର : ନିର୍ବାଚନ ପାଇଁ ଚାଲିଥିଲା ଯାଞ୍ଚ ହେଲେ କାର୍‌ରୁ ବାହାରିଲା ସୁନା । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ମିତ୍ରପୁର ଅଞ୍ଚଳରେ ଘଟିଛି । ନିର୍ବାଚନ ପାଇଁ ପୋଲିସ ସହ ଏସ୍‌ଏସ୍‌ଟି ଅଧିକାରୀ ମାନେ ଯାଞ୍ଚ ସମୟରେ ଏକ ସ୍ଵିଫ୍ଟ ଡିଜାଇର କାର୍‌ରୁ ୬୦୦ ଗ୍ରାମ ସୁନା ବାହାରିଥିଲା । ଏହାର
Read More...

ଦକ୍ଷିଣ – ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : କାଲିଠାରୁ ବର୍ଷା, ପବନ ଓ ଘଡ଼ଘଡ଼ି ଲାଗି ରହିବ

ଭୁବନେଶ୍ୱର : ଦକ୍ଷିଣ - ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ କାଲି ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଉତ୍ତର - ପୂର୍ବ
Read More...